"ଖାଦ୍ୟ ଖଣିଜ ଲବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Dietary mineral}}
{{ଛୋଟ|Dietary mineral}}
'''ଖାଦ୍ୟ ଖଣିଜ ଲବଣ''' (ଖଣିଜ ଲବଣ ପୋଷକ) ସଜୀବ ପ୍ରାଣୀଙ୍କ ଦରକାରୀ ଏକ ପ୍ରକାର ରାସାୟନିକ ମୂଳ ପଦାର୍ଥକୁ ଅଟେ। [[କାର୍ବନ]], [[ହାଇଡ୍ରୋଜେନ]], [[ନାଇଟ୍ରୋଜେନ]] ଓ [[ଅକ୍ସିଜେନ]] ବ୍ୟତିରେକ ଏହି ଲବଣ ପଦାର୍ଥ ଜୈବ ମୌଳିକ ପଦାର୍ଥରେ ଥାଏ । ଏହା ଖଣିଜ ସମ୍ପଦ ବିଷୟରେ ନ ହୋଇ ରାସାୟନିକ ମୌଳିକ ପଦାର୍ଥ ବିଷୟରେ ଆଲୋଚନା କରେ । </br>
'''ଖାଦ୍ୟ ଖଣିଜ ଲବଣ''' (ଖଣିଜ ଲବଣ ପୋଷକ) ସଜୀବ ପ୍ରାଣୀଙ୍କ ଦରକାରୀ ଏକ ପ୍ରକାର ରାସାୟନିକ ମୂଳ ପଦାର୍ଥକୁ ବୁଝାଏ । [[କାର୍ବନ]], [[ହାଇଡ୍ରୋଜେନ]], [[ନାଇଟ୍ରୋଜେନ]] ଓ [[ଅକ୍ସିଜେନ]] ବ୍ୟତିରେକ ଏହି ଲବଣ ପଦାର୍ଥ ଜୈବ ମୌଳିକ ପଦାର୍ଥରେ ଥାଏ । ଏହା ଖଣିଜ ସମ୍ପଦ ବିଷୟରେ ନ ହୋଇ ରାସାୟନିକ ମୌଳିକ ପଦାର୍ଥ ବିଷୟରେ ଆଲୋଚନା କରେ । </br>
ସାତୋଟି ଖଣିଜ ଲବଣ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ଥାଏ । ସେ ଗୁଡିକର ନାମ [[କ୍ୟାଲସିୟମ]], [[ଫସଫରସ]], [[ପୋଟାସିୟମ]], [[ସଲଫର]], [[ସୋଡିୟମ]], [[କ୍ଳୋରିନ]] ଓ [[ମ୍ୟାଗନେସିୟମ]] । ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element)ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି । ସେ ଗୁଡିକର ନାମ: ଲୌହ ([[Iron]]), କୋବାଲ୍ଟ ([[Cobalt]]), କପର ([[Copper]]), ଜିଙ୍କ ([[Zinc]]), ମୋଲିବାଡେନମ ([[Molibdenum]]), ଆୟୋଡିନ ([[Iodine]]) ଓ ସେଲେନିୟମ ([[Slenium]]) । </br>
ସାତୋଟି ଖଣିଜ ଲବଣ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ଥାଏ । ସେ ଗୁଡିକର ନାମ [[କ୍ୟାଲସିୟମ]], [[ଫସଫରସ]], [[ପୋଟାସିୟମ]], [[ଗନ୍ଧକ]], [[ସୋଡିୟମ]], [[କ୍ଳୋରିନ]] ଓ [[ମ୍ୟାଗନେସିୟମ]] । ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element) ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି । ସେ ଗୁଡିକର ନାମ: [[ଲୌହ]] (iron), [[କୋବାଲ୍ଟ]] (Cobalt), [[ତମ୍ବା]] (Copper), [[ଦସ୍ତା]] (Zinc), [[ମୋଲିବଡେନମ]] (Molibdenum), [[ଆୟୋଡିନ]] ([Iodine) ଓ [[ସେଲେନିୟମ]] (Slenium) ।
ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । ବୋରୋନ ଓ କ୍ରୋମିୟମ ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ । <br />
ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । [[ବୋରୋନ]][[କ୍ରୋମିୟମ]] ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ ।<br />
[[ଫାଇଲ:Cobalamin.png|thumb|right|ଭିଟାମିନ ବି ୧୨ର ରାସାୟନିକ ଚିତ୍ର ଯେଉଁଥିରେ କୋବାଲ୍ଟ ଅଛି]]
[[ଫାଇଲ:Cobalamin.png|thumb|right|ଭିଟାମିନ ବି ୧୨ର ରାସାୟନିକ ଚିତ୍ର ଯେଉଁଥିରେ କୋବାଲ୍ଟ ଅଛି]]
ରାସାୟନିକ ମୌଳିକ ପଦାର୍ଥ ଦ୍ଵାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆ ଦ୍ଵାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି । <br />
ରାସାୟନିକ ମୌଳିକ ପଦାର୍ଥ ଦ୍ଵାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆ ଦ୍ଵାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି । <br />

୨୩:୦୯, ୨ ନଭେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଖାଦ୍ୟ ଖଣିଜ ଲବଣ (ଖଣିଜ ଲବଣ ପୋଷକ) ସଜୀବ ପ୍ରାଣୀଙ୍କ ଦରକାରୀ ଏକ ପ୍ରକାର ରାସାୟନିକ ମୂଳ ପଦାର୍ଥକୁ ବୁଝାଏ । କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନଅକ୍ସିଜେନ ବ୍ୟତିରେକ ଏହି ଲବଣ ପଦାର୍ଥ ଜୈବ ମୌଳିକ ପଦାର୍ଥରେ ଥାଏ । ଏହା ଖଣିଜ ସମ୍ପଦ ବିଷୟରେ ନ ହୋଇ ରାସାୟନିକ ମୌଳିକ ପଦାର୍ଥ ବିଷୟରେ ଆଲୋଚନା କରେ ।
ସାତୋଟି ଖଣିଜ ଲବଣ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ଥାଏ । ସେ ଗୁଡିକର ନାମ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଗନ୍ଧକ, ସୋଡିୟମ, କ୍ଳୋରିନମ୍ୟାଗନେସିୟମ । ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element) ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି । ସେ ଗୁଡିକର ନାମ: ଲୌହ (iron), କୋବାଲ୍ଟ (Cobalt), ତମ୍ବା (Copper), ଦସ୍ତା (Zinc), ମୋଲିବଡେନମ (Molibdenum), ଆୟୋଡିନ ([Iodine) ଓ ସେଲେନିୟମ (Slenium) ।

ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । ବୋରୋନକ୍ରୋମିୟମ ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ ।

ଭିଟାମିନ ବି ୧୨ର ରାସାୟନିକ ଚିତ୍ର ଯେଉଁଥିରେ କୋବାଲ୍ଟ ଅଛି

ରାସାୟନିକ ମୌଳିକ ପଦାର୍ଥ ଦ୍ଵାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆ ଦ୍ଵାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି ।

ସ୍ତନ୍ୟପାୟୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ରାସାୟନିକ ମୌଳିକ ପଦାର୍ଥ

କେତେକ ଉତ୍ସ ଅନୁସାରେ ମନୁଷ୍ୟର ଜୈବ ରାସାୟନିକ ପ୍ରକ୍ରିୟାରେ ଗଠନ, କାର୍ଯ୍ୟ ତଥା ଇଲେକ୍ଟ୍ରୋଲାଇଟ ନିମନ୍ତେ ୧୬ ତି ମୌଳିକ ରାସାୟନିକ ପଦାର୍ଥ ଆବଶ୍ୟକ ହୁଏ[୧] । ଜୈବ ରସାୟନ, ସ୍ଵତନ୍ତ୍ର ଅପଟେକ ଓ ମେଟାବୋଲିଜ୍ମ ଅନୁଶୀଳନରୁ ଜଣା ଯାଉଛି ୨୬ ଟି ମୌଳିକ ପଦାର୍ଥ ଶରୀର ଆବଶ୍ୟକ କରେ[୨] । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କାର୍ଯ୍ୟ ପ୍ରଣାଳୀ ଏ ପର୍ଯ୍ୟନ୍ତ ଆବିଷ୍କାର ହୋଇ ପାରି ନାହିଁ ।
ପିରିଅଡ଼ିକ ଟେବୁଲରେ ଖାଦ୍ୟ ମୌଳିକ ଖଣିଜ ପଦାର୍ଥ

H   He
Li Be   B C N O F Ne
Na Mg   Al Si P S Cl Ar
K Ca Sc Ti V Cr Mn Fe Co Ni Cu Zn Ga Ge As Se Br Kr
Rb Sr Y Zr Nb Mo Tc Ru Rh Pd Ag Cd In Sn Sb Te I Xe
Cs Ba * Lu Hf Ta W Re Os Ir Pt Au Hg Tl Pb Bi Po At Rn
Fr Ra ** Lr Rf Db Sg Bh Hs Mt Ds Rg Cn Uut Fl Uup Lv Uus Uuo
 
  * La Ce Pr Nd Pm Sm Eu Gd Tb Dy Ho Er Tm Yb
  ** Ac Th Pa U Np Pu Am Cm Bk Cf Es Fm Md No
ଚାରୋଟି ଜୈବ ମୌଳିକ ପଦାର୍ଥ ପରିମାଣ ମୌଳିକ ପଦାର୍ଥ ଅତ୍ୟାବଶ୍ୟକ ଚିହ୍ନ ମୌଳିକ (trace element) ପଦାର୍ଥ ସ୍ତନ୍ୟପାୟୀଙ୍କଠାରେ ସମ୍ଭାବ୍ୟ ଗଠନ ଓ କାର୍ମିକ ଭୂମିକା

ଆଧାର

  1. Nelson, David L. (2000-02-15). Lehninger Principles of Biochemistry, Third Edition (3 Har/Com ed.). W. H. Freeman. p. 1200. ISBN 1-57259-931-6. {{cite book}}: Unknown parameter |coauthors= ignored (|author= suggested) (help)
  2. Ultratrace minerals. Authors: Nielsen, Forrest H. USDA, ARS Source: Modern nutrition in health and disease / editors, Maurice E. Shils ... et al.. Baltimore : Williams & Wilkins, c1999., p. 283-303. Issue Date: 1999 URI: [୧]