"ସୋମନାଥ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ତଥ୍ୟ
୨୯ କ ଧାଡ଼ି: ୨୯ କ ଧାଡ଼ି:
}}
}}


'''ସୋମନାଥ ରଥ ''' (୧୯୨୪-୨୦୧୩) [[ଗଞ୍ଜାମ ଜିଲ୍ଲା]]ର ସୋରଡା ଅନ୍ତର୍ଗତ ବଡ଼ଗଡ଼ରେ ଜନ୍ମିତ ଜଣେ ପ୍ରଖ୍ୟାତ ଓକିଲ ଓ ରାଜନୈତିକ ନେତା ଥିଲେ। ସେ [[ଓଡ଼ିଶା ବିଧାନ ସଭା]]ର ବାଚସ୍ପତି ଭାବେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ । <ref>{{cite news|title= Former Odisha speaker Somnath Rath passes away|url=http://www.odishareporter.in/top_news/former-odisha-speaker-somnath-rath-passes-away|accessdate=9 October 2013|newspaper=ଓଡ଼ିଶା ରିପୋର୍ଟର}}</ref> ୨୦୧୩ ଅକ୍ଟୋବର ମାସ ୭ତାରିଖ ରାତି ୮ଟା ବେଳେ ବରିଷ୍ଠ କଂଗ୍ରେସ ନେତା, ବିଧାନସଭାର ପୂର୍ବତନ ବାଚସ୍ପତି ଓ ସାଂସଦ ସୋମନାଥ ରଥଙ୍କର ଦେହାନ୍ତ ହୋଇଯାଇଛି । ସେ ପ୍ରଥମଥର ପାଇଁ ୧୯୭୧ରେ ଭଞ୍ଜନଗରର ବିଧାନସଭା ଆସନରୁ ବିଜୁ ପଟ୍ଟନାୟକଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ । ପୁଣିଥରେ ସେ ୧୯୭୪ରେ ବିଧାନସଭାକୁ ନିର୍ବାଚିତ ହୋଇ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ରାଜ୍ୟର ସ୍ଵାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୭୭ ନିର୍ବାଚନରେ ସେ ପରାଜିତ ହୋଇଥିଲେ । ତେବେ ୧୯୮୦ରେ ପୁନର୍ବାର ନିର୍ବାଚିତ ହୋଇ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵରେ ବିଧାନସଭାରେ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୮୪ରେ ରାଜ୍ୟ କୃଷିମନ୍ତ୍ରୀ ଭାବେ ସେ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୮୫ରେ ଆସିକା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଲୋକସଭାର ପେନାଲ୍ ବୋର୍ଡ ଚେୟାରମେନ୍ ମଧ୍ୟ ହୋଇଥିଲେ । ସେ ଥିଲେ ଭଞ୍ଜନଗର ସହରର ନବ ନିର୍ମାତା । ତାଙ୍କର ଶାସନ କାଳ ମଧ୍ୟରେ ସହରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଭଞ୍ଜନଗରର ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଦୂରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ । ସେ କେଏସୟୁବି କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେହିପରି ତାଙ୍କ ସମୟରେ ଆଇନ ମହାବିଦ୍ୟାଳୟ ଓ ପିଜି କ୍ଳାସ୍ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ଦୁଇଟି ମହାବିଦ୍ୟାଳୟ କିଛିବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଭଞ୍ଜନଗର କୃଷିବିଜ୍ଞାନ କେନ୍ଦ୍ର, ଡହ ମଧ୍ୟମ ଜଳସେଚନ ଯୋଜନା, ଭିତିରି ବେଡିଗୋବା କ୍ଷୁଦ୍ର ଜଳପକଳ୍ପ, ସାହିତ୍ୟ ପରିଷଦ, କବିସମ୍ରାଟ ଷ୍ଟାଡିୟମ୍, ଭଞ୍ଜନଗରରେ ସିଭିଲ୍ କୋର୍ଟ, ଗାଲେରୀ ଠାରେ ଉନ୍ନୀତ ସ୍ଵାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ବାଚସ୍ପତି କାଳରେ ସେ ଏକ ଐତିହାସିକ ପଦକ୍ଷେପ ନେଇ ଓଡିଶା ସେକ୍ରେଟାରୀଏଟରୁ ବିଧାନସଭା ସେକ୍ରେଟାରୀଏଟକୁ ଅଲଗା କରିଦେଇଥିଲେ । ଯାହାକି ଦେଶର ପ୍ରଥମ ବିଧାନସଭା ସେକ୍ରେଟାରୀଏଟ ଭାବେ ପରିଚିତ ଲାଭ କରିଥିଲା । ସେ ଲୋକସଭାରେ ସଦସ୍ୟ ଥିଲାବେଳେ ଏକ ବେସରକାରୀ ବିଲ୍ ଜରିଆରେ ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସ୍ଵତନ୍ତ୍ର ବିଲ୍ ପାସ୍ କରାଇଥିଲେ । ସ୍ଵାସ୍ଥ୍ୟମନ୍ତ୍ରୀତ୍ଵ ସମୟରେ ପରିବାର ନିୟୋଜନ ଯୋଜନା ପ୍ରଣୟନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ସର୍ବଭାରତୀୟସ୍ତରରେ ସେ କାରୱେ ଆୱାଡରେ ସମ୍ମାନିତ ହୋଇଥିଲେ । <ref>ଅନୁପମ ଭାରତ, ପୃଷ୍ଠା-୧, ମଙ୍ଗଳବାର, ୮ଅକ୍ଟୋବର, ୨୦୧୩</ref>
'''ସୋମନାଥ ରଥ ''' (୧୯୨୪-୨୦୧୩) [[ଗଞ୍ଜାମ ଜିଲ୍ଲା]]ର ସୋରଡା ଅନ୍ତର୍ଗତ ବଡ଼ଗଡ଼ରେ ଜନ୍ମିତ ଜଣେ ପ୍ରଖ୍ୟାତ ଓକିଲ ଓ ରାଜନୈତିକ ନେତା ଥିଲେ। ସେ [[ଓଡ଼ିଶା ବିଧାନ ସଭା]]ର ବାଚସ୍ପତି ଭାବେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ । <ref>{{cite news|title= Former Odisha speaker Somnath Rath passes away|url=http://www.odishareporter.in/top_news/former-odisha-speaker-somnath-rath-passes-away|accessdate=9 October 2013|newspaper=ଓଡ଼ିଶା ରିପୋର୍ଟର}}</ref>
==ଆଧାର==
==ଆଧାର==
{{ଆଧାର}}
{{ଆଧାର}}

୧୨:୨୯, ୧୦ ଅକ୍ଟୋବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସୋମନାଥ ରଥ
ବାଚସ୍ପତି, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୨ ଜୁନ ୧୯୮୦ – ୧୧ ଫେବୃଆରୀ ୧୯୮୪
ପୂର୍ବ ଅଧିକାରୀସତ୍ୟପ୍ରିୟ ମହାନ୍ତି
ପର ଅଧିକାରୀପ୍ରସନ୍ନ କୁମାର ଦାସ
ସାଂସଦ , ଆସିକା [୧]
କାର୍ଯ୍ୟକାଳ
୧୯୮୪ – ୧୯୮୯
ପୂର୍ବ ଅଧିକାରୀରାମଚନ୍ଦ୍ର ରଥ
ପର ଅଧିକାରୀଅନନ୍ତ ନାରାୟଣ ସିଂହ ଦେଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-02-17)୧୭ ଫେବୃଆରୀ ୧୯୨୪
ବଡ଼ଗଡ଼, ସୋରଡା, ଗଞ୍ଜାମ
ମୃତ୍ୟୁ୭ ଅକ୍ଟୋବର ୨୦୧୩(2013-10-07) (ବୟସ ୮୯)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନ୩ ପୁଅ ଓ ୩ ଝିଅ
ବୃତ୍ତିରାଜନେତା
ପେଷାଓକିଲ
ୱେବସାଇଟବିଧାନ ସଭା ସଭ୍ୟ ପୃଷ୍ଠା

ସୋମନାଥ ରଥ (୧୯୨୪-୨୦୧୩) ଗଞ୍ଜାମ ଜିଲ୍ଲାର ସୋରଡା ଅନ୍ତର୍ଗତ ବଡ଼ଗଡ଼ରେ ଜନ୍ମିତ ଜଣେ ପ୍ରଖ୍ୟାତ ଓକିଲ ଓ ରାଜନୈତିକ ନେତା ଥିଲେ। ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ । [୨] ୨୦୧୩ ଅକ୍ଟୋବର ମାସ ୭ତାରିଖ ରାତି ୮ଟା ବେଳେ ବରିଷ୍ଠ କଂଗ୍ରେସ ନେତା, ବିଧାନସଭାର ପୂର୍ବତନ ବାଚସ୍ପତି ଓ ସାଂସଦ ସୋମନାଥ ରଥଙ୍କର ଦେହାନ୍ତ ହୋଇଯାଇଛି । ସେ ପ୍ରଥମଥର ପାଇଁ ୧୯୭୧ରେ ଭଞ୍ଜନଗରର ବିଧାନସଭା ଆସନରୁ ବିଜୁ ପଟ୍ଟନାୟକଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ । ପୁଣିଥରେ ସେ ୧୯୭୪ରେ ବିଧାନସଭାକୁ ନିର୍ବାଚିତ ହୋଇ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ରାଜ୍ୟର ସ୍ଵାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୭୭ ନିର୍ବାଚନରେ ସେ ପରାଜିତ ହୋଇଥିଲେ । ତେବେ ୧୯୮୦ରେ ପୁନର୍ବାର ନିର୍ବାଚିତ ହୋଇ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵରେ ବିଧାନସଭାରେ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୮୪ରେ ରାଜ୍ୟ କୃଷିମନ୍ତ୍ରୀ ଭାବେ ସେ ଦାୟିତ୍ଵ ନିର୍ବାହ କରିଥିଲେ । ୧୯୮୫ରେ ଆସିକା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଲୋକସଭାର ପେନାଲ୍ ବୋର୍ଡ ଚେୟାରମେନ୍ ମଧ୍ୟ ହୋଇଥିଲେ । ସେ ଥିଲେ ଭଞ୍ଜନଗର ସହରର ନବ ନିର୍ମାତା । ତାଙ୍କର ଶାସନ କାଳ ମଧ୍ୟରେ ସହରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଭଞ୍ଜନଗରର ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଦୂରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ । ସେ କେଏସୟୁବି କଲେଜର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେହିପରି ତାଙ୍କ ସମୟରେ ଆଇନ ମହାବିଦ୍ୟାଳୟ ଓ ପିଜି କ୍ଳାସ୍ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ଦୁଇଟି ମହାବିଦ୍ୟାଳୟ କିଛିବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ଭଞ୍ଜନଗର କୃଷିବିଜ୍ଞାନ କେନ୍ଦ୍ର, ଡହ ମଧ୍ୟମ ଜଳସେଚନ ଯୋଜନା, ଭିତିରି ବେଡିଗୋବା କ୍ଷୁଦ୍ର ଜଳପକଳ୍ପ, ସାହିତ୍ୟ ପରିଷଦ, କବିସମ୍ରାଟ ଷ୍ଟାଡିୟମ୍, ଭଞ୍ଜନଗରରେ ସିଭିଲ୍ କୋର୍ଟ, ଗାଲେରୀ ଠାରେ ଉନ୍ନୀତ ସ୍ଵାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ବାଚସ୍ପତି କାଳରେ ସେ ଏକ ଐତିହାସିକ ପଦକ୍ଷେପ ନେଇ ଓଡିଶା ସେକ୍ରେଟାରୀଏଟରୁ ବିଧାନସଭା ସେକ୍ରେଟାରୀଏଟକୁ ଅଲଗା କରିଦେଇଥିଲେ । ଯାହାକି ଦେଶର ପ୍ରଥମ ବିଧାନସଭା ସେକ୍ରେଟାରୀଏଟ ଭାବେ ପରିଚିତ ଲାଭ କରିଥିଲା । ସେ ଲୋକସଭାରେ ସଦସ୍ୟ ଥିଲାବେଳେ ଏକ ବେସରକାରୀ ବିଲ୍ ଜରିଆରେ ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସ୍ଵତନ୍ତ୍ର ବିଲ୍ ପାସ୍ କରାଇଥିଲେ । ସ୍ଵାସ୍ଥ୍ୟମନ୍ତ୍ରୀତ୍ଵ ସମୟରେ ପରିବାର ନିୟୋଜନ ଯୋଜନା ପ୍ରଣୟନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ସର୍ବଭାରତୀୟସ୍ତରରେ ସେ କାରୱେ ଆୱାଡରେ ସମ୍ମାନିତ ହୋଇଥିଲେ । [୩]

ଆଧାର

  1. "Ex-assembly speaker Somanath Rath dies". ଟାଇମ୍ସ ଅଫ ଇଣ୍ଡିଆ. Retrieved 9 October 2013.
  2. "Former Odisha speaker Somnath Rath passes away". ଓଡ଼ିଶା ରିପୋର୍ଟର. Retrieved 9 October 2013.
  3. ଅନୁପମ ଭାରତ, ପୃଷ୍ଠା-୧, ମଙ୍ଗଳବାର, ୮ଅକ୍ଟୋବର, ୨୦୧୩