"ଭାରତରେ ମିଳୁଥିବା ବିଭିନ୍ନ ଖଣିଜ ସମ୍ପଦର ପରିମାଣ ଓ ଏହାର ଏକ ତାଲିକା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
"*କାର୍ବନ (ହିରା): ଇତିହାସରୁ ଜଣାଯାଏ ଯେ ପ୍ରାଚୀନ କାଳର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
No edit summary |
||
୧୨ କ ଧାଡ଼ି: | ୧୨ କ ଧାଡ଼ି: | ||
*ମାଙ୍ଗାନିଜ: ଭାରତରେ ବହୁ ପରିମାଣର ମାଙ୍ଗାନିଜ ଗଛିତ ହୋଇ ରହିଛି । |
*ମାଙ୍ଗାନିଜ: ଭାରତରେ ବହୁ ପରିମାଣର ମାଙ୍ଗାନିଜ ଗଛିତ ହୋଇ ରହିଛି । |
||
ଶେଷ ହୋଇ ନାହି |
୧୧:୪୪, ୧୨ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ
- କାର୍ବନ (ହିରା): ଇତିହାସରୁ ଜଣାଯାଏ ଯେ ପ୍ରାଚୀନ କାଳରେ ଭାରତରେ ହିଁ କେବଳ ହିରା ମିଳୁଥିଲା । ଏହା ମୁଖ୍ୟତଃ ଦକ୍ଷିଣ ଭାରତର ନଦୀ ଉପତ୍ୟକାରେ ମିଳୁଥିଲା ଖ୍ରୀଷ୍ଟପୁର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୧୮ଶ ଶତାବ୍ଦୀ ପର୍ଯ୍ୟନ୍ତ ହିରା ଉତ୍ପାଦନରେ ଭାରତ ଅଗ୍ରଣି ଥିଲା । ୧୭୨୫ ଖ୍ରୀଷ୍ଟାବ୍ଦରେ ବ୍ରାଜିଲ ହିରା ଉତ୍ପାଦନରେ ଭାରତ ଠାରୁ ଅଗ୍ରଣି ହୋଇଥିଲା ।
- ସିଲିକନ: ଭାରତରେ ୨୦୦୬ ମସିହାରେ ୩୬୦୦୦ ଟନ୍ ସିଲିକନ୍ ଉତ୍ପାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୫.୧ ମିଲିଅନ ଟନ୍ ।
- ସଲଫର୍: ଭାରତରେ ୨୦୦୬ ମସିହାରେ ୧.୧୭୦ ମିଲିଅନ ଟନ୍ ସଲଫର ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୬୫.୭ ମିଲିଅନ ଟନ୍ ।
- କାଲ୍ସିଅମ: ଭାରତରେ ୨୦୦୬ ମସିହାରେ ୨୨୦୩ ଟନ୍ କାଲସିଅମ ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୫.୫ ମିଲିଅନ ଟନ୍ ଏହି ବର୍ଷ ଭାରତରେ ଜିପସମ ଉତ୍ପାଦନର ପରିମାଣ ଥିଲା ୨.୬୪୭ ମିଲିଅନ ଟନ୍, ପୃଥିବୀରେ ଏହାର ଉପ୍ତାଦନ ପରିମାଣ ଥିଲା ୧୪୨.୫ ମିଲିଅନ ଟନ ।
- ଟିଟାନିଅମ: ଭାରତରେ ୨୦୦୬ ମସିହାରେ ୬୯୦୦୦୦ ଟନ୍ ଇମିନାଈଟ ଓ ୨୦୦୦୦ ଟନ୍ ରୁଟାଇଲ ଉପ୍ତାଦିତ ହୋଇଥିଲା । (ଇମିନାଇଟ ଓ ରୁଟାଇଲ ଟିଟାନିଅମର ୨ଟି ଓର୍)।
- କ୍ରୋମିଅମ: ଭାରତରେ ୨୦୦୬ ମସିହାରେ ୩.୯୫୭ ମିଲିଅନ ଟନ୍ କ୍ରୋମିଅମ ଉପ୍ତାଦିତ ହୋଇଥିଲା । ଏହି ବର୍ଷ ସାରା ପୃଥିବୀରେ ଉପ୍ତାଦନର ପରିମାଣ ଥିଲା ୧୯.୨ ମିଲିଅନ ଟନ୍ ।
- ମାଙ୍ଗାନିଜ: ଭାରତରେ ବହୁ ପରିମାଣର ମାଙ୍ଗାନିଜ ଗଛିତ ହୋଇ ରହିଛି ।
ଶେଷ ହୋଇ ନାହି