"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:୧୯୩୬ ଜନ୍ମ using HotCat |
No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Jagannath Prasad Das}} |
{{ଛୋଟ|Jagannath Prasad Das}} |
||
{{Infobox writer <!-- For more information see [[:Template:Infobox Writer/doc]]. --> |
{{Infobox writer <!-- For more information see [[:Template:Infobox Writer/doc]]. --> |
||
| name = |
| name = ଜଗନ୍ନାଥ ପ୍ରସାଦ ଦାସ |
||
| image = |
| image = Jagannath Prasad.jpg |
||
| imagesize = |
| imagesize = 250px |
||
| alt = |
| alt = |
||
| caption = |
| caption = |
୨୧:୧୯, ୨୬ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ଜଗନ୍ନାଥ ପ୍ରସାଦ ଦାସ | |
---|---|
ଫାଇଲ:Jagannath Prasad.jpg | |
ଜନ୍ମ ଓ ଜନ୍ମସ୍ଥାନ | ୧୯୩୬ କଟକ |
ଜଗନ୍ନାଥ ପ୍ରସାଦ ଦାସ ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।
ଜୀବନ
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ ପୁରୀ ଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ସେ ପଢ଼ା ପରେ ସେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।
ସାହିତ୍ୟରଚନା
ପ୍ରାକ ରଚନା
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।
ପୁରସ୍କାର ଓ ସମ୍ମାନ
- କେନେଡି ଫାଉଣ୍ଡେସନ ପ୍ରଫେସରସିପ (୧୯୬୩)
- ନଫିଫିଲ୍ଡ ଫେଲୋ (୧୯୭୨)
- ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ (୧୯୭୯)
- ଗବେଷଣା ପୁରସ୍କାର
- ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର (୧୯୮୭)
- କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର (୧୯୯୨)
- ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯)
ପ୍ରକାଶିତ ବହି
- Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
- Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
- Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
- Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
- Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
- Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).