"ନୂରଜାହାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫ କ ଧାଡ଼ି: ୫ କ ଧାଡ଼ି:
|image = nurjahan.jpg
|image = nurjahan.jpg
|imgw = 250px
|imgw = 250px
|caption=| spouse =Sher Afghan Quli Khan<br/>[[Jahangir]]
|caption=| spouse =Sher Afghan Quli Khan<br />[[Jahangir]]
|issue = [[Ladli Begum|Mehr-Un-Nisaa]]
|issue = [[Ladli Begum|Mehr-Un-Nisaa]]
|house = [[Timurid dynasty|Timurid]]
|house = [[Timurid dynasty|Timurid]]
୧୮ କ ଧାଡ଼ି: ୧୮ କ ଧାଡ଼ି:

'''ନୂରଜାହାନ''' ହେଉଛନ୍ତି ମୋଗଲ ସମ୍ରାଟ [[ଜାହାଙ୍ଗୀର]]ଙ୍କର ପତ୍ନୀ । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କରୁଥିଲେ ।

==ଜାହାଙ୍ଗୀରଙ୍କ ସହ ବିବାହ==
== ଜାହାଙ୍ଗୀରଙ୍କ ସହ ବିବାହ ==
ତାଙ୍କ ପିତା ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରେଇଥିଲେ । ଜାହାଙ୍ଗୀରଙ୍କ ରାଜତ୍ଵର ଆରମ୍ଭରେ ଆଲିକୁଲି ବର୍ଦ୍ଧ ମାନଙ୍କର ଜାଗିରଦାର ନିଯୁକ୍ତି ହେଲେ ଓ ତାଙ୍କର ଉପାଧୀ ଶେର ଆଫଗାନ ରଖାଗଲା । ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠେଇଲେ । ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କ ଦ୍ଵାରା ନିହତ ହେଲେ । ମେହେର-ଉନ୍ନିସା ଓ ତାଙ୍କ କ୍ନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜପ୍ରସାଦରେ ରଖାଗଲା। ଏହାର ଚାରିବର୍ଷ ପରେ ଜାହାଙ୍ଗୀର ୧୬୧୧ ଖ୍ରୀଷ୍ଟାବ୍ଦରେ ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାହାଙ୍କୁ ବିବାହ କରିଥିଲେ ।<ref> http://www.indianetzone.com/47/nur_jahan.htm</ref>ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ (ପ୍ରାସାଦର ଆଲୋକ) ରଖିଲେ । <ref>http://www.womeninworldhistory.com/heroine11.html</ref>ପରେ ତାଙ୍କୁ ନୂରଜାହାନ ( ଜଗତର ଖ୍ୟାତି) ନାମ ଦିଆଗଲା। <ref>http://ebook-download-now.com/g/download/0195074882/Nur-Jahan:-Empress-of-Mughal-India/</ref>

==ମୋଗଲ ସାମ୍ରାଜ୍ୟ==
== ମୋଗଲ ସାମ୍ରାଜ୍ୟ ==
ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କ ଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ [[ଜାହାଙ୍ଗୀର]]ଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା [[ମିର୍ଜାଗିୟାସ ବେଗ]] ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାର ରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ । ମୁଦ୍ରାମାନଙ୍କରେ ଜାହାଙ୍ଗୀରଙ୍କ ସହିତ ତାଙ୍କ ସ୍ଥାନ ପାଇଥିଲା । <ref>http://persian.packhum.org/persian/main?url=pf%3Ffile%3D00702015%26ct%3D304%26rqs%3D181</ref> ଜୀବନର ଶେଷଭାଗରେ ଜାହାଙ୍ଗୀରଙ୍କ [[କାଶ୍ମୀର]] ସୁରମ୍ୟ ଉପତ୍ୟକାରେ ଭୋଗବିଳାସରେ କାଲାତିପାତ କରିବାରୁ ନୂରଜାହାନ ସମସ୍ତ ଶାସନ ଦାୟିତ୍ଵ ବହନ କରିଥିଲେ । ନୂରଜାହାନଙ୍କ କ୍ଷମତା ଓ ପ୍ରତିପତ୍ତି ବୃଦ୍ଧି ପାଇବାରୁ ଅମୀରମାନେ ଉତ୍ତ୍ୟକ୍ତ ହୋଇଥିଲେ । ଜାହାଙ୍ଗୀରଙ୍କର କନିଷ୍ଠ ପୁତ୍ର ଶାହରିୟରଙ୍କ ସହିତ ଶେର ଆଫଗାନଙ୍କ ଔରଷରୁ ଜାତ ନିଜର କନ୍ୟାକୁ ବିବାହ କରେଇ ଜାହାଙ୍ଗୀରଙ୍କ ଅନ୍ତେ ଶାହରିୟରଙ୍କୁ ସମ୍ରାଟ କରିବା ପାଇଁ ନୂରଜାହାନ ସ୍ଥିର କରିଥିଲେ । ଫଲରେ ଯୁବରାଜ ଖୁରମ ଓ ସେନାପତି ମହବତ ଖାଁ ବିଦ୍ରୋହ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କ୍ଷମତା ଅପ୍ରତିହତ ରହିଥିଲା । ତାଙ୍କର ମୃତ୍ୟୁପରେ ନୂରଜାହାନ ରାଜକୋଷରୁ ବୃତ୍ତିପାଇ ୧୬୪୫ ରେ ମୃତ୍ୟୁ ପର୍ଯ୍ୟନ୍ତ ସମୟ କଟାଇଥିଲେ । <ref>http://www.indianetzone.com/47/nur_jahan.htm</ref><ref>http://www.womeninworldhistory.com/heroine11.html</ref>

==ମୃତ୍ୟୁ==
== ମୃତ୍ୟୁ ==
==ଆଧାର==
==ଆଧାର==
{{ଆଧାର}}
{{ଆଧାର}}
==ବାହାର ତଥ୍ୟ==
== ବାହାର ତଥ୍ୟ ==
{{commons category}}
{{commons category}}
*[http://www.boloji.com/history/012.htm The World Conqueror: Jahangir]
* [http://www.boloji.com/history/012.htm The World Conqueror: Jahangir]
*http://www.kahany.com/writing/0198nurjahan.shtml
* http://www.kahany.com/writing/0198nurjahan.shtml
{{ମୁଣ୍ଡିଆ}}
{{ମୁଣ୍ଡିଆ}}

୪୭ କ ଧାଡ଼ି: ୪୭ କ ଧାଡ଼ି:
[[ms:Nur Jahan]]
[[ms:Nur Jahan]]
[[nl:Nur Jahan]]
[[nl:Nur Jahan]]
[[uz:Nurjahon begim]]
[[pnb:ملکہ نور جہاں]]
[[pnb:ملکہ نور جہاں]]
[[simple:Nur Jahan]]
[[simple:Nur Jahan]]
[[ur:نورجہاں (ملکہ)]]
[[ur:نورجہاں (ملکہ)]]
[[uz:Nurjahon begim]]

୦୯:୦୫, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ବେଗମ ନୂରଜାହାନ
ମୋଗଲ ସାମ୍ରାଜ୍ଞୀ

ଜୀବନସାଥୀ Sher Afghan Quli Khan
Jahangir
ସନ୍ତାନସନ୍ତତିଗଣ
Mehr-Un-Nisaa
ବଂଶ Timurid
ବାପା Mirza Ghias Beg
ମାଆ Asmat Begum
ଜନ୍ମ 31 may 1577
Kandahar, Mughal Empire
ମୃତ୍ୟ 17 December 1645
ଲାହୋର, ମୋଗଲ ସାମ୍ରାଜ୍ୟ
ସମାଧି Shahdara Bagh, Lahore
ଧର୍ମ ଶିଆ ଇସଲାମ

ନୂରଜାହାନ ହେଉଛନ୍ତି ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ପତ୍ନୀ । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କରୁଥିଲେ ।

ଜାହାଙ୍ଗୀରଙ୍କ ସହ ବିବାହ

ତାଙ୍କ ପିତା ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରେଇଥିଲେ । ଜାହାଙ୍ଗୀରଙ୍କ ରାଜତ୍ଵର ଆରମ୍ଭରେ ଆଲିକୁଲି ବର୍ଦ୍ଧ ମାନଙ୍କର ଜାଗିରଦାର ନିଯୁକ୍ତି ହେଲେ ଓ ତାଙ୍କର ଉପାଧୀ ଶେର ଆଫଗାନ ରଖାଗଲା । ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠେଇଲେ । ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କ ଦ୍ଵାରା ନିହତ ହେଲେ । ମେହେର-ଉନ୍ନିସା ଓ ତାଙ୍କ କ୍ନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜପ୍ରସାଦରେ ରଖାଗଲା। ଏହାର ଚାରିବର୍ଷ ପରେ ଜାହାଙ୍ଗୀର ୧୬୧୧ ଖ୍ରୀଷ୍ଟାବ୍ଦରେ ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାହାଙ୍କୁ ବିବାହ କରିଥିଲେ ।[୧]ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ (ପ୍ରାସାଦର ଆଲୋକ) ରଖିଲେ । [୨]ପରେ ତାଙ୍କୁ ନୂରଜାହାନ ( ଜଗତର ଖ୍ୟାତି) ନାମ ଦିଆଗଲା। [୩]

ମୋଗଲ ସାମ୍ରାଜ୍ୟ

ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କ ଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ ଜାହାଙ୍ଗୀରଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା ମିର୍ଜାଗିୟାସ ବେଗ ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାର ରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ । ମୁଦ୍ରାମାନଙ୍କରେ ଜାହାଙ୍ଗୀରଙ୍କ ସହିତ ତାଙ୍କ ସ୍ଥାନ ପାଇଥିଲା । [୪] ଜୀବନର ଶେଷଭାଗରେ ଜାହାଙ୍ଗୀରଙ୍କ କାଶ୍ମୀର ସୁରମ୍ୟ ଉପତ୍ୟକାରେ ଭୋଗବିଳାସରେ କାଲାତିପାତ କରିବାରୁ ନୂରଜାହାନ ସମସ୍ତ ଶାସନ ଦାୟିତ୍ଵ ବହନ କରିଥିଲେ । ନୂରଜାହାନଙ୍କ କ୍ଷମତା ଓ ପ୍ରତିପତ୍ତି ବୃଦ୍ଧି ପାଇବାରୁ ଅମୀରମାନେ ଉତ୍ତ୍ୟକ୍ତ ହୋଇଥିଲେ । ଜାହାଙ୍ଗୀରଙ୍କର କନିଷ୍ଠ ପୁତ୍ର ଶାହରିୟରଙ୍କ ସହିତ ଶେର ଆଫଗାନଙ୍କ ଔରଷରୁ ଜାତ ନିଜର କନ୍ୟାକୁ ବିବାହ କରେଇ ଜାହାଙ୍ଗୀରଙ୍କ ଅନ୍ତେ ଶାହରିୟରଙ୍କୁ ସମ୍ରାଟ କରିବା ପାଇଁ ନୂରଜାହାନ ସ୍ଥିର କରିଥିଲେ । ଫଲରେ ଯୁବରାଜ ଖୁରମ ଓ ସେନାପତି ମହବତ ଖାଁ ବିଦ୍ରୋହ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କ୍ଷମତା ଅପ୍ରତିହତ ରହିଥିଲା । ତାଙ୍କର ମୃତ୍ୟୁପରେ ନୂରଜାହାନ ରାଜକୋଷରୁ ବୃତ୍ତିପାଇ ୧୬୪୫ ରେ ମୃତ୍ୟୁ ପର୍ଯ୍ୟନ୍ତ ସମୟ କଟାଇଥିଲେ । [୫][୬]

ମୃତ୍ୟୁ

ଆଧାର

ବାହାର ତଥ୍ୟ