"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q4918639 (translate me)
ଟିକେ ତଥ୍ୟ ପେଡ଼ି-ବୟସ
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Biswanath Das}}
{{ଛୋଟ|Biswanath Das}}
{{Infobox Officeholder
{{Infobox Indian politician
|name = ବିଶ୍ଵନାଥ ଦାସ
|name = ବିଶ୍ଵନାଥ ଦାସ
|image = BiswanathDas.jpg
|image =
|office1 = [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ଓଡ଼ିଶାର ପ୍ରଧାନମନ୍ତ୍ରୀ]]
|office = [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ, ଓଡ଼ିଶା]]
|term_start = ୩ ଅପ୍ରେଲ ୧୯୭୧
|term_start1 = ୧୯ ଜୁଲାଇ ୧୯୩୭
|term_end = ୧୪ ଜୁନ ୧୯୭୨
|term_end1 = ୪ ନଭେମ୍ବର ୧୯୩୯
|predecessor = [[ରାଷ୍ଟ୍ରପତି ଶାସନ]]
|predecessor1 = [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ]]
|successor = [[ନନ୍ଦିନୀ ଶତପଥୀ]]
|successor1 = ରାଜ୍ୟପାଳ ଶାସନ
|office2 = [[ଉତ୍ତର ପ୍ରଦେଶ]]ର ରାଜ୍ୟପାଳ
|office1 = ରାଜ୍ୟପାଳ, [[ଉତ୍ତର ପ୍ରଦେଶ]]
|term_start2 = ୧୬ ଅପ୍ରେଲ ୧୯୬୨
|term_start1 = ୧୬ ଅପ୍ରେଲ ୧୯୬୨
|term_end2 = ୩୦ ଅପ୍ରେଲ ୧୯୬୭
|term_end1 = ୩୦ ଅପ୍ରେଲ ୧୯୬୭
|predecessor2 = ବୁରଗୁଲା ରାମକୃଷ୍ଣ ରାଓ
|predecessor1 = ବୁରଗୁଲା ରାମକୃଷ୍ଣ ରାଓ
|successor2 = ବେଜଉଆଡା ଗୋପାଳ ରେଡ୍ଡୀ
|successor1 = ବେଜଉଆଡା ଗୋପାଳ ରେଡ୍ଡୀ
|office2 = ପ୍ରଧାନମନ୍ତ୍ରୀ, ଓଡ଼ିଶା
|office3 = [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ମୁଖ୍ୟମନ୍ତ୍ରୀ, ଓଡ଼ିଶା]]
|term_start2 = ୧୯ ଜୁଲାଇ ୧୯୩୭
|term_start3 = ୩ ଅପ୍ରେଲ ୧୯୭୧
|term_end2 = ୪ ନଭେମ୍ବର ୧୯୩୯
|term_end3 = ୧୪ ଜୁନ ୧୯୭୨
|predecessor2 = [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ]]
|predecessor3 = [[ରାଷ୍ଟ୍ରପତି ଶାସନ]]
|successor2 = [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ]]
|successor3 = [[ନନ୍ଦିନୀ ଶତପଥୀ]]
|birth_date = ମାର୍ଚ ୮, ୧୮୮୯
|birth_date = {{Birth date|df=y|1889|03|08}}
|birth_place = ବେଲଗାଁ [[ଗଞ୍ଜାମ ଜିଲ୍ଲା]]
|birth_place = ବେଲଗାଁ [[ଗଞ୍ଜାମ ଜିଲ୍ଲା]]
|death_date = ଜୁନ , ୧୯୮୪
|death_date = {{Death date and age|df=y|1984|06|02|1889|03|08}}
|death_place = [[କଟକ]]
|death_place = [[କଟକ]]
|residence = କାଜି ବଜାର ,କଟକ
|residence = କାଜି ବଜାର ,କଟକ
|party = ସଂଯୁକ୍ତ ସାମ୍ମୁଖ୍ୟ
|party = [[ ଭାରତୀୟ ଜାତୀୟ କଂଗ୍ରେସ]]
|otherparty = ସଂଯୁକ୍ତ ସାମ୍ମୁଖ୍ୟ
|spouse =
|spouse =
|alma_mater = [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]<br />[[କଲିକତା ବିଶ୍ୱବିଦ୍ୟାଳୟ]]
|alma_mater = [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]<br />[[କଲିକତା ବିଶ୍ୱବିଦ୍ୟାଳୟ]]
୨୯ କ ଧାଡ଼ି: ୩୦ କ ଧାଡ଼ି:
}}
}}


'''ବିଶ୍ଵନାଥ ଦାସ''' ( ୮ ମଈ ୧୮୮୯ - ୨ ଜୁନ ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡ଼ିଶା]] ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ [[ଉତ୍ତର ପ୍ରଦେଶ|ଉତ୍ତର ପ୍ରଦେଶର]] [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର [[ମୁଖ୍ୟମନ୍ତ୍ରୀ]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref>
'''ବିଶ୍ଵନାଥ ଦାସ''' (୧୮୮୯ - ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡ଼ିଶା]] ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ [[ଉତ୍ତର ପ୍ରଦେଶ|ଉତ୍ତର ପ୍ରଦେଶର]] [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର [[ମୁଖ୍ୟମନ୍ତ୍ରୀ]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref>


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
୪୫ କ ଧାଡ଼ି: ୪୬ କ ଧାଡ଼ି:


{{ଓଡ଼ିଶାର ମୁଖ୍ୟମନ୍ତ୍ରୀ}}
{{ଓଡ଼ିଶାର ମୁଖ୍ୟମନ୍ତ୍ରୀ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->


[[ଶ୍ରେଣୀ:୧୮୮୯ ଜନ୍ମ]]
[[ଶ୍ରେଣୀ:୧୯୮୪ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ]]
[[ଶ୍ରେଣୀ:ଓଡ଼ିଶାର ମୁଖ୍ୟମନ୍ତ୍ରୀ]]
[[ଶ୍ରେଣୀ:ରାଜନୀତି]]
[[ଶ୍ରେଣୀ:ରାଜନୀତି]]
[[ଶ୍ରେଣୀ:ଭାରତୀୟ ନେତା]]
[[ଶ୍ରେଣୀ:ଭାରତୀୟ ନେତା]]
[[ଶ୍ରେଣୀ:୧୮୮୯ ଜନ୍ମ]]
[[ଶ୍ରେଣୀ:୧୯୮୪ ମୃତ୍ୟୁ]]

୦୮:୨୭, ୨୭ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ବିଶ୍ଵନାଥ ଦାସ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀନନ୍ଦିନୀ ଶତପଥୀ
ରାଜ୍ୟପାଳ, ଉତ୍ତର ପ୍ରଦେଶ
କାର୍ଯ୍ୟକାଳ
୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭
ପୂର୍ବ ଅଧିକାରୀବୁରଗୁଲା ରାମକୃଷ୍ଣ ରାଓ
ପର ଅଧିକାରୀବେଜଉଆଡା ଗୋପାଳ ରେଡ୍ଡୀ
ପ୍ରଧାନମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1889-03-08)୮ ମାର୍ଚ୍ଚ ୧୮୮୯
ବେଲଗାଁ ଗଞ୍ଜାମ ଜିଲ୍ଲା
ମୃତ୍ୟୁ୨ ଜୁନ ୧୯୮୪(1984-06-02) (ବୟସ ୯୫)
କଟକ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସଂଯୁକ୍ତ ସାମ୍ମୁଖ୍ୟ
ଘରକାଜି ବଜାର ,କଟକ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ

ବିଶ୍ଵନାଥ ଦାସ (୧୮୮୯ - ୧୯୮୪) ଏକା ଧାରାରେ ଜଣେ ଭାରତୀୟ ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ ଓଡ଼ିଶା ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ ।[୧]

ପ୍ରାରମ୍ଭିକ ଜୀବନ

ବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ମାଡ୍ରାସ ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ଥିବା ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।

ରାଜନୀତି

ବିଶ୍ଵନାଥ ଦାସ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଶେଷ ଜୀବନ

ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲୀଳା ସମ୍ବରଣ କରିଥିଲେ ।

ଆଧାର