"ତାଳସାରି ବେଳାଭୂମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 21°35′11.11″N 87°24′35.12″E / 21.5864194°N 87.4097556°E / 21.5864194; 87.4097556
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫୬ କ ଧାଡ଼ି: ୫୬ କ ଧାଡ଼ି:
<!--{{commonscat}}-->
<!--{{commonscat}}-->
* [http://balasore.nic.in/ Official Website of baleswar district]
* [http://balasore.nic.in/ Official Website of baleswar district]
* {{Wikivoyage-inline|Talasari}}
* {{wikitravel}}
* [http://www.eodissa.com/travel/8-beach/524-talasari-baleshwara Talasari beach, baleswar]
* [http://www.eodissa.com/travel/8-beach/524-talasari-baleshwara Talasari beach, baleswar]
* [http://www.mapsofindia.com/orissa/tourism/talasari.html Talasari map]
* [http://www.mapsofindia.com/orissa/tourism/talasari.html Talasari map]

୦୫:୩୯, ୧୦ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ତାଳସାରି ବେଳାଭୂମି
ତାଳସାରି ବେଳାଭୂମି
ତାଳସାରି ବେଳାଭୂମିର ଅବସ୍ଥାନ
ଦିଗବାରେଣି 21°35′11.11″N 87°24′35.12″E / 21.5864194°N 87.4097556°E / 21.5864194; 87.4097556
ଦେଶ ଭାରତ
ଭାରତର ଜିଲାସବୁ ବାଲେଶ୍ଵର
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


3 metres (9.8 ft)

ତାଳସାରି ବେଳାଭୂମି ଓଡ଼ିଶାର ବାଲେଶ୍ଵର ଜିଲାର ଏକ ବେଳାଭୂମି ଯାହା ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ।

ତାଳସାରି ନାଆଁ "ତାଳ" ଓ "ସାରି/ସାରଣୀ" ଶବ୍ଦରୁ ଆସିଅଛି ବୋଲି ବିଶ୍ବାସ କରାଯାଏ । ଏହି ଜାଗାକୁ ଘେରି ରହିଥିବା ତାଳଗଛକୁ ନେଇ ଏମିତି ନାଆଁ ଦିଆଯାଇଥିବା ଜଣାଯାଏ । [୧] ତାଳ ଶବ୍ଦଟି ସଙ୍ଗୀତର ତାଳକୁ ବି ବୁଝାଇଥାଏ ଯାହା ସମୁଦ୍ରର ଲହଡ଼ିକୁ ସୂଚାଏ ।

ବିଶେଷତା

ଏହି ଜାଗା ଘନ ଧାନ କ୍ଷେତରେ ଭରା, ଅନେକ ନଦୀ, ପାହାଡ଼ ଆଦି ଏହାକୁ ଲାଗି ରହିଛି । ଏଠାରେ ତାଳ, ନଡ଼ିଆ ଓ ଗୁଆ ଗଛ ମଧ୍ୟ ରହିଛି । ଉଦୟପୁର ଏହି ଭାଗର ଶେଷ ବେଳାଭୂମି । ଏଠାକାର ସୁବର୍ଣ୍ଣ ଦ୍ଵୀପରେ ଝାଉଁ ବଣରୁ ମନୋହରୀ ସାଇଁ ସାଇଁ ଶବ୍ଦ ଶୁଣିବାକୁ ମିଳିଥାଏ ।[୨]

ଗ୍ୟାଲେରି

Alt text
ସୂର୍ଯ୍ୟାସ୍ତ
Alt text
ସନ୍ଧ୍ୟାରେ ବେଳାଭୂମିରେ ଜାଲ ବିଛାଯାଇଛି
Alt text
ପାଣି ଫୋଟକା
Alt text
ସମୁଦ୍ର କୂଳରେ ଲୁଣା ଜଙ୍ଗଲ
Alt text
ଲୁଣା ଜଙ୍ଗଲ
Alt text
ସାନ୍ତ ବେଳାଭୂମି
Alt text
ବେଳାଭୂମିରେ ନାଲି କଙ୍କଡ଼ା
ତାଳସାରି ବେଳାଭୂମି
ତାଳସାରି ବେଳାଭୂମି

ଆଧାର

ବାହାର ଲିଙ୍କ