"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଯୋଗସୂତ୍ର ପେଡ଼ି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୦ କ ଧାଡ଼ି: ୪୦ କ ଧାଡ଼ି:
'''{{PAGENAME}}''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[କବି]], [[ଲେଖକ]], [[ଗାଳ୍ପିକ]], [[ଗବେଷକ]], [[ମନୋବିଜ୍ଞାନୀ]], [[ଚିତ୍ରକର]], [[ନାଟ୍ୟକାର]], [[ଅଭିନେତା]], [[ଅନୁବାଦକ]] ଓ ସମାଲୋଚକ ।
'''{{PAGENAME}}''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[କବି]], [[ଲେଖକ]], [[ଗାଳ୍ପିକ]], [[ଗବେଷକ]], [[ମନୋବିଜ୍ଞାନୀ]], [[ଚିତ୍ରକର]], [[ନାଟ୍ୟକାର]], [[ଅଭିନେତା]], [[ଅନୁବାଦକ]] ଓ ସମାଲୋଚକ ।

==ଜୀବନ==
== ଜୀବନ ==
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ [[ପୁରୀ]] ଠାରେ ଜନ୍ମ ଲାଭ କରିଥିଲେ । ସେ [[କଟକ]]ର ମିସନ ସ୍କୁଲ ଓ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ]]ରେ ସେ ପଢ଼ା ପରେ ସେ [[ଆଲ୍ହାବାଦ ବିଶ୍ଵବିଦ୍ୟାଳୟ]]ରୁ [[ରାଜନୀତି ବିଜ୍ଞାନ]]ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ ସେ [[ଭାରତୀୟ ପ୍ରଶାସନିକ ସେବା]]ରେ <!--[[Indian Administrative Service]]-->ଯୋଗ ଦେଇଥିଲେ ।

==ସାହିତ୍ୟରଚନା==
== ସାହିତ୍ୟରଚନା ==
===ପ୍ରାକ ରଚନା===
=== ପ୍ରାକ ରଚନା ===
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । [[ଓଡ଼ିଆ ଭାଷା|ଓଡ଼ିଆ]] ପତ୍ରିକା [[ଡଗର (ପତ୍ରିକା)|ଡଗର]], [[ଝଙ୍କାର (ପତ୍ରିକା)|ଝଙ୍କାର]], [[ଆସନ୍ତାକାଲି (ପତ୍ରିକା)|ଆସନ୍ତାକାଲି]] ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । [[ମନୋଜ ଦାସ]]ଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।

<!--J.P. began writing poetry early in his teens. In 1951, he brought out a collection entitled Stabak. His poems began to appear regularly in the leading Oriya journals such as Dagara, Jhankara and Asantakali. Joining the Students' Federation of India (SFI) he co-edited a journal, Agami, with Manoj Das.-->

୫୧ କ ଧାଡ଼ି: ୫୧ କ ଧାଡ଼ି:
<!--J.P.'s interest in Orissa's cultural history led him to publish in 1992 a historical novel called Desha Kala Patra. In 1993 two collections of children's verses, Alimalika and Alukuchi Malukuchi, were published. In 1996, he received the K.K. Birla Foundation Fellowship and in 1998 the Sarala Award for his Priya Vidushak. In 2000, he published Lovelines (poems) in translation, and Pukka Sahib, a collection of short stories. In 2001 he received the Nandikar Award for theatre and his play "Sundardas", based on the question of evangelisation and interfaith dialogue, appeared in 2002. -->

==ପୁରସ୍କାର ଓ ସମ୍ମାନ==
== ପୁରସ୍କାର ଓ ସମ୍ମାନ ==
*କେନେଡି ଫାଉଣ୍ଡେସନ ପ୍ରଫେସରସିପ (୧୯୬୩)
* କେନେଡି ଫାଉଣ୍ଡେସନ ପ୍ରଫେସରସିପ (୧୯୬୩)
*ନଫିଫିଲ୍ଡ ଫେଲୋ (୧୯୭୨)
* ନଫିଫିଲ୍ଡ ଫେଲୋ (୧୯୭୨)
*ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ (୧୯୭୯)
* ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ (୧୯୭୯)
*ଗବେଷଣା ପୁରସ୍କାର
* ଗବେଷଣା ପୁରସ୍କାର
* ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର (୧୯୮୭)
* ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର (୧୯୮୭)
*କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର (୧୯୯୨)
* କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର (୧୯୯୨)
*ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯)
* ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯)

==ପ୍ରକାଶିତ ବହି==
== ପ୍ରକାଶିତ ବହି ==
*Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
* Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
*Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
* Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
*Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
* Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
*Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
* Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
*Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
* Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
*Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).
* Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).

==ଆଧାର==
== ଆଧାର ==
{{ଆଧାର}}
{{ଆଧାର}}

୦୮:୨୫, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଜଗନ୍ନାଥ ପ୍ରସାଦ ଦାସ
ଜନ୍ମ ଓ ଜନ୍ମସ୍ଥାନ୧୯୩୬
କଟକ

ଜଗନ୍ନାଥ ପ୍ରସାଦ ଦାସ ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।

ଜୀବନ

ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ ପୁରୀ ଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ସେ ପଢ଼ା ପରେ ସେ ଆଲ୍ହାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

ସାହିତ୍ୟରଚନା

ପ୍ରାକ ରଚନା

କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।

ପୁରସ୍କାର ଓ ସମ୍ମାନ

  • କେନେଡି ଫାଉଣ୍ଡେସନ ପ୍ରଫେସରସିପ (୧୯୬୩)
  • ନଫିଫିଲ୍ଡ ଫେଲୋ (୧୯୭୨)
  • ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ (୧୯୭୯)
  • ଗବେଷଣା ପୁରସ୍କାର
  • ଆଲବାର୍ଟା ବିଶ୍ଵବିଦ୍ୟାଳୟ ପୁରସ୍କାର (୧୯୮୭)
  • କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର (୧୯୯୨)
  • ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ (୧୯୯୯)

ପ୍ରକାଶିତ ବହି

  • Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
  • Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
  • Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
  • Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
  • Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
  • Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).

ଆଧାର