"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ wikidify using AWB
୯୩ କ ଧାଡ଼ି: ୯୩ କ ଧାଡ଼ି:
}}
}}
{{DEFAULTSORT:Mahapatra, Siddhanta}}
{{DEFAULTSORT:Mahapatra, Siddhanta}}
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଜୀବନ୍ତ ମଣିଷ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]

୧୫:୩୬, ୨୪ ମଇ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସିଦ୍ଧାନ୍ତ ମହାପାତ୍ର
ଜନ୍ମ୧୯୬୬
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତା
ସକ୍ରିୟ ବର୍ଷ୧୯୯୩-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତା
ବୈବାହିକ-ସାଥୀମାମା ମିଶ୍ର

ସିଦ୍ଧାନ୍ତ ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ ସିନେ ଅଭିନେତା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସିଦ୍ଧାନ୍ତ ମହାପାତ୍ର ବାଲୁଗାଁ, ଓଡ଼ିଶା ଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, ଗଞ୍ଜାମ ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, କେନ୍ଦୁଝର ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ନୂଆଦିଲ୍ଲୀ ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମାମା ମିଶ୍ର ତାଙ୍କ ଧର୍ମପତ୍ନୀ ୤

ସିନେମା ଜୀବନ

୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ , ବର୍ତ୍ତମାନ ସୁଦ୍ଧା ୧୩୦ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ମୋ' ଦୁନିଆ ତୁ ହିଁ ତୁ[୧] ୨୦୧୩ ସୁଧାକର ବସନ୍ତ
୧୪୩ ଆଇ ଲଭ ୟୁ ୨୦୧୧
ମତେ ବୋହୂ କରି ନେଇ ଯା ୨୦୧୧ ବିକାଶ ଦାଶ
ବାହୁଡ଼ିବେ ମୋ ଜଗାବଳିଆ
ଚକା ଚକା ଭଉଁରୀ ୨୦୦୭ ଶୁଭେନ୍ଦୁ ସ୍ୱାଇଁ
ଯେ ପାଞ୍ଚେ ପର ମନ୍ଦ
ଧର୍ମର ହେବ ଜୟ
କଳ୍କୀ ଅବତାର ୧୯୯୯
ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
ସିନ୍ଦୂର ନୁହେଁ ଖେଳଘର
ଶାଶୁଘର ଚାଲିଯିବି
ସନ୍ତାନ
ମନ ରହିଗଲା ତୁମରି ଠାରେ ୨୦୦୨ ମହମ୍ମଦ ମହସୀନ
ଯଶୋଦା ୧୯୯୬ ହର ପଟ୍ଟନାୟକ
ରଣଭୂମି ୧୯୯୫
ଗଙ୍ଗା ଯମୁନା ୧୯୯୭ ହର ପଟ୍ଟନାୟକ
ମୋ କୋଳ ତୋ ଝୁଲଣା ୨୦୦୧ ହିମାଂଶୁ ପରିଜା
ସିଂହବାହିନୀ ୧୯୯୮ ବସନ୍ତ ସାହୁ
ନାରୀ ଆଖିରେ ନିଆଁ
ଶ୍ରଦ୍ଧାଞ୍ଜଳି ୧୯୯୩ ପଙ୍କଜ ପାଣି

ରାଜନୈତିକ ଜୀବନ

ସେ ୨୦୦୯ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ୤ ଓଡ଼ିଶାର ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇ ଚଳିତ ପଞ୍ଚଦଶ ଲୋକସଭାର ସଦସ୍ୟ (ସାଂସଦ) ଅଛନ୍ତି ୤

ପୁରସ୍କାର

ଆଧାର

  1. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  2. "Odisha 23rd state film awards announced". mbctv.co.in. Retrieved 16 November 2012. Sidhanta Mohapatra was selected best actor for his film 'Eka Eka'

ଅଧିକ ତଥ୍ୟ