"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ 121.242.29.88 (ଆଲୋଚନା) ଙ୍କ ଦେଇ କରାଯାଇଥିବା 127900 ସଙ୍କଳନଟି ପଛକୁ ଫେରାଇନିଆଗଲା
→‎ଅଧିକ ତଥ୍ୟ: -/+ ପଦ୍ମ ଭୂଷଣ ସମ୍ମାନିତ
୬୭ କ ଧାଡ଼ି: ୬୭ କ ଧାଡ଼ି:
[[ଶ୍ରେଣୀ:ଜ୍ଞାନପୀଠ ପୁରସ୍କାର ବିଜେତା]]
[[ଶ୍ରେଣୀ:ଜ୍ଞାନପୀଠ ପୁରସ୍କାର ବିଜେତା]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ଜୀବନୀ]]
[[ଶ୍ରେଣୀ:ପଦ୍ମ ଭୂଷଣ ସମ୍ମାନିତ]]
[[ଶ୍ରେଣୀ:ପଦ୍ମ ଭୂଷଣ ବିଜେତା]]

୧୭:୨୮, ୧ ଡିସେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସୀତାକାନ୍ତ ମହାପାତ୍ର
Born (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬)
Occupationପ୍ରଶାସନିକ ଅଧିକାରୀ
Known forକବି, ସାହିତ୍ୟ ସମାଲୋଚକ
Notable workଶବର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆଇଂରାଜୀ ଭାଷାର ଜଣେ ଜଣାଶୁଣା କବିସାହିତ୍ୟ ସମାଲୋଚକ[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସାହିତ୍ୟ ସର୍ଜନା

କବିତା

  • ଅଷ୍ଟପଦୀ (୧୯୬୩)
  • ଶବର ଆକାଶ (୧୯୭୧)
  • ଆର ଦୃଶ୍ୟ (୧୯୮୧)
  • ଶ୍ରେଷ୍ଠ କବିତା (୧୯୯୪)

ପ୍ରବନ୍ଧ

  • ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)

ଭ୍ରମଣକାହାଣୀ

  • ଅନେକ ଶରତ (୧୯୮୧)

ତାଳପତ୍ର ଉପରେ

  • ଉଷାବିଳାସ

ଇଂରାଜୀ

  • The ruined Temple and other poems, 1996 (କବିତା, ଅନୁବାଦ)
  • Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)

ପଦ ଓ ସମ୍ମାନ

ପଦ

ସମ୍ମାନ

  • ଜ୍ଞାନପୀଠ ସମ୍ମାନ (୧୯୯୩)
  • ସାରଳା ପୁରସ୍କାର[୩] (୧୯୮୫)
  • ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪)
  • କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
  • ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)

ଆଧାର

  1. "Deceptive simplicity". The Hindu. Dec 01, 2002. {{cite news}}: Check date values in: |date= (help)
  2. "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996. {{cite web}}: Unknown parameter |coauthors= ignored (|author= suggested) (help)
  3. ସାରଳା ପୁରସ୍କାର ବିଜେତାଙ୍କ ତାଲିକା

ଅଧିକ ତଥ୍ୟ