"ଜୈନ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Jainism}}
{{ଛୋଟ|Jainism}}
[[Image:mahavir.jpg|thumb|right|[[Mahavira]]]]
[[ଫାଇଲ:mahavir.jpg|thumb|right|[[Mahavira]]]]
ଜୈନଧର୍ମ ଏକ ପ୍ରାଚୀନତର ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ । <ref>www.angelfire.com/co/jainism/mahavir.html</ref>

==ତୀର୍ଥଙ୍କର==
== ତୀର୍ଥଙ୍କର ==
ଜୈନମାନଙ୍କର ପରମ୍ପରା ଅନୁସାରେ ଜୈନଧର୍ମ ୨୪ ଜଣ ତୀର୍ଥଙ୍କର ବା ଅର୍ହତଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । <ref>http://www.religioustolerance.org/jainism.htm</ref>ସେମାନଙ୍କ ମଧ୍ୟରେ [[ଋଷଭନାଥ]] , [[ପାର୍ଶ୍ଵନାଥ]] ଓ ମହାବୀର ଯଥାକ୍ରମେ ପ୍ରଥମ,ତ୍ରେୟୋବିଂଶତିତମ ଏବଂ ଚତୁର୍ବିଂଶତିତମ ତୀର୍ଥଙ୍କର । ମହାବୀରଙ୍କ ଜନ୍ମର ପ୍ରାୟ ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଧର୍ମୋପଦେଶ ଚାରୋଟି ନୀତି ଉପରେ ପ୍ରତିଷ୍ଠିତ , ଯଥା : - (୧) ଅହିଂସା , (୨) ସତ୍ୟ, (୩) ଅଚୌର୍ଯ୍ୟ ଏବଂ (୪) ଅପରିଗ୍ରହ<ref>http://www.religioustolerance.org/jainism.htm</ref> , ଅର୍ଥାତ '''କାହାରିକୁ ହିଂସା କର ନାହିଂ,ମିଥ୍ୟା କହ ନାହିଁ,ଚୋରି କର ନାହିଁ ଏବଂ କୈଣସି ସମ୍ପତ୍ତି ପ୍ରତି ଆସକ୍ତି ରଖନାହିଁ''' । ଏହା ଚତୁର୍ଯ୍ୟାମ ଧର୍ମ ନାମରେ ଅଭିହିତ ।<ref>http://www.jaindharmonline.com/dharma/jainhist.htm</ref>

==ଆହୁରି ଦେଖନ୍ତୁ==
== ଆହୁରି ଦେଖନ୍ତୁ ==
*[[ଜୈନବାଦ]]
* [[ଜୈନବାଦ]]
==ଆଧାର==
== ଆଧାର ==
{{ଆଧାର}}
{{ଆଧାର}}
==ବାହାର ତଥ୍ୟ==
== ବାହାର ତଥ୍ୟ ==
* [http://www.jaingyan.com JainGyan.com]

{{Sister project links|v=no|n=no|q=no|s=no|b=no}}

*{{Dmoz|Society/Religion_and_Spirituality/Jainism/}}
* {{Dmoz|Society/Religion_and_Spirituality/Jainism/}}
* [http://jainworld.com/ Jainworld - World's oldest Jain site]

* [http://casgroup.fiu.edu/religion/pages.php?id=3064 Jainism at Florida International University]

୨୦ କ ଧାଡ଼ି: ୨୦ କ ଧାଡ଼ି:
{{ମୁଣ୍ଡିଆ}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

{{Link FA|ro}}
[[ଶ୍ରେଣୀ:ଧର୍ମ]]
[[ଶ୍ରେଣୀ:ଧର୍ମ]]

{{Link FA|ro}}

[[af:Djainisme]]
[[af:Djainisme]]

୦୮:୪୬, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

Mahavira

ଜୈନଧର୍ମ ଏକ ପ୍ରାଚୀନତର ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ । [୧]

ତୀର୍ଥଙ୍କର

ଜୈନମାନଙ୍କର ପରମ୍ପରା ଅନୁସାରେ ଜୈନଧର୍ମ ୨୪ ଜଣ ତୀର୍ଥଙ୍କର ବା ଅର୍ହତଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । [୨]ସେମାନଙ୍କ ମଧ୍ୟରେ ଋଷଭନାଥ , ପାର୍ଶ୍ଵନାଥ ଓ ମହାବୀର ଯଥାକ୍ରମେ ପ୍ରଥମ,ତ୍ରେୟୋବିଂଶତିତମ ଏବଂ ଚତୁର୍ବିଂଶତିତମ ତୀର୍ଥଙ୍କର । ମହାବୀରଙ୍କ ଜନ୍ମର ପ୍ରାୟ ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଧର୍ମୋପଦେଶ ଚାରୋଟି ନୀତି ଉପରେ ପ୍ରତିଷ୍ଠିତ , ଯଥା : - (୧) ଅହିଂସା , (୨) ସତ୍ୟ, (୩) ଅଚୌର୍ଯ୍ୟ ଏବଂ (୪) ଅପରିଗ୍ରହ[୩] , ଅର୍ଥାତ କାହାରିକୁ ହିଂସା କର ନାହିଂ,ମିଥ୍ୟା କହ ନାହିଁ,ଚୋରି କର ନାହିଁ ଏବଂ କୈଣସି ସମ୍ପତ୍ତି ପ୍ରତି ଆସକ୍ତି ରଖନାହିଁ । ଏହା ଚତୁର୍ଯ୍ୟାମ ଧର୍ମ ନାମରେ ଅଭିହିତ ।[୪]

ଆହୁରି ଦେଖନ୍ତୁ

ଆଧାର

ବାହାର ତଥ୍ୟ

ଛାଞ୍ଚ:Link FA