"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫ କ ଧାଡ଼ି: ୫ କ ଧାଡ଼ି:
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: [[ସାବିତ୍ରୀ ଓଷା]]।
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: [[ସାବିତ୍ରୀ ଓଷା]]।
* [[ଆଷାଢ଼]] ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା ।
* [[ଆଷାଢ଼]] ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା ।
* [[ଶ୍ରାବଣ]] ଅମାବାସ୍ୟା: ଚିତାଲାଗି (ଚିତଉ) ଅମାବାସ୍ୟା ।
* [[ଶ୍ରାବଣ]] ଅମାବାସ୍ୟା: [[ଚିତାଲାଗି ଅମାବାସ୍ୟା]] ବା ଚିତଉ ଅମାବାସ୍ୟା ।
* [[ଭାଦ୍ରବ]] ଅମାବାସ୍ୟା: ସପ୍ତପୁରୀ (ସାତପୁରୀ) ଅମାବାସ୍ୟା ।
* [[ଭାଦ୍ରବ]] ଅମାବାସ୍ୟା: ସପ୍ତପୁରୀ (ସାତପୁରୀ) ଅମାବାସ୍ୟା ।
* [[ଆଶ୍ୱିନ]] ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି,ସର୍ବପିତୃ ) ଅମାବାସ୍ୟା ।
* [[ଆଶ୍ୱିନ]] ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି,ସର୍ବପିତୃ ) ଅମାବାସ୍ୟା ।
୧୫ କ ଧାଡ଼ି: ୧୫ କ ଧାଡ଼ି:
* [[ଫାଲ୍‌ଗୁନ]] ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ।
* [[ଫାଲ୍‌ଗୁନ]] ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ।
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ।
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ।

== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

୨୩:୪୧, ୧୬ ଜୁଲାଇ ୨୦୧୩ ଅନୁସାରେ କରାଯାଇଥିବା ବଦଳ

କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।

ପର୍ବପର୍ବାଣୀ

ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ୤ ”

ଆଧାର