"ଗାମୁଛା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଆସାମ ଗାମୋଛା ବିଶ୍ଵ ରେକର୍ଡ଼ |
Hellohappy (ଆଲୋଚନା | ଅବଦାନ) ସଜାଣି |
||
୪ କ ଧାଡ଼ି: | ୪ କ ଧାଡ଼ି: | ||
==ଓଡି଼ଆ ଢଗ ଢମାଳିରେ ଗାମୁଛା== |
==ଓଡି଼ଆ ଢଗ ଢମାଳିରେ ଗାମୁଛା== |
||
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, [[ଓଡି଼ଆ]] କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା : |
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, [[ଓଡ଼ିଆ ଭାଷା|ଓଡି଼ଆ]] କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା : |
||
{{Rquote|centre|ନଖି ନାନି ପୁଅ ଭଗିଆ,</br>ଶଗଡ଼ ଉପରେ ବଇଚି</br>ପାନ ଖିଲେ ଖିଲେ ଖାଉଚି,</br>ନାଲି ଗାମୁଛା କାନ୍ଧରେ ପକାଇ</br>ଗୀତ ପଦେ ପଦେ ଗାଉଚି ॥}} |
{{Rquote|centre|ନଖି ନାନି ପୁଅ ଭଗିଆ,</br>ଶଗଡ଼ ଉପରେ ବଇଚି</br>ପାନ ଖିଲେ ଖିଲେ ଖାଉଚି,</br>ନାଲି ଗାମୁଛା କାନ୍ଧରେ ପକାଇ</br>ଗୀତ ପଦେ ପଦେ ଗାଉଚି ॥}} |
୧୬:୦୧, ୯ ଅପ୍ରେଲ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । [୧]ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବ ରେ ବ୍ୟବହାର କରାଯାଏ । ଆସାମ ରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । [୨]ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି । ପୂଜା କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶା ର ଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । [୩] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ଵ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।[୪] ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।[୫]
ଓଡି଼ଆ ଢଗ ଢମାଳିରେ ଗାମୁଛା
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
ନଖି ନାନି ପୁଅ ଭଗିଆ,
ଶଗଡ଼ ଉପରେ ବଇଚି
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ॥
କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ ନିକୁଛା ॥
ଆଧାର
- ↑ http://www.orissa.gov.in/people/dress.htm
- ↑ http://assamgovt.nic.in/culture.asp
- ↑ http://www.ordistricts.nic.in/district_profile/history.php
- ↑ http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms
- ↑ Satya Narayan Dash (1995). Handloom Industry in India. Mittal Publications. pp. 195–. ISBN 978-81-7099-599-9. Retrieved 5 June 2012.