"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୧୩ କ ଧାଡ଼ି: ୧୩ କ ଧାଡ଼ି:
| MeshID = D000740
| MeshID = D000740

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା

'''ରକ୍ତହୀନତା''' ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା [[ଲୋହିତ ରକ୍ତ କଣିକା]] ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା [[ହେମୋଗ୍ଲୋବିନ]] ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ<ref name=medterms>[http://www.medterms.com/script/main/art.asp?articlekey=15491 MedicineNet.com --> Definition of Anemia] Last Editorial Review: 12/9/2000 8:31:00 AM</ref><ref name=merriam>[http://www.merriam-webster.com/dictionary/anemia merriam-webster dictionary --> anemia] Retrieved on May 25, 2009</ref> । ହେମୋଗ୍ଲୋବିନର [[ଅମ୍ଳଜାନ]] ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା [[ଗ୍ରୀକ]] ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା [[କ୍ୟାପିଲାରି]] ବା [[ଅତି ସୂକ୍ଷ୍ମ ରକ୍ତ ନଳୀ]] (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହାର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ହେମୋଗ୍ଲୋବିନ ପରିମାଣ କମିଯାଏ ଯାହାକୁ [[ହାଇପୋକ୍ସିଆ]] କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।

ରକ୍ତ ରୋଗମାନଙ୍କ ମଧ୍ୟରେ ରକ୍ତହୀନତା ରୋଗ ଗୋଟିଏ ଅତି ସାଧାରଣ ରୋଗ । ଏହି ରୋଗର ବିଭିନ୍ନ କାରଣ ଥାଏ ଓ ଏହି କାରଣ ଯୋଗୁ ବିଭିନ୍ନ ପ୍ରକାର ରକ୍ତହୀନତା ରୋଗ ଦେଖାଯାଏ । ଏହି ରୋଗକୁ ସୃଷ୍ଟି କରୁଥିବା ବିଭିନ୍ନ କାରଣ ଅନୁସାରେ ଏହାକୁ ବର୍ଗୀକରଣ କଲେ ମଧ୍ୟ ମୂଖ୍ୟତଃ ଏହାର ତିନୋଟି କାରଣ ଅଛି । ସେ ଗୁଡ଼ିକ ହେଲା ଏକା ଥରକେ ଅତ୍ୟଧିକ ରକ୍ତ ସ୍ରାବ ବା ଥରକେ ଅଳ୍ପ ଅଳ୍ପ ହୋଇ ଅଧିକ ଦିନ ଧରି ରକ୍ତ ସ୍ରାବ, ଅତ୍ୟଧିକ ରକ୍ତ କଣିକା ନଷ୍ଟ ଓ ତୃଟି ଯୁକ୍ତ ରକ୍ତ କଣିକା ।

୧୯:୪୪, ୫ ଡିସେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

Anemias
Human blood from a case of iron-deficiency anemia
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିhematology[*]
ଆଇସିଡ଼ି-୧୦D50.-D64.
ଆଇସିଡ଼ି-୯-ସିଏମ୍280-285
ରୋଗ ଡାଟାବେସ663
ମେଡ଼ିସିନ-ପ୍ଲସ000560
ଇ-ମେଡ଼ିସିନmed/132 emerg/808 emerg/734
MeSHD000740

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ[୧][୨] । ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହାର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ହେମୋଗ୍ଲୋବିନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
ରକ୍ତ ରୋଗମାନଙ୍କ ମଧ୍ୟରେ ରକ୍ତହୀନତା ରୋଗ ଗୋଟିଏ ଅତି ସାଧାରଣ ରୋଗ । ଏହି ରୋଗର ବିଭିନ୍ନ କାରଣ ଥାଏ ଓ ଏହି କାରଣ ଯୋଗୁ ବିଭିନ୍ନ ପ୍ରକାର ରକ୍ତହୀନତା ରୋଗ ଦେଖାଯାଏ । ଏହି ରୋଗକୁ ସୃଷ୍ଟି କରୁଥିବା ବିଭିନ୍ନ କାରଣ ଅନୁସାରେ ଏହାକୁ ବର୍ଗୀକରଣ କଲେ ମଧ୍ୟ ମୂଖ୍ୟତଃ ଏହାର ତିନୋଟି କାରଣ ଅଛି । ସେ ଗୁଡ଼ିକ ହେଲା ଏକା ଥରକେ ଅତ୍ୟଧିକ ରକ୍ତ ସ୍ରାବ ବା ଥରକେ ଅଳ୍ପ ଅଳ୍ପ ହୋଇ ଅଧିକ ଦିନ ଧରି ରକ୍ତ ସ୍ରାବ, ଅତ୍ୟଧିକ ରକ୍ତ କଣିକା ନଷ୍ଟ ଓ ତୃଟି ଯୁକ୍ତ ରକ୍ତ କଣିକା ।

ଚିହ୍ନ ଓ ଲକ୍ଷଣ

ଆଧାର

1. MedicineNet.com --> Definition of Anemia Last Editorial Review: 12/9/2000 8:31:00 AM
2. merriam-webster dictionary --> anemia Retrieved on May 25, 2009