"ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୮ କ ଧାଡ଼ି: ୨୮ କ ଧାଡ଼ି:
* [http://www.censusindia.gov.in/2011-prov-results/data_files/orissa/Provisional%20Population%20Total%20Orissa-Book.pdf Provisional Population Totals Paper 1 of 2011 - Orissa Series 22]
* [http://www.censusindia.gov.in/2011-prov-results/data_files/orissa/Provisional%20Population%20Total%20Orissa-Book.pdf Provisional Population Totals Paper 1 of 2011 - Orissa Series 22]
* [http://pincode.net.in/754207 PINcode.net.in] ଭାରତର ସ୍ଥାନମାନଙ୍କର ପିନ କୋଡ଼
* [http://pincode.net.in/754207 PINcode.net.in] ଭାରତର ସ୍ଥାନମାନଙ୍କର ପିନ କୋଡ଼
* [http://bhulekh.ori.nic.in/ ଓଡି଼ଶାର ରାଜସ୍ବ ଗ୍ରାମ ତାଲିକା]



[[ଶ୍ରେଣୀ:ଉଇକିପ୍ରକଳ୍ପ]]
[[ଶ୍ରେଣୀ:ଉଇକିପ୍ରକଳ୍ପ]]

୦୮:୩୫, ୨୭ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

<< ଉଇକିପ୍ରକଳ୍ପ ଓଡ଼ିଶା

ଏହି ଉଇକିପ୍ରକଳ୍ପଟି ଓଡ଼ିଶାର ନାନାଦି ସ୍ଥାନ; ଗାଁ, ସହର, ଗ୍ରାମପଞ୍ଚାୟତପଞ୍ଚାୟତ ସମିତି ଆଦି ଓଡ଼ିଆ ଉଇକିପିଡ଼ିଆରେ ତିଆରି କରିବା ପାଇଁ ତିଆରି କରିବାର ଲକ୍ଷ ନେଇ ଆରମ୍ଭ କରାଯାଇଛି । ଏଥିରେ ଓଡ଼ିଶାର ସ୍ଥାନମାନଙ୍କ ବାବଦରେ ପ୍ରସଙ୍ଗମାନ ତିଆରି କରିବା ନିମନ୍ତେ ଅନେକ ଉପଯୋଗୀ ସୂଚନା ରଖାଯିବ ଯାହା ବ୍ୟବହାରକାରୀମାନଙ୍କୁ ସେହି ପ୍ରସଙ୍ଗମାନ ଗଢ଼ିବାରେ ସହଯୋଗ କରିବ । ଏହି ପ୍ରସଙ୍ଗମାନଙ୍କରେ ଯେକୌଣସି ଗାଁ, ସହର, ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ଆଦିର ମୌଳିକ ବିବରଣୀ, ମୁଖ୍ୟ ସହର ସହ ଗମନାଗମନ, ଜନସଂଖ୍ୟା, ଆଦିର ବିବରଣୀ ରହିବ ।

ପ୍ରସଙ୍ଗ କିପରି ତିଆରି କରିବେ

ତଳେ ଥିବା ଘରେ ଆପଣ ତିଆରି କରିବାକୁ ଚାହୁଁଥିବା ପ୍ରସଙ୍ଗର ନାମ ଟାଇପ କରନ୍ତୁ । ଏହା ନୂଆ ପୃଷ୍ଠାଟିଏ ଖୋଲିବ । ସେଥିରେ ଆବଶ୍ୟକୀୟ ସ୍ଥାନରେ ଦରକାରୀ ତ‌ଥ୍ୟ ଦେଲାପରେ ସାଇତିବେରେ କ୍ଲିକ କରି ପ୍ରସଙ୍ଗଟି ସାଇତିପାରିବେ ।


ଉତ୍ସାହୀ କର୍ମୀ (ଜିଲ୍ଲା)

ଜିଲ୍ଲା କର୍ମୀ ବିଭାଗ
ଅନୁଗୁଳ ମୃତ୍ୟୁଞ୍ଜୟ କର ଗାଁ
କଟକ ମୃତ୍ୟୁଞ୍ଜୟ କର, ଶିଶିର କୁମାର ନାୟକ ଗାଁ

ବାହାର ଲିଙ୍କ

ଏହି ତଳଲିଖିତ ଲିଙ୍କସବୁ ଆପଣଙ୍କୁ ଆପଣ ତିଆରିବାକୁ ଯାଉଥିବା ବିବିଧ ପ୍ରସଙ୍ଗ ବାବଦରେ ଦରକାରୀ ତଥ୍ୟ ଯୋଗାଇବାରେ ସାହାଯ୍ୟ କରିବେ ।