"ଲଙ୍ଗଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ added Category:ଚାଷ using HotCat
ଟିକେ added Category:ଚଳଣି using HotCat
୨୦ କ ଧାଡ଼ି: ୨୦ କ ଧାଡ଼ି:


[[ଶ୍ରେଣୀ:ଚାଷ]]
[[ଶ୍ରେଣୀ:ଚାଷ]]
[[ଶ୍ରେଣୀ:ଚଳଣି]]

୦୦:୦୧, ୨୦ ଜାନୁଆରୀ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ଲଙ୍ଗଳ (ସଂସ୍କୃତ: ଲାଙ୍ଗଳ) ହଳ କରିବା ବା ଭୂମି ଚଷିବା ପାଇଁ ବ୍ୟବହୃତ ଏକ ଲୌହମୁଖ ଯନ୍ତ୍ର ଯନ୍ତ୍ର ।

ଗଠନ

ଏହି ଚାଷଯନ୍ତ୍ରଟି ତିନି ଅଂଶରେ ବିଭକ୍ତ
ଯଥା:

  1. ଲଙ୍ଗଳ = ଦୁଇ ଅଙ୍ଗଯୁକ୍ତ କାଷ୍ଠ
  2. ଈଷ = ଲାଙ୍ଗଳଦଣ୍ଡ
  3. ଜୁଆଳି, ବା ଯୁଗ ଏ ସମସ୍ତଙ୍କୁ ଏକତ୍ରରେ 'ହଳ' ବା ଲଙ୍ଗଳ ସଜ ବୋଲାଯାଏ ପ୍ରଥମୋକ୍ତ ଲଙ୍ଗଳ ମଧ୍ୟ ଦୁଇ ଭାଗରେ ବିଭକ୍ତ :
(କ) ବକ୍ରମୁଖାକୃତି ଉପର ଖଣ୍ଡି କଣ୍ଟି
(ଖ) ତଳଖଣ୍ଡ ମୁଣ୍ଡା; ଏହି ମୁଣ୍ଡାରେ ଲଙ୍ଗଳଲୁହା ପଶେ ଲୋକେ ଏହି ସମସ୍ତ ଅଙ୍ଗବିଶିଷ୍ଟ ଯନ୍ତ୍ରକୁ ଲଙ୍ଗଳ ସଜ ବା ଲଙ୍ଗଳ କହିଥାଆନ୍ତି ।

ଲଙ୍ଗଳର ଭିନ୍ନ ଭିନ୍ନ ଅଂଶର ନାମ ଯଥା—ଯୁଆଳି, ମୁଣ୍ଡା, କୀଳା, ଶଇଳ, ଇଷ, ମୁଠା ଫାଳ, ଆନ୍ଧି, ଯୋତ, ଖାଡ଼ିଯୋତ, ଆନ୍ଧିକଣ୍ଟିକୀଳା, ପିଚି କୀଳ, ଜୋଳି, ଲୁହା

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ