"ପ୍ରାଣକୃଷ୍ଣ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ removed Category:ସାହିତ୍ୟିକ using HotCat
୬୭ କ ଧାଡ଼ି: ୬୭ କ ଧାଡ଼ି:
[[ଶ୍ରେଣୀ:ଜଗତସିଂହପୁରର ଲୋକ]]
[[ଶ୍ରେଣୀ:ଜଗତସିଂହପୁରର ଲୋକ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ପଦ୍ମ ଭୂଷଣ ବିଜେତା]]

୧୮:୫୧, ୨୩ ଅପ୍ରେଲ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ପ୍ରାଣକୃଷ୍ଣ ପରିଜା
Born(1891-04-01)୧ ଅପ୍ରେଲ ୧୮୯୧
Died୧୯୭୮
Nationalityଭାରତୀୟ
Citizenshipଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ,
କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ
Occupation(s)ଅଧ୍ୟାପକ, ବୈଜ୍ଞାନିକ
Awardsପଦ୍ମ ଭୂଷଣ
ପ୍ରାଣକୃଷ୍ଣ ପରିଜା
ସଭ୍ୟ: ପ୍ରଥମ ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀବାଲିକୁଦା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳସ୍ଵାଧୀନ

ପ୍ରାଣକୃଷ୍ଣ ପରିଜା (୧୮୯୧-୧୯୭୮) ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ବୈଜ୍ଞାନିକ ଓ ଅଧ୍ୟାପକ ।

ସେ କେବଳ ଜଣେ ବୈଜ୍ଞାନିକ ନଥିଲେ, ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ମଧ୍ୟ ଥିଲେ । କଟକ ଠାରେ ଥିବା ରେଭେନ୍ସା କଲେଜରେ ପ୍ରାଧ୍ୟାପକ ଭାବରେ ସେ ବହୁ କାଳ କାମ ତୁଲାଇଥିଲେ ।[୨] ଉତ୍କଳ ବିଶ୍ଵବିଦ୍ୟାଳୟରେ ଅନେକ କାଳ ଅଧ୍ୟାପନ କରିଥିଲେ ଓ ତାଙ୍କ ନାମରେ ସେଠାକାର ପରିଜା ପାଠାଗାର ନାମିତ ।[୩]

ସେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ (୧୯୫୨-୧୯୫୭) ହୋଇଥିଲେ । [୪]

ପୁରସ୍କାର

  • ପଦ୍ମ ଭୂଷଣ [୫]

ଆଧାର

  1. Balikuda locals remember son of the soil Dr Parija
  2. Vanivihar Homepage
  3. P.G. Rama Rao. "Among celebrities". The Telegraph. Retrieved 06 December 2010. {{cite news}}: Check date values in: |accessdate= (help)
  4. List of members of OLA, 1951-2004
  5. "Padma Awards Directory (1954-2011)" (PDF). Ministry of Home Affairs (India). Dr. Pran Krishna Parija PB OR Litt. & Edu. {{cite web}}: Text "Ministry of Home Affairs" ignored (help)