"ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.3) (Robot: Modifying la:Consociatio Mundialis Sanitatis to la:Ordo mundi sanitarius
୭୦ କ ଧାଡ଼ି: ୭୦ କ ଧାଡ଼ି:
[[ja:世界保健機関]]
[[ja:世界保健機関]]
[[jv:WHO]]
[[jv:WHO]]
[[ka:ჯანდაცვის მსოფლიო ორგანიზაცია]]
[[ki:WHO]]
[[ki:WHO]]
[[kk:Дүниежүзілік денсаулық сақтау ұйымы]]
[[kk:Дүниежүзілік денсаулық сақтау ұйымы]]

୦୩:୦୫, ୫ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ



World Health Organization
منظمة الصحة العالمية
世界卫生组织
Organisation mondiale de la Santé
Всемирная организация здравоохранения
Organización Mundial de la Salud
Flag of the World Health Organization
ସଙ୍ଗଠନSpecialized agency of the United Nations
AcronymsWHO
OMS
ମୂଖ୍ୟDr. Margaret Chan
ସ୍ଥିତିActive
ପ୍ରତିଷ୍ଠା7 April 1948
ମୂଖ୍ୟ କାର୍ଯ୍ୟାଳୟGeneva, Switzerland
ୱେବସାଇଟwww.who.int
Parent orgECOSOC

୧୯୪୮ ମସିହା ଏପ୍ରିଲ ୭ ତାରିଖରେ ଜାତିସଂଘ ପକ୍ଷରୁ ପ୍ରତିଷ୍ଠା ହେଇଥିଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO)। [୧]ବିଶ୍ଵରେ ସ୍ଵାଥ୍ୟ ସେବା ସମ୍ପର୍କିତ ବିବରଣୀ ସଂଗ୍ରହ କରିବା ଏବଂ ଏହାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଥିଲା ଏହି ସଂଗଠନର ଉଦ୍ଦେଶ୍ୟ ।ଏହାର ମୂଖ୍ୟାଳୟ ସୁଇଜରଲାଣ୍ଡର ଜେନେଭା ଠାରେ ପ୍ରତିଷ୍ଠା ହେଇଥିଲା ।ଅବଶ୍ୟ ଏହା ପୂର୍ବରୁ ସଂଗଠନ ପ୍ରତିଷ୍ଠା ଲାଗି ୧୯୪୬ ଜୁଲାଇ ୨୨ ରେ ଜାତିସଂଘର ୬୧ଟି ସଦସ୍ୟ ରାଷ୍ଟ୍ର ଏକ ରାଜିନାମା ସ୍ଵାକ୍ଷର କରିଥିଲେ ।ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରଥମ ବୈଠକ ୧୯୪୮ ଜୁଲାଇ ୨୪ରେ ଶେଷ ହେଇଥିଲା ।ପ୍ରତିଷ୍ଠା ହେବା ଦିନରୁ ସଂଗଠନ ବିଶ୍ଵରୁ ବସନ୍ତରୋଗ ସମ୍ପୁର୍ଣ୍ଣ ଭାବେ ଲୋପ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା ଏବଂ ଏଦିଗରେ ସଫଳ ମଧ୍ୟ ହେଇଥିଲା ।[୨]

ଆଧାର