"ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ୨୦୦୯ ନିର୍ବାଚନ ଫଳାଫଳ
୨ କ ଧାଡ଼ି: ୨ କ ଧାଡ଼ି:
! colspan="2" bgcolor="#DEFFAD" | ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
! colspan="2" bgcolor="#DEFFAD" | ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
|-
|-
| ଭୋଟର ସଂଖ୍ୟା: ||
| ଭୋଟର ସଂଖ୍ୟା: || ୨,୦୩,୭୨୩ <!--୨୦୦୯-->
|-
|-
| ଜିଲ୍ଲା: || [[ବରଗଡ଼ ଜିଲ୍ଲା|ବରଗଡ଼]]
| ଜିଲ୍ଲା: || [[ବରଗଡ଼ ଜିଲ୍ଲା|ବରଗଡ଼]]
|-
|-
| ଲୋକସଭା ନିର୍ବାଚନ ମଣ୍ଡଳୀ: || [[ବରଗଡ଼ (ଲୋକସଭା ନିର୍ବାଚନ ମଣ୍ଡଳୀ)|ବରଗଡ଼]]
| [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା ଆସନ]]: || [[ବରଗଡ଼ (ଲୋକସଭା ନିର୍ବାଚନ ମଣ୍ଡଳୀ)|ବରଗଡ଼]]
|-
|-
|ପଞ୍ଚାୟତ ସମିତି: ||୩
|ପଞ୍ଚାୟତ ସମିତି: ||୩
୧୭ କ ଧାଡ଼ି: ୧୭ କ ଧାଡ଼ି:
|}
|}


ପଦ୍ମପୁର (କ୍ରମିକ ସଂଖ୍ୟା: ୧) [[ବରଗଡ଼ ଜିଲ୍ଲା]] ଅନ୍ତର୍ଗତ ଏକ ବିଧାନସଭା ନିର୍ବାଚନମଣ୍ଡଳୀ ।
ପଦ୍ମପୁର (କ୍ରମିକ ସଂଖ୍ୟା: ୧) [[ବରଗଡ଼ ଜିଲ୍ଲା]] ଅନ୍ତର୍ଗତ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନମଣ୍ଡଳୀ]]
୧୯୫୨ରୁ ୨୦୦୯ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ପ୍ରାର୍ଥୀଙ୍କୁ ୧୮ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାସ୍ତ କରିଥିଲେ ।
୧୯୫୨ରୁ ୨୦୦୯ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାସ୍ତ କରିଥିଲେ ।


ଏହି ନିର୍ବାଚନମଣ୍ଡଳି ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ପଦ୍ମପୁର]], ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ
ଏହି ନିର୍ବାଚନମଣ୍ଡଳି ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ପଦ୍ମପୁର]], ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ
==୨୦୦୯ ନିର୍ବାଚନ ଫଳାଫଳ==

{{Election box begin |
|title= ୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର <ref>http://eci.nic.in/eci_main/StatisticalReports/AE2009/stat_OR_April2009.pdf</ref>
}}
{{Election box candidate with party link|
|party = ବିଜୁ ଜନତା ଦଳ
|candidate = ବିଜୟ ରଞ୍ଜନ ସିଂ ବରିହା
|votes = ୬୭,୯୧୩
|percentage = ''୪୪.୧୫''
|change = ''-''
}}
{{Election box candidate with party link|
|party = ଭାରତୀୟ ଜାତୀୟ କଂଗ୍ରେସ
|candidate = ସତ୍ୟ ଭୂଷଣ ସାହୁ
|votes = ୪୯,୮୪୭
|percentage = ''୩୨.୪୧''
|change = ''-''
}}
{{Election box candidate with party link|
|party = ଭାରତୀୟ ଜନତା ପାର୍ଟି
|candidate = ପ୍ରଦୀପ ପୁରୋହିତ
|votes = ୨୯,୬୫୧
|percentage = ''୧୯.୨୮''
|change = ''-''
}}
{{Election box candidate with party link|
|party = ବହୁଜନ ସମାଜ ପାର୍ଟି
|candidate = ସୁଧାଂଶୁ ଶେଖର ବାରିକ
|votes = ୬,୪୦୭
|percentage = ''୪.୧୭''
|change = ''-''
}}
{{Election box majority|
|votes = ୧୮,୦୬୬
|percentage = ''-''
|change = ''-''
}}
{{Election box turnout|
|votes = ୧,୫୩,୮୩୭
|percentage = ୭୫.୫୧
|change = ''-''
}}
<!--
|- style="background-color:#F6F6F6"
! style="background-color: {{Biju Janata Dal/meta/color}}" |
| colspan="5" | '''ଫଳାଫଳ:''' [[Biju Janata Dal|{{Biju Janata Dal/meta/shortname}}]] ପ୍ରାର୍ଥୀ '''ବିଜୟୀ''' ।
| align="right" | '''Swing'''
| align="right" | ''N/A''-->
{{Election box end}}
==ନିର୍ବାଚିତ ବିଧାୟକ==
==ନିର୍ବାଚିତ ବିଧାୟକ==
ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: <ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref>
ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: <ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref>

୨୩:୩୬, ୨୪ ଅପ୍ରେଲ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା: ୨,୦୩,୭୨୩
ଜିଲ୍ଲା: ବରଗଡ଼
ଲୋକସଭା ଆସନ: ବରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନମଣ୍ଡଳୀ । ୧୯୫୨ରୁ ୨୦୦୯ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ଵ ଭୋଟରେ ପରାସ୍ତ କରିଥିଲେ ।

ଏହି ନିର୍ବାଚନମଣ୍ଡଳି ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର [୧]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟ ରଞ୍ଜନ ସିଂ ବରିହା ୬୭,୯୧୩ ୪୪.୧୫ -
କଂଗ୍ରେସ ସତ୍ୟ ଭୂଷଣ ସାହୁ ୪୯,୮୪୭ ୩୨.୪୧ -
ଭାଜପା ପ୍ରଦୀପ ପୁରୋହିତ ୨୯,୬୫୧ ୧୯.୨୮ -
ବସପା ସୁଧାଂଶୁ ଶେଖର ବାରିକ ୬,୪୦୭ ୪.୧୭ -
ଭୋଟ ବ୍ୟବଧାନ ୧୮,୦୬୬ - -
ମତଦାନ ହାର ୧,୫୩,୮୩୭ ୭୫.୫୧ -

ନିର୍ବାଚିତ ବିଧାୟକ

ଏହି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୨]

  • ୨୦୦୯: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
  • ୨୦୦୪: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୨୦୦୦: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
  • ୧୯୯୫: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
  • ୧୯୯୦: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
  • ୧୯୮୫: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୧୯୮୦: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୧୯୭୭: ବିକ୍ରମାଦିତ୍ୟ ସିଂ ବରିହା (ଜନତା)
  • ୧୯୭୪: କୃପାସିନ୍ଧୁ ଭୋଇ
  • ୧୯୬୭: ବୀର ବିକ୍ରମାଦିତ୍ୟ ସିଂ ବରିହା (ଜନ କଂଗ୍ରେସ)
  • ୧୯୬୧: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ)
  • ୧୯୫୭: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ଓ ଏଲ ଏମ ଏସ ବରିହା (ଗଣ ପରିଷଦ)
  • ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ଵାଧୀନ) ଓ ଲାଲ ରଞ୍ଜିତ ସିଂ ବରିହା (କଂଗ୍ରେସ)

ଆଧାର