"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Migrating 8 interwiki links, now provided by Wikidata on d:q1190856 (translate me)
୬୦ କ ଧାଡ଼ି: ୬୦ କ ଧାଡ଼ି:
[[ଶ୍ରେଣୀ:ଭାରତୀୟ ନେତା]]
[[ଶ୍ରେଣୀ:ଭାରତୀୟ ନେତା]]
[[ଶ୍ରେଣୀ:୧୯୪୬ ଜନ୍ମ]]
[[ଶ୍ରେଣୀ:୧୯୪୬ ଜନ୍ମ]]
[[ଶ୍ରେଣୀ:ଜୀବନ୍ତ ମଣିଷ]]

୦୯:୨୨, ୧ ମଇ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ନବୀନ ପଟ୍ଟନାୟକ
ଫାଇଲ:Odisha CM Naveen Patnaik in New Delhi.jpg
ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ନିର୍ବାଚନ ମଣ୍ଡଳୀହିଞ୍ଜିଳି[୧]
କାର୍ଯ୍ୟକାଳ
୫ ମାର୍ଚ୍ଚ ୨୦୦୦ – ଏପର୍ଯ୍ୟନ୍ତ
ପୂର୍ବ ଅଧିକାରୀହେମାନନ୍ଦ ବିଶ୍ଵାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-10-16) ୧୬ ଅକ୍ଟୋବର ୧୯୪୬ (ବୟସ ୭୭)
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତି
ୱେବସାଇଟOfficial website
ଓଡ଼ିଶାର ମୁଖ୍ୟମନ୍ତ୍ରୀ
21 May, 2010 ସୁଦ୍ଧା
ଆଧାର: [୧]


ନବୀନ ପଟ୍ଟନାୟକ (୧୬ ଅକଟୋବର ୧୯୪୬) ଓଡ଼ିଶାର ଏବେକାର ଓ ଗତ ୨ ଥର ଓଡ଼ିଶା ବିଧାନ ସଭା ନିର୍ବାଚନର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ । ସେ ବିଜୁ ଜନତା ଦଳର ମୁଖ୍ୟ ।

ଜୀବନ

ନବୀନ ପଟ୍ଟନାୟକ କଟକ ଠାରେ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକ ଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜୀବନରେ ବିବାହ କରି ନାହାନ୍ତି .

ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ

ରାଜନୀତିକ ଜୀବନ

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାଆଁରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ଲେଖକ ଜୀବନ

ନବୀନଙ୍କ ଲିଖିତ ତିନୋଟି ବହି ହେଲା:

ଆଧାର

  1. "Naveen Patnaik wins from Hinjili in Orissa : Orissa, News - India Today". indiatoday.intoday.in. 2009. Retrieved 30 December 2012. Naveen Patnaik has won from the Hinjili Assembly constituency

ଅଧିକ ତଥ୍ୟ