"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ରୋବଟ୍: ପ୍ରସାଧନ ବଦଳ |
Aditya Mahar (ଆଲୋଚନା | ଅବଦାନ) ଟିକେ removed Category:ଓଡ଼ିଶାର ନାଟ ଓ ସଙ୍ଗୀତ; added Category:ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ using HotCat |
||
୩୬ କ ଧାଡ଼ି: | ୩୬ କ ଧାଡ଼ି: | ||
[[ଶ୍ରେଣୀ:ଲୋକନାଟ]] |
[[ଶ୍ରେଣୀ:ଲୋକନାଟ]] |
||
[[ଶ୍ରେଣୀ:ସଙ୍ଗୀତ]] |
[[ଶ୍ରେଣୀ:ସଙ୍ଗୀତ]] |
||
[[ଶ୍ରେଣୀ:ଓଡ଼ିଶାର |
[[ଶ୍ରେଣୀ:ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ]] |
||
[[ଶ୍ରେଣୀ:ଓଡ଼ିଶାର ଲୋକକଳା]] |
[[ଶ୍ରେଣୀ:ଓଡ଼ିଶାର ଲୋକକଳା]] |
୨୦:୦୪, ୧୩ ମାର୍ଚ୍ଚ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ଚଢ଼େଇଆ ନାଟ | |
---|---|
ମାଧ୍ୟମ | ଗୀତ-ନାଟ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ବାଲେଶ୍ଵର, ଓଡ଼ିଶା ଭାରତ |
ଗୀତ-ସଙ୍ଗୀତ | ଚଢ଼େଇଆ ସଙ୍ଗୀତ |
କଳାକାର | ଚଢ଼େଇଆ, ଚଢ଼େଇଆଣି |
ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହା ଏକ ବାଲେଶ୍ଵରୀ ଲୋକ କଳା । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି ।
ଇତିହାସ
ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁ ରେ ବୁଲି ଚିତା କୁଟାଇଥାନ୍ତି । ସେମାନଙ୍କର ଜୀବନ ଜୀବିକା ଚଳଣି ଓ ପରମ୍ପରାକୁ ନେଇ ଚଢ଼େଇଆ ନାଟର ଆରମ୍ଭ ।[୧]
ଚଢ଼େଇଆ ସଙ୍ଗୀତ
ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।
ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର ରସିକା ରମଣୀ ରସ ବିଲାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥