"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଜୀବିକା |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୧୬ କ ଧାଡ଼ି: | ୧୬ କ ଧାଡ଼ି: | ||
}} |
}} |
||
'''ସୀତାକାନ୍ତ ମହାପାତ୍ର''' (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, [[ମାହାଙ୍ଗା]], [[କଟକ]], |
'''ସୀତାକାନ୍ତ ମହାପାତ୍ର''' (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, [[ମାହାଙ୍ଗା]], [[କଟକ]], [[ଓଡ଼ିଶା]]) [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ର ଜଣେ ଜଣାଶୁଣା [[କବି]] ଓ [[ସାହିତ୍ୟ ସମାଲୋଚକ]] ।<ref>{{cite news|url=http://www.hinduonnet.com/thehindu/lr/2002/12/01/stories/2002120100210200.htm|title=Deceptive simplicity |date=Dec 01, 2002|publisher=The Hindu}}</ref><ref>{{cite web|url=http://www.outlookindia.com/article.aspx?202162|title=The Mahapatra Muse: Two deeply vivid volumes of poems from the oriya masters |coauthors=Keki N. Daruwalla|date=Sep 25, 1996|publisher=The Outlook}}</ref> ସେ ଭାରତୀୟ ପ୍ରଶାସନିକ ସେବା <!--<!--[[Indian Administrative Service]] (IAS)-->(ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ [[ଦିଲ୍ଲୀ]]ର [[ନ୍ୟାସନାଲ ବୁକ ଟ୍ରଷ୍ଟ]]ର <!--[[National Book Trust]], [[New Delhi]]--> ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ [[ଓଡ଼ିଆ ଲୋକ|ଓଡ଼ିଆ]] । |
||
==ସାହିତ୍ୟ ସର୍ଜନା== |
== ସାହିତ୍ୟ ସର୍ଜନା == |
||
===କବିତା=== |
=== କବିତା === |
||
* ଅଷ୍ଟପଦୀ (୧୯୬୩) |
* ଅଷ୍ଟପଦୀ (୧୯୬୩) |
||
* ଶବର ଆକାଶ (୧୯୭୧) |
* ଶବର ଆକାଶ (୧୯୭୧) |
||
* ଆର ଦୃଶ୍ୟ (୧୯୮୧) |
* ଆର ଦୃଶ୍ୟ (୧୯୮୧) |
||
* ଶ୍ରେଷ୍ଠ କବିତା (୧୯୯୪) |
* ଶ୍ରେଷ୍ଠ କବିତା (୧୯୯୪) |
||
===ପ୍ରବନ୍ଧ=== |
=== ପ୍ରବନ୍ଧ === |
||
* ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦) |
* ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦) |
||
===ଭ୍ରମଣକାହାଣୀ=== |
=== ଭ୍ରମଣକାହାଣୀ === |
||
* ଅନେକ ଶରତ (୧୯୮୧) |
* ଅନେକ ଶରତ (୧୯୮୧) |
||
===''ତାଳପତ୍ର ଉପରେ''=== |
=== ''ତାଳପତ୍ର ଉପରେ'' === |
||
* ଉଷାବିଳାସ |
* ଉଷାବିଳାସ |
||
===ଇଂରାଜୀ=== |
=== ଇଂରାଜୀ === |
||
* The ruined Temple and other poems, 1996 (କବିତା, ଅନୁବାଦ) |
* The ruined Temple and other poems, 1996 (କବିତା, ଅନୁବାଦ) |
||
* Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)<!--Oral poetry of Indian Tribals in translation).--> |
* Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)<!--Oral poetry of Indian Tribals in translation).--> |
||
==ପଦ ଓ ସମ୍ମାନ== |
== ପଦ ଓ ସମ୍ମାନ == |
||
===ପଦ=== |
=== ପଦ === |
||
* ସେକ୍ରେଟେରି, ସଂସ୍କୃତି, [[ଭାରତ ସରକାର]] |
* ସେକ୍ରେଟେରି, ସଂସ୍କୃତି, [[ଭାରତ ସରକାର]] |
||
* ପ୍ରେସିଡେଣ୍ଟ, [[ଇଉନେସ୍କୋ|ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ]] (୧୯୯୪-୧୯୯୬) <!--UNESCO's World Decade for Cultural Development--> |
* ପ୍ରେସିଡେଣ୍ଟ, [[ଇଉନେସ୍କୋ|ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ]] (୧୯୯୪-୧୯୯୬) <!--UNESCO's World Decade for Cultural Development--> |
||
୪୧ କ ଧାଡ଼ି: | ୪୧ କ ଧାଡ଼ି: | ||
* ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା <!--Honorary Fellow International Academy of Poets, Cambridge University.--> |
* ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା <!--Honorary Fellow International Academy of Poets, Cambridge University.--> |
||
* ନ୍ୟାସନାଲ ବୁକ ଟ୍ରଷ୍ଟ, [[ଦିଲ୍ଲୀ]]ର ସଭାପତି <!--Chairman of National Book Trust, New Delhi--> |
* ନ୍ୟାସନାଲ ବୁକ ଟ୍ରଷ୍ଟ, [[ଦିଲ୍ଲୀ]]ର ସଭାପତି <!--Chairman of National Book Trust, New Delhi--> |
||
===ସମ୍ମାନ=== |
=== ସମ୍ମାନ === |
||
* ଜ୍ଞାନପୀଠ ସମ୍ମାନ (୧୯୯୩) |
* ଜ୍ଞାନପୀଠ ସମ୍ମାନ (୧୯୯୩) |
||
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫) |
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫) |
||
୪୮ କ ଧାଡ଼ି: | ୪୮ କ ଧାଡ଼ି: | ||
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.--> |
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.--> |
||
==ଆଧାର== |
== ଆଧାର == |
||
{{ଆଧାର}} |
{{ଆଧାର}} |
||
==ଅଧିକ ତଥ୍ୟ== |
== ଅଧିକ ତଥ୍ୟ == |
||
* [http://www.loc.gov/acq/ovop/delhi/salrp/sitakantmahapatra.html The Library of Congress] |
* [http://www.loc.gov/acq/ovop/delhi/salrp/sitakantmahapatra.html The Library of Congress] |
||
୦୭:୧୩, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ସୀତାକାନ୍ତ ମହାପାତ୍ର | |
---|---|
ଜନ୍ମ | |
ବୃତ୍ତି | ପ୍ରଶାସନିକ ଅଧିକାରୀ |
ପ୍ରସିଦ୍ଧି | କବି, ସାହିତ୍ୟ ସମାଲୋଚକ |
ଉଲ୍ଲେଖନୀୟ କୃତି | ଶବର ଆକାଶ (୧୯୭୧) ସମୁଦ୍ର (୧୯୭୭) |
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଜଣାଶୁଣା କବି ଓ ସାହିତ୍ୟ ସମାଲୋଚକ ।[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସାହିତ୍ୟ ସର୍ଜନା
କବିତା
- ଅଷ୍ଟପଦୀ (୧୯୬୩)
- ଶବର ଆକାଶ (୧୯୭୧)
- ଆର ଦୃଶ୍ୟ (୧୯୮୧)
- ଶ୍ରେଷ୍ଠ କବିତା (୧୯୯୪)
ପ୍ରବନ୍ଧ
- ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)
ଭ୍ରମଣକାହାଣୀ
- ଅନେକ ଶରତ (୧୯୮୧)
ତାଳପତ୍ର ଉପରେ
- ଉଷାବିଳାସ
ଇଂରାଜୀ
- The ruined Temple and other poems, 1996 (କବିତା, ଅନୁବାଦ)
- Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)
ପଦ ଓ ସମ୍ମାନ
ପଦ
- ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
- ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
- ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
- ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
- ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି
ସମ୍ମାନ
- ଜ୍ଞାନପୀଠ ସମ୍ମାନ (୧୯୯୩)
- ସାରଳା ପୁରସ୍କାର[୩] (୧୯୮୫)
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪)
- କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
ଆଧାର
- ↑ "Deceptive simplicity". The Hindu. Dec 01, 2002.
{{cite news}}
: Check date values in:|date=
(help) - ↑ "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996.
{{cite web}}
: Unknown parameter|coauthors=
ignored (|author=
suggested) (help) - ↑ ସାରଳା ପୁରସ୍କାର ବିଜେତାଙ୍କ ତାଲିକା