"ଫୁସଫୁସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଫୁସଫୁସ ନାମକ ଏକ ନୂଆ ବିଷୟ ଲେଖାଗଲା |
ଟିକେ added Category:ଅଙ୍ଗପ୍ରତ୍ୟଙ୍ଗ using HotCat |
||
୪୦ କ ଧାଡ଼ି: | ୪୦ କ ଧାଡ଼ି: | ||
File:Slide9gggg.JPG|right lung |
File:Slide9gggg.JPG|right lung |
||
</gallery> |
</gallery> |
||
[[ଶ୍ରେଣୀ:ଅଙ୍ଗପ୍ରତ୍ୟଙ୍ଗ]] |
୨୩:୩୪, ୧୧ ଫେବୃଆରୀ ୨୦୧୪ ଅନୁସାରେ କରାଯାଇଥିବା ବଦଳ
ଏହି ବିଷୟଟି ମାନବ ଫୁସଫୁସ ବିଷୟରେ ଲେଖାଯାଇଛି ।
ଫୁସଫୁସ | |
---|---|
Detailed diagram of the lungs | |
ଲାଟିନ ଭାଷାରେ | pulmo |
Gray's | subject #240 1093-1096 |
ବିଭାଗ | Respiratory system |
MeSH | Lung |
ଫୁସଫୁସ ଶ୍ଵାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । ପ୍ଲୁରା ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । ଟ୍ରାକିଆ ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ ବ୍ରୋଙ୍କସ ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ ବ୍ରୋଙ୍କିଓଲ ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ [୧] ।
ଶ୍ଵାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମ ଦ୍ଵାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ [୨] ।
- CO2 + H2O → H2CO3
- H2CO3 → H+ + HCO−
3
ଆଲଭିଓଲାଇହିଁ ଶ୍ଵାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ [୩] । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତି ଦ୍ଵାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।
ଆଧାର
- ↑ Notter, Robert H. (2000). Lung surfactants: basic science and clinical applications. New York, N.Y: Marcel Dekker. p. 120. ISBN 0-8247-0401-0. Retrieved 2008-10-11.
- ↑ "The distribution and physiological significance of carbonic anhydrase in vertebrate gas exchange organs". Respiration physiology. 121: 1–12. 2000.
{{cite journal}}
: Cite uses deprecated parameter|authors=
(help) - ↑ "Gas Exchange in humans". Retrieved 19 March 2013.
ଅଧିକ ଚିତ୍ର
-
Human lungs
-
Left lung
-
Diagram of the respiratory system
-
Anatomy of lungs
-
Front view of heart and lungs
-
Transverse section of thorax, showing relations of pulmonary artery
-
The position and relation of the esophagus in the cervical region and in the posterior mediastinum, seen from behind
-
The thymus of a full-time fetus, exposed in situ
-
Mediastinal surface of left lung.
-
right lung