"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.3) (Robot: Adding mr:अमावास्या
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୫ କ ଧାଡ଼ି: ୧୫ କ ଧାଡ଼ି:
* [[ଫାଲ୍‌ଗୁନ]] ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ।
* [[ଫାଲ୍‌ଗୁନ]] ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ।
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ।
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ।
==ଆଧାର==
== ଆଧାର ==
{{ଆଧାର}}
{{ଆଧାର}}
{{ପକ୍ଷ}}
{{ପକ୍ଷ}}
{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->


[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
[[ଶ୍ରେଣୀ:ପକ୍ଷ]]

{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->


[[en:Amavasya]]
[[en:Amavasya]]

୦୭:୪୫, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।

  • ବୈଶାଖ ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
  • ଜ୍ୟୈଷ୍ଠ ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: ସାବିତ୍ରୀ ଓଷା
  • ଆଷାଢ଼ ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା ।
  • ଶ୍ରାବଣ ଅମାବାସ୍ୟା: ଚିତାଲାଗି (ଚିତଉ) ଅମାବାସ୍ୟା ।
  • ଭାଦ୍ରବ ଅମାବାସ୍ୟା: ସପ୍ତପୁରୀ (ସାତପୁରୀ) ଅମାବାସ୍ୟା ।
  • ଆଶ୍ୱିନ ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି,ସର୍ବପିତୃ ) ଅମାବାସ୍ୟା ।
  • କାର୍ତ୍ତିକ ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ପିପେଇ ଅମାବାସ୍ୟା ।
ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ୤ ”
  • ମାର୍ଗଶୀର ଅମାବାସ୍ୟା: ମହୋଦଧି ଅମାବାସ୍ୟା ।
  • ପୌଷ ଅମାବାସ୍ୟା: ବଉଳ ଅମାବାସ୍ୟା‎ ବା ବକୁଳ ଅମାବାସ୍ୟା : ବରାହ ଜନ୍ମ ।
  • ମାଘ ଅମାବାସ୍ୟା: ତ୍ରିବେଣୀ(ବିରଜା,ମୌନୀ) ଅମାବାସ୍ୟା ।
  • ଫାଲ୍‌ଗୁନ ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା ।
  • ଚୈତ୍ର ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା ।

ଆଧାର