"ରିୟା ଦେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ wikidify using AWB
ଟିକେ →‎ବାହାର ଆଧାର: re-categorisation
୩୯ କ ଧାଡ଼ି: ୩୯ କ ଧାଡ଼ି:
[[ଶ୍ରେଣୀ:ଓଲିଉଡ଼]]
[[ଶ୍ରେଣୀ:ଓଲିଉଡ଼]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଜୀବନ୍ତ ମଣିଷ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତ୍ରୀ]]

୨୩:୨୪, ୨୧ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ରିୟା ଦେ
ଜନ୍ମ
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦-ଏବେଯାଏଁ

ରିୟା ଦେ ଓଡ଼ିଶାରେ ଥିବା ଜଣେ ଜଣାଶୁଣା କଥାଚିତ୍ର ଅଭିନେତ୍ରୀ । ଏଜାବତ ସେ ତିନୋଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି । ବାଲେଶ୍ଵରରେ ଜନ୍ମଗ୍ରହଣ କରିଥିବା ରିୟା ବର୍ତ୍ତମାନ 'ଫକିର ମୋହନ ମହାବିଦ୍ୟାଳୟ'ରେ +୩ ବାଣିଜ୍ୟରେ ଅଧ୍ୟୟନରତ ।[୧]

ଓଡ଼ିଆ କଥାଚିତ୍ରରେ ଭୂମିକା

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ରାଧା ମୋହନ ମୀରା ୨୦୧୨ ଦେବାନନ୍ଦ ନାୟକ
ଇଡିଅଟ୍ ୨୦୧୨ ଅଶୋକ ପତି
କ୍ରିମିନାଲ୍ ୨୦୧୧ ଦିଲ୍ଲୀପ ପଣ୍ଡା
ପ୍ରେମ ଅଢେଇ ଅକ୍ଷର ୨୦୧୦

ଆଧାର

ବାହାର ଆଧାର