"ସ୍ୱପ୍ନ ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Bot: Migrating 1 interwiki links, now provided by Wikidata on d:q7653804 (translate me)
୭୦ କ ଧାଡ଼ି: ୭୦ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଆ ସିନେମା]]
[[ଶ୍ରେଣୀ:ଓଡ଼ିଆ ସିନେମା]]
[[ଶ୍ରେଣୀ:୧୯୮୩ର ଓଡ଼ିଆ ସିନେମା]]
[[ଶ୍ରେଣୀ:୧୯୮୩ର ଓଡ଼ିଆ ସିନେମା]]

[[en:Swapna Sagara]]

୦୦:୩୫, ୩ ଅପ୍ରେଲ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସ୍ଵପ୍ନ ସାଗର
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଅନିତା ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଭାନୁ କୁମାର
ମୁକ୍ତିଲାଭ ତାରିଖ
୧୯୮୩

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସ୍ଵପ୍ନ ସାଗର (English: Swapna Sagara) ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।

ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ଓ ଚିତ୍ରନାଟ୍ୟ ପ୍ରଶାନ୍ତ ନନ୍ଦ ଓ ସଂଗୀତ ଅକ୍ଷୟ ମହାନ୍ତିଓଡ଼ିଆ ସିନେ ଇତିହାସରେ ଏହା ପ୍ରଥମ ଓଡ଼ିଆ ୭୦ ଏମ.ଏମ. ଚଳଚ୍ଚିତ୍ର [୧]|

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ‘ସ୍ଵପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ

  • ଚିଠି ମୋର ଟିକି ଚଢେଇ
  • ସେଇ ଦୀପ ଅଛି, ସେଇ ଫୁଲ ଅଛି
  • ଏଇ ପାଣିରେ ପାଣିରେ
  • ବାଟୋଇ ଭାଇ
  • ଶୀକାରି ଶିକାରି

ଆଧାର

  1. "Orissa Cinema :: History of Orissa Cinema, Chronology of Orissa Films". orissacinema.com. Retrieved 2009-02-27.

ବାହାର ଆଧାର

ଆହୁରି ଦେଖନ୍ତୁ