"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଓଡି଼ଆ ଢଗ ଢମାଳିରେ ଗାମୁଛା
ସଜାଣି
୬ କ ଧାଡ଼ି: ୬ କ ଧାଡ଼ି:
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, [[ଓଡି଼ଆ]] କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, [[ଓଡି଼ଆ]] କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :


{{Rquote|centre|ନଖି ନାନି ପୁଅ ଭଗିଆ,</br>ଶଗଡ଼ ଉପରେ ବଇଚି</br>ପାନ ଖିଲେ ଖିଲେ ଖାଉଚି,</br>ନାଲି ଗାମୁଛା କାନ୍ଧରେ ପକାଇ</br>ଗୀତ ପଦେ ପଦେ ଗାଉଚି ॥}}
*ନଖି ନାନି ପୁଅ ଭଗିଆ,

ଶଗଡ଼ ଉପରେ ବଇଚି
{{Rquote|centre|କଳାଚିତି ଯେବେ ମାରେ ଗାମୁଛା</br>ବ୍ରାହ୍ମଣ ହୋଇ ରଖେ ଗାଲମୁଚା</br>ଶୁଖିଲା ଭାତକୁ ଖାଆଣ ତୁଛା</br>ଖେତକୁ ନଯାଇ ବାରତା ପୁଛା</br>କୁଳନାରୀ ଯେବେ, ନ ମାରେ କଛା</br>ଯୋଗୀ ହୋଇ ଯାର ରମଣ ଇଛା</br>କହେ ଦନାଇ ଏ ବଡ ନିକୁଛା ॥}}
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ।।


*କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ ନିକୁଛା ।


== ଆଧାର ==
== ଆଧାର ==

୧୫:୫୭, ୯ ଅପ୍ରେଲ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଗାମୁଛା

ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । [୧]ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବ ରେ ବ୍ୟବହାର କରାଯାଏ । ଆସାମ ରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । [୨]ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି । ପୂଜା କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶାଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । [୩] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।[୪]

ଓଡି଼ଆ ଢଗ ଢମାଳିରେ ଗାମୁଛା

ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :

ନଖି ନାନି ପୁଅ ଭଗିଆ,
ଶଗଡ଼ ଉପରେ ବଇଚି
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ॥

କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ ନିକୁଛା ॥


ଆଧାର

  1. http://www.orissa.gov.in/people/dress.htm
  2. http://assamgovt.nic.in/culture.asp
  3. http://www.ordistricts.nic.in/district_profile/history.php
  4. Satya Narayan Dash (1995). Handloom Industry in India. Mittal Publications. pp. 195–. ISBN 978-81-7099-599-9. Retrieved 5 June 2012.

ବାହାର ଆଧାର