"ସୋମନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
୬୬ କ ଧାଡ଼ି: ୬୬ କ ଧାଡ଼ି:
* [http://www.somnath.org Official Website]
* [http://www.somnath.org Official Website]
* [http://jyotirlinga.trimbakeshwardevasthan.org/Somnath-Jyotirlinga.aspx Somath Jyotirlinga]
* [http://jyotirlinga.trimbakeshwardevasthan.org/Somnath-Jyotirlinga.aspx Somath Jyotirlinga]
* {{Wikivoyage-inline|Gujarat}}
* {{Wikitravel}}
* {{dmoz|Society/Religion_and_Spirituality/Hinduism/Temples/India/Gujarat}}
* {{dmoz|Society/Religion_and_Spirituality/Hinduism/Temples/India/Gujarat}}
{{ହିନ୍ଦୁ ଧର୍ମ}}
{{ହିନ୍ଦୁ ଧର୍ମ}}

୦୬:୦୦, ୧୦ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସୋମନାଥ ମନ୍ଦିର
સોમનાથ મંદિર
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଜୁନାଗଡ଼
Governing bodyShree Somnath Trust of Gujarat
Location
ସ୍ଥାନବେରାଭଲ
Stateଗୁଜରାଟ
Countryଭାରତ
Architecture
Typeମନ୍ଦିର
ସର୍ଦାର ବଲ୍ଲଭଭାଇ ପଟେଲ (ବର୍ତ୍ତମାନ ଗଢ଼ଣ)
Website
somnath.org

ସୋମନାଥ, ଦ୍ଵାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ ନିକଟସ୍ଥ ପ୍ରଭାସ ପାଟଣ ଠାରେ ବିରାଜମାନ।

ପୌରାଣିକ

ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତକ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ପ୍ରଥମେ ସୋମଦେବ ପ୍ରଭୁଙ୍କ ପାଇଁ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସୂର୍ଯ୍ୟଦେବ ମଧ୍ୟ ସୋମନାଥଙ୍କ ନିମନ୍ତେ ରୌପ୍ୟ ମନ୍ଦିର ନିର୍ମାଣ କରିଥିଲେ । ସମୟଚକ୍ରରେ ଏହିସବୁ ମନ୍ଦିର ଧ୍ଵଂସ ହୋଇଯାଇଥିବା ବେଳେ ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର କାଠରେ ତିଆରି କରିଥିବାବେଳେ ଶେଷ ମନ୍ଦିରଟି ରାଜା ଭୀମଦେବଙ୍କ ଦ୍ଵାରା ପଥରରେ ନିର୍ମିତ ହୋଇଥିଲା । ହଜାର ହଜାର ବର୍ଷ ଧରି ଶ୍ରଦ୍ଧାଳୁ ଭକ୍ତମାନେ ସୋମନାଥଙ୍କ ମହିମାକୁ ଉପଲବ୍ଧି କରିଆସୁଛନ୍ତି ।

ଇତିହାସ

ସୋମନାଥର ଅର୍ଥ ହେଉଛି ଚନ୍ଦ୍ରଙ୍କ ସୁରାକ୍ଷାକରୀ। ଶିବପୁରାଣ ଅନୁସାରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ହେବାରୁ ସେମାନଙ୍କୁ ପରୀକ୍ଷା କରିବାକୁ ଶିବଙ୍କର ଏକ ଅଲୋକ ରଶ୍ମି ସ୍ଵର୍ଗ ମର୍ତ୍ୟ ଓ ପାତାଳ ଫୁଟି ବାହାରିଲା । ଏହି ଅଲୋକ ଶିଖାର ପ୍ରାନ୍ତକୁ ଠାବ କରିବା ଲାଗି ବିଷ୍ନୁ ଆସିଲେ ମର୍ତ୍ୟକୁ ଓ ବ୍ରହ୍ମା ଗଲେ ସ୍ଵର୍ଗକୁ । ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତକୁ ଦେଖିଲେ ବୋଲି ମିଛ କହିଲେ, ଶେଷରେ ବିଷ୍ନୁ ପରାଜୟ ସ୍ଵୀକର କଲେ । ଶିବ ଏକଥା ଜାଣି ପାରି ଏକ ଦ୍ଵିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ବ୍ରହ୍ମାଙ୍କୁ ମିଛ କହିବାଲାଗି ଅଭିଶାପଦେଲେ ଯେ ମର୍ତ୍ୟରେ କୌଣସି ଉତ୍ସବ ରେ ସେ ପୂଜା ପାଇବେ ନାହିଁ । ସୃଷ୍ଟି ଥିବା ପର୍ଯ୍ୟନ୍ତ ସମସ୍ତେ ବିଷ୍ନୁଙ୍କୁ ପୂଜା କରିବେ ଏହି ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ ଏହାର ଏକ ଅଂଶ ହେଉଛନ୍ତି ଭଗବାନ ଶିବ । ଜ୍ୟୋତିର୍ଲିଙ୍ଗ ପୀଠରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ବା ଲିଙ୍ଗ ରୂପରେ ପୂଜା କରାଯାଏ । ଏହି ସ୍ତମ୍ଭ ଭଗବାନ ଶିବଙ୍କ ପ୍ରତୀକ । ସଧାରଣତଃ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ଵାସ କରାଯାଏ ସେଥିମଧ୍ୟରୁ ୧୨ଟି ପୀଠ ହେଉଛି ଅତି ପବିତ୍ର ମଧ୍ୟରେ ସୋମନଥ ଅନ୍ୟତମ ।

ମନ୍ଦିର

ଦ୍ଵାପର ଯୁଗରେ ଭଗବନ ଶ୍ରୀକୃଷ୍ନ ଚନ୍ଦନ କାଠରେ ସୋମନାଥ ମନ୍ଦିର ନିର୍ମାଣ କରିଥିବା ବିଶ୍ଵାସ କରଯାଏ । ଗୁଜୁରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନହିଁ । କେବଳ ରହିଛି ପାଣି ମୁସଲମାନଙ୍କ ଦ୍ଵରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ ରେ ପୁନଃନିର୍ମାଣ କରାଯାଇଛି ।[୧]

ପୂଜା ଓ ପର୍ବପର୍ବାଣୀ

ଆହୁରି ଦେଖନ୍ତୁ

ଆଧାର

  1. ସମ୍ବାଦ ତା୧୯-୦୨-୨୦୧୩

ବାହାର ତଥ୍ୟ