"ଶିମିଳିପାଳ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 21°45′N 86°20′E / 21.750°N 86.333°E / 21.750; 86.333
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬୩ କ ଧାଡ଼ି: ୬୩ କ ଧାଡ଼ି:


== ଅଧିକ ତଥ୍ୟ ==
== ଅଧିକ ତଥ୍ୟ ==
* {{Wikivoyage-inline|Simlipal National Park}}
* {{wikitravel}}


{{ମୟୂରଭଞ୍ଜ ଜିଲ୍ଲା}}
{{ମୟୂରଭଞ୍ଜ ଜିଲ୍ଲା}}

୦୫:୩୯, ୧୦ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଶିମିଳିପାଳ ଅଭୟାରଣ୍ୟ
IUCN Category II (National Park)
Location of Simlipal National Park
Location of Simlipal National Park
ଓଡ଼ିଶାରେ ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାନ
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରବାରିପଦା
ଦିଗବାରେଣି21°45′N 86°20′E / 21.750°N 86.333°E / 21.750; 86.333
କ୍ଷେତ୍ରଫଳ845.70 square kilometres (326.53 sq mi).
ସ୍ଥାପିତ୧୯୮୦
ପରିଚାଳନାକେନ୍ଦ୍ର ପରିବେଶ ଓ ଜଙ୍ଗଲ ବିବାଗ, ଭାରତ ସରକାର

ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ । ଏଠାରେ ମହାବଳ ବାଘ, ହରିଣ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁ ବାସ କରନ୍ତି । ଶିମିଳିପାଳ ନାଆଁ ଶିମୁଳି (red silk)ର ଘନ ଜଙ୍ଗଲର ଅବସ୍ଥିତିରୁ ଆସିଛି ।

ଏହି ଅଭୟାରଣ୍ୟର ଆୟତନ 845.70 square kilometres (326.53 sq mi) । ଏହା ମଧ୍ୟରେ ଜୋରନ୍ଦାବରେହିପାଣି ଜଳପ୍ରପାତ ରହିଛି । ଶିମିଳିପାଳରେ ୯୯ଟି ମହାବଳ ବାଘ, ୪୩୨ଟି ବଣୁଆ ହାତୀ ଅଛନ୍ତି ।[୧] ଏହାଛଡା ଶିମିଳିପାଳରେ ଗୟଳ (Indian Bison), ଚଉଶିଙ୍ଗା ହରିଣ ଆଉ ମଧ୍ୟ ଏକ ଅର୍କିଡାରିଅମ ଅଛି ମଧ୍ୟ ଅଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ । ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ଵତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସି ଠାରେ ମିଳେ ନାହିଁ, ଯଥା: ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ । ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳ କୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ଵ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

ଟୀକା

  1. Jena 2005, p. 110

ଦ୍ରଷ୍ଟବ୍ୟ

  • Bhatt, S. C.; Bhargava, Gopal K. (2006). Land and people of Indian states and union territories: in 36 volumes, Volume 7. Gyan Publishing House. ISBN 8178353636. {{cite book}}: Invalid |ref=harv (help)
  • Jena, Mona Lisa (2005). Similipal's Scenic Splendor, Women's Era. 32 (752): 110–112. {{cite journal}}: External link in |journal= (help); Invalid |ref=harv (help); Missing or empty |title= (help)

ଅଧିକ ତଥ୍ୟ