"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ http://reftag.appspot.com ବ୍ୟବହାର କରି http://books.google.com ରୁ ନିଆଯାଇଥିବା ଆଧାର ସଜଡ଼ାଗଲା
୧ କ ଧାଡ଼ି: ୧ କ ଧାଡ଼ି:
{{prettyurl|SikandarAlam}}
{{ଛୋଟ|SikandarAlam}}
{{Infobox person
{{Infobox person
|image =
|image =
୬ କ ଧାଡ଼ି: ୬ କ ଧାଡ଼ି:
|birth_name = ମହମ୍ମଦ ସିକନ୍ଦର ଆଲାମ
|birth_name = ମହମ୍ମଦ ସିକନ୍ଦର ଆଲାମ
|birth_date = {{Birth date|df=yes|1939|07|27}}
|birth_date = {{Birth date|df=yes|1939|07|27}}
|birth_place =ବୈଆଳିଶି ମୌଜା, [[କଟକ]], [[ଓଡ଼ିଶା]]
|birth_place =ବୟାଳିଶି ମୌଜା, [[କଟକ]], [[ଓଡ଼ିଶା]]
|death_date = {{Death date and age|df=yes|2010|08|08|1939|07|27}}
|death_date = {{Death date and age|df=yes|2010|08|08|1939|07|27}}
|death_place = [[ଭୁବନେଶ୍ୱର]]
|death_place = [[ଭୁବନେଶ୍ୱର]]
୧୩ କ ଧାଡ଼ି: ୧୩ କ ଧାଡ଼ି:
|resting_place_coordinates =
|resting_place_coordinates =
|nationality = {{flag|ଭାରତୀୟ}}
|nationality = {{flag|ଭାରତୀୟ}}
|other_names = ଆଧୁନିକ [[ଓଡିଶା]]ର [[ସାଲବେଗ]]
|other_names = ଆଧୁନିକ [[ଓଡ଼ିଶା]]ର [[ସାଲବେଗ]]
|known_for = ଓଡ଼ିଆ ଗାୟକ ଓ ସଙ୍ଗୀତକାର
|known_for = ଓଡ଼ିଆ ଗାୟକ ଓ ସଙ୍ଗୀତକାର
|education = ସଂଗୀତ ବିଶାରଦ
|education = ସଂଗୀତ ବିଶାରଦ
|alma_mater = କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
|alma_mater = ଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
|religion = [[ଇସଲାମ ଧର୍ମ]]
|religion = [[ଇସଲାମ ଧର୍ମ]]
|spouse = [[ନାଇମା ଆଲାମ]]
|spouse = [[ନାଇମା ଆଲାମ]]
୨୮ କ ଧାଡ଼ି: ୨୮ କ ଧାଡ଼ି:
}}
}}


'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥାଚିତ୍ର ଜଗତର]] ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ ।<ref name="Orissa reference: glimpses of Orissa">{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|accessdate=26 March 2013|year=2001|publisher=TechnoCAD Systems}}</ref><ref name="Indian Films">{{cite book|title=Indian Films|url=http://books.google.com/books?id=AckHAQAAIAAJ|accessdate=26 March 2013|year=1978}}</ref>
ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ [[ଓଡ଼ିଶା|ଓଡ଼ିଶାର]] ଘରେ ଘରେ ପରିଚିତ ।<ref name="Indian Literature">{{cite book|title=Indian Literature|url=http://books.google.com/books?id=FVfhAAAAMAAJ|accessdate=26 March 2013|year=2002|publisher=Sahitya Akademi.}}</ref> ତାଙ୍କୁ ଆଧୁନିକ [[ଓଡ଼ିଶା]]ର [[ସାଲବେଗ]] ମଧ୍ୟ କହାଯାଏ ।


== ବାଲ୍ୟ ଜୀବନ ଓ ଶିକ୍ଷା ==
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । <ref>http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA</ref> <ref>http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg</ref>ତାଙ୍କର [[ଜଗନ୍ନାଥ]] ଭଜନ ଓ ଜଣାଣ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ ।<ref>http://books.google.co.in/books?id=FVfhAAAAMAAJ&q=sikandar+alam&dq=sikandar+alam&source=bl&ots=LOqc4d6owA&sig=XAkIgLTfmfOF0MnJ2Cb3wLtAFqE&hl=en&sa=X&ei=PuEYUISyNsymrAfInoCADw&ved=0CEMQ6AEwBDgK</ref> ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ମଧ୍ଯ କୁହାଯାଏ ।
'''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର [[ଖ୍ରୀଷ୍ଟ କଲେଜିଏଟ ସ୍କୁଲ]]ରୁ ମାଟ୍ରିକ ଓ [[ଷ୍ଟିୱାର୍ଟ କଲେଜ]]ରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇ<ref>http://orissacinema.com/interviews/sikandar_alam.html</ref> ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ଵର ସହ ସଂଗୀତ ବିଶାରଦ ହାସଲ କରିଥିଲେ । <ref>http://www.orissadiary.com/CurrentNews.asp?id=20439</ref>

== ବାଲ୍ଯ ଜୀବନ ଓ ଶିକ୍ଷା ==
'''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ [[କଟକ]]କୁ ଚାଲିଆସିଥିଲେ । [[କଟକ]] ର [[କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ]]ରୁ ମାଟ୍ରିକ ଓ [[ଷ୍ଟିଵାଟ କଲେଜ]]ରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ ଭାଇଙ୍କ ଠାରୁ ପ୍ରେରଣା ପାଇ<ref>http://orissacinema.com/interviews/sikandar_alam.html</ref> ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । <ref>http://www.orissadiary.com/CurrentNews.asp?id=20439</ref>


== ପରିବାର ==
== ପରିବାର ==
'''ସିକନ୍ଦର ଆଲାମ''' ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ [[ନାଇମା ଆଲାମ]] ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>
'''ସିକନ୍ଦର ଆଲାମ''' ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ [[ନାଇମା ଆଲାମ]] ମଧ୍ୟ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>


== କର୍ମଜୀବନ ==
== କର୍ମଜୀବନ ==
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ]] [[କଟକ]]ରେ ଗୀତ ଗାୟିବା ଆରମ୍ଭ କରିଥିଲେ ।<ref>http://www.hindu.com/2010/08/10/stories/2010081054490200.htm</ref> ଭଜନ , ଜଣାଣ, ଗଜଲ, ଆଧୁନିକ ପ୍ରର୍ଭୁତି,ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ]]ରେ ସଂଗୀତ ସୁଧାକର[[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।<ref>http://cinemasagar.com/blog/75-milestomes-in-odia-film/</ref> ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ [[ଓଡିଆ]] ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ଯରୁ [[ଅମଡ଼ା ବାଟ]], [[ଅଦିନ ମେଘ]],[[ମାଣିକ ଯୋଡ଼ି]],[[ମମତା (୧୯୭୫ର ସିନେମା)|ମମତା]] , [[ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)|ସୂର୍ଯ୍ୟମୁଖୀ]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)|ପୂଜା]] ପ୍ରଭୃତି ଅନ୍ୟତମ ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ଯ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ଯା [[ନାଜିଆ ଆଲାମ]]ଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ଯ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ କଟକ|ଆକାଶବାଣୀ କଟକରେ]] ଗୀତ ଗାଇବା ଆରମ୍ଭ କରିଥିଲେ ।<ref>http://www.hindu.com/2010/08/10/stories/2010081054490200.htm</ref> ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)|ଲକ୍ଷ୍ମୀରେ]] ସଂଗୀତ ସୁଧାକର[[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।<ref>http://cinemasagar.com/blog/75-milestomes-in-odia-film/</ref> ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ [[ଓଡିଆ]] ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ [[ଅମଡ଼ା ବାଟ]], [[ଅଦିନ ମେଘ]],[[ମାଣିକ ଯୋଡ଼ି]], [[ମମତା (୧୯୭୫ର ସିନେମା)|ମମତା]], [[ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)|ସୂର୍ଯ୍ୟମୁଖୀ]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)|ପୂଜା]] ପ୍ରଭୃତି ଅନ୍ୟତମ ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା [[ନାଜିଆ ଆଲାମ]]ଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।


'''ସିକନ୍ଦର ଆଲାମ''', ରାଜ୍ଯ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ [[ଓଡିଶା]] ରାଜ୍ଯ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଦେସନର ସଭାପତି ପଦବି ମଧ୍ୟ ଅଳଙ୍କ୍ରୁତ କରିଥିଲେ । <ref>http://www.hindu.com/2010/08/10/stories/2010081054490200.htm</ref>
'''ସିକନ୍ଦର ଆଲାମ''', ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । <ref>http://www.hindu.com/2010/08/10/stories/2010081054490200.htm</ref>


୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref>
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref>
୪୮ କ ଧାଡ଼ି: ୪୮ କ ଧାଡ଼ି:


* ୧୯୬୯ - ଚିତ୍ରପୁରୀ ସମ୍ମାନ
* ୧୯୬୯ - ଚିତ୍ରପୁରୀ ସମ୍ମାନ
* ୧୯୮୦ - ସୁର ସାଗର(ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
* ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
* ୧୯୮୧- ଧରିତ୍ରୀ ସମ୍ମାନ
* ୧୯୮୧- ଧରିତ୍ରୀ ସମ୍ମାନ
* ୧୯୮୩- [[ଓଡିଶା]] ସୋସାଇଟି ଅଫ [[ଯୁକ୍ତରାଷ୍ଟ୍ର ଆମେରିକା|ଆମେରିକା]]
* ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା
* ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
* ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
* ୧୯୯୦ - [[ଓଡିଶା]] ରାଜ୍ଯ ଚଳଚିତ୍ର ସମ୍ମାନ
* ୧୯୯୦ - [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଓଡ଼ିଶା ରାଜ୍ୟ ଚଳଚିତ୍ର ସମ୍ମାନ]]
* ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
* ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
* ୧୯୯୫ - [[ସାଲବେଗ]] ସମ୍ମାନ([[ସାଲବେଗ]] ସାଂସ୍କୃତିକ ପରିଷଦ, ପୁରୀ)
* ୧୯୯୫ - [[ସାଲବେଗ]] ସମ୍ମାନ([[ସାଲବେଗ]] ସାଂସ୍କୃତିକ ପରିଷଦ, ପୁରୀ)
* ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
* ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
* ୨୦୦୦- [[ଓଡିଶା]] ସଂଗୀତ ନାଟକ ଏକାଡେମୀ ସମ୍ମାନ
* ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
* ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ଯୁଜିକ ସମ୍ମାନ
* ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ
* ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଦେସନ)
* ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ)
* ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
* ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
* ୨୦୦୧- [[ଆକାଶବାଣୀ]] ଅବସର ବିନୋଦନ କେନ୍ଦ୍ର ସମ୍ମାନ
* ୨୦୦୧- [[ଆକାଶବାଣୀ]] ଅବସର ବିନୋଦନ କେନ୍ଦ୍ର ସମ୍ମାନ
* ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
* ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
* ୨୦୦୨- ନେହେରୁ ଯୁବ କେନ୍ଦ୍ର
* ୨୦୦୨- ନେହେରୁ ଯୁବ କେନ୍ଦ୍ର
* ୨୦୦୩- ସଂଗୀତଶ୍ରୀ( ପଶ୍ଚିମବଙ୍ଗ ସରକାର)
* ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର)
* ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
* ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
* ୨୦୦୪- ବାଣୀଚିତ୍ର ସମ୍ମାନ
* ୨୦୦୪- ବାଣୀଚିତ୍ର ସମ୍ମାନ
୭୨ କ ଧାଡ଼ି: ୭୨ କ ଧାଡ଼ି:


== ଆଧାର ==
== ଆଧାର ==
{{ଆଧାର}}
{{ଆଧାର|2}}


== ବାହାର ଆଧାର ==
== ବାହାର ଆଧାର ==
୭୯ କ ଧାଡ଼ି: ୭୯ କ ଧାଡ଼ି:
* [http://www.orissacinema.com/interviews/sikandar_alam.html ସିକନ୍ଦର ଆଲାମ ସାକ୍ଷାତକାର ]
* [http://www.orissacinema.com/interviews/sikandar_alam.html ସିକନ୍ଦର ଆଲାମ ସାକ୍ଷାତକାର ]


[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:ସଙ୍ଗୀତ]]
[[ଶ୍ରେଣୀ:ସଙ୍ଗୀତ]]
[[ଶ୍ରେଣୀ:ସଙ୍ଗୀତକାର]]
[[ଶ୍ରେଣୀ:ସଙ୍ଗୀତକାର]]
୮୫ କ ଧାଡ଼ି: ୮୭ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ସଙ୍ଗୀତକାର]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ସଙ୍ଗୀତକାର]]

୧୫:୩୨, ୨୬ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସିକନ୍ଦର ଆଲାମ
ଜନ୍ମ
ମହମ୍ମଦ ସିକନ୍ଦର ଆଲାମ

(1939-07-27)୨୭ ଜୁଲାଇ ୧୯୩୯
ବୟାଳିଶି ମୌଜା, କଟକ, ଓଡ଼ିଶା
ମୃତ୍ୟୁ୮ ଅଗଷ୍ଟ ୨୦୧୦(2010-08-08) (ବୟସ ୭୧)
ଭୁବନେଶ୍ୱର
ଜାତୀୟତା ଭାରତୀୟ
ଅନ୍ୟ ନାମଆଧୁନିକ ଓଡ଼ିଶାର ସାଲବେଗ
ଶିକ୍ଷାସଂଗୀତ ବିଶାରଦ
ଶିକ୍ଷାନୁଷ୍ଠାନଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ବୈବାହିକ-ସାଥୀନାଇମା ଆଲାମ

ସିକନ୍ଦର ଆଲାମ, ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ ।[୧][୨] ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ ଓଡ଼ିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।

ବାଲ୍ୟ ଜୀବନ ଓ ଶିକ୍ଷା

ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ଵର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]

ପରିବାର

ସିକନ୍ଦର ଆଲାମ ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ସୁଗାୟିକା ତଥା ଆକାଶବାଣୀ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।[୬]

କର୍ମଜୀବନ

ସିକନ୍ଦର ଆଲାମ, ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୭] ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୮] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକରବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ।[୯] ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ ଓଡିଆ ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୧୦] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।

ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । [୧୧]

୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।[୧୨]

ସମ୍ମାନ ଓ ପୁରସ୍କାର

ଜୀବନ ବ୍ୟାପି ସଂଗୀତ ସାଧନା ଓ କର୍ମଚଞ୍ଚଳତା ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ଆଣିଦେଇଛି ।

  • ୧୯୬୯ - ଚିତ୍ରପୁରୀ ସମ୍ମାନ
  • ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
  • ୧୯୮୧- ଧରିତ୍ରୀ ସମ୍ମାନ
  • ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା
  • ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
  • ୧୯୯୦ - ଓଡ଼ିଶା ରାଜ୍ୟ ଚଳଚିତ୍ର ସମ୍ମାନ
  • ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
  • ୧୯୯୫ - ସାଲବେଗ ସମ୍ମାନ(ସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
  • ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
  • ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ
  • ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ)
  • ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
  • ୨୦୦୧- ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ
  • ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
  • ୨୦୦୨- ନେହେରୁ ଯୁବ କେନ୍ଦ୍ର
  • ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର)
  • ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
  • ୨୦୦୪- ବାଣୀଚିତ୍ର ସମ୍ମାନ
  • ୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
  • ୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
  • ୨୦୦୩ - ଲାୟନସ କ୍ଳବ ସମ୍ମାନ
  • ୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ[୧୩]

ଆଧାର

  1. Orissa reference: glimpses of Orissa. TechnoCAD Systems. 2001. Retrieved 26 March 2013.
  2. Indian Films. 1978. Retrieved 26 March 2013.
  3. Indian Literature. Sahitya Akademi. 2002. Retrieved 26 March 2013.
  4. http://orissacinema.com/interviews/sikandar_alam.html
  5. http://www.orissadiary.com/CurrentNews.asp?id=20439
  6. http://www.thehindu.com/arts/music/article540158.ece
  7. http://www.hindu.com/2010/08/10/stories/2010081054490200.htm
  8. http://profile.odiamusic.com/sikandaralam/
  9. http://cinemasagar.com/blog/75-milestomes-in-odia-film/
  10. http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
  11. http://www.hindu.com/2010/08/10/stories/2010081054490200.htm
  12. http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
  13. http://profile.odiamusic.com/sikandaralam/awards-title/

ବାହାର ଆଧାର