"ପ୍ରାଣକୃଷ୍ଣ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Bot: Migrating 1 interwiki links, now provided by Wikidata on d:q5881804 (translate me)
୫୩ କ ଧାଡ଼ି: ୫୩ କ ଧାଡ଼ି:
[[ଶ୍ରେଣୀ:ଜଗତସିଂହପୁରର ଲୋକ]]
[[ଶ୍ରେଣୀ:ଜଗତସିଂହପୁରର ଲୋକ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ ଲୋକ]]

[[en:Prana Krushna Parija]]

୧୬:୨୬, ୧୧ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ପ୍ରାଣକୃଷ୍ଣ ପରିଜା
ଜନ୍ମ ଓ ଜନ୍ମସ୍ଥାନବାଲିକୁଦା, ଜଗତସିଂହପୁର, ଓଡ଼ିଶା[୧]
ବୃତ୍ତିବୈଜ୍ଞାନିକ, ବିଜ୍ଞାନ-ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ପ୍ରାଣକୃଷ୍ଣ ପରିଜା ଓଡ଼ିଶାର ଜଗତସିଂହପୁର ଜିଲାର ବାଲିକୁଦାଠାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ବୈଜ୍ଞାନିକ ଓ ଅଧ୍ୟାପକ ।

ସେ କେବଳ ଜଣେ ବୈଜ୍ଞାନିକ ନଥିଲେ, ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ମଧ୍ୟ ଥିଲେ । କଟକ ଠାରେ ଥିବା ରେଭେନ୍ସା କଲେଜରେ ପ୍ରାଧ୍ୟାପକ ଭାବରେ ସେ ବହୁ କାଳ କାମ ତୁଲାଇଥିଲେ ।[୨] ଉତ୍କଳ ବିଶ୍ଵବିଦ୍ୟାଳୟରେ ଅନେକ କାଳ ଅଧ୍ୟାପନ କରିଥିଲେ ଓ ତାଙ୍କ ନାମରେ ସେଠାକାର ପରିଜା ପାଠାଗାର ନାମିତ ।[୩]

ପୁରସ୍କାର

ଦ୍ରଷ୍ଟବ୍ୟ

  1. Balikuda locals remember son of the soil Dr Parija
  2. Vanivihar Homepage
  3. P.G. Rama Rao. "Among celebrities". The Telegraph. Retrieved 06 December 2010. {{cite news}}: Check date values in: |accessdate= (help)

ବାହାର ଲିଙ୍କ