"ପଟ୍ଟାଡାକାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.3) (Robot: Adding sk:Pattadakkal
୧୩୦ କ ଧାଡ଼ି: ୧୩୦ କ ଧାଡ଼ି:
[[es:Pattadakal]]
[[es:Pattadakal]]
[[fa:پاتاداکال]]
[[fa:پاتاداکال]]
[[fi:Pattadakal]]
[[fr:Pattadakal]]
[[fr:Pattadakal]]
[[gu:પત્તાદકલ]]
[[gu:પત્તાદકલ]]
[[ko:파타다칼]]
[[hi:पत्तदकल]]
[[hi:पत्तदकल]]
[[hr:Pattadakal]]
[[hr:Pattadakal]]
[[it:Pattadakal]]
[[it:Pattadakal]]
[[ja:パッタダカル]]
[[kn:ಪಟ್ಟದಕಲ್ಲು]]
[[ka:პატადაკალი]]
[[ka:პატადაკალი]]
[[kn:ಪಟ್ಟದಕಲ್ಲು]]
[[ko:파타다칼]]
[[ml:പട്ടടക്കൽ]]
[[ml:പട്ടടക്കൽ]]
[[mr:पट्टदकल]]
[[mr:पट्टदकल]]
[[ja:パッタダカル]]
[[pl:Pattadakal]]
[[pl:Pattadakal]]
[[ru:Паттадакал]]
[[ru:Паттадакал]]
[[sa:पट्टदकल्लु]]
[[sa:पट्टदकल्लु]]
[[fi:Pattadakal]]
[[sk:Pattadakkal]]
[[sv:Pattadakal]]
[[sv:Pattadakal]]
[[ta:பட்டடக்கல்]]
[[ta:பட்டடக்கல்]]

୦୪:୪୩, ୨୫ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପଟ୍ଟାଡାକାଲ
ପଟ୍ଟାଡାକାଲୁ
ସହର
Group of monuments At Pattadakal
Group of monuments At Pattadakal
ଦେଶଭାରତ
ରାଜ୍ୟକର୍ଣ୍ଣାଟକ
Districtବାଗଲକୋଟ
ଭାଷା
 • ସରକାରୀକନ୍ନଡ଼ ଭାଷା
Time zoneUTC+5:30 (IST)
ନିକଟତମ ସହରବଦମୀ

ପଟ୍ଟାଡାକାଲ( ପଟ୍ଟାଡାକାଲୁ) ହେଉଛି କର୍ଣ୍ଣାଟକ ର ଏକ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର । ରାଜଧାନୀ ବାଙ୍ଗାଲୋରଠାରୁ ୫୧୪ କି.ମି ଦୂର ବାଗଲକୋଟ ଜିଲ୍ଲାର ମାଳପ୍ରଭା ନଦୀ କୂଳରେ ଏହା ଅବସ୍ତିତ । ଏଠାରେ ରହିଛି ବହୁ ପ୍ରାଚୀନ ହିନ୍ଦୁ ମନ୍ଦିର । ସେଥିରେ ଦ୍ରାବିଡ଼ ଓ ନାଗର ସ୍ଥାପତ୍ୟ କଳାର ଅପୂର୍ବ ସମାହାର ଦେଖିବାକୁ ମିଳେ । ସପ୍ତମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଚାଲୁକ୍ୟ ବଂଶର ଶାସନ ବେଳେ ଏହି ସବୁ ମନ୍ଦିର ନିର୍ମିତ ହୋଇଥିଲା । ସର୍ବମୋଟ ୧୦ ଟି ମନ୍ଦିର ଏଠାରେ ଦେଖିବାକୁ ମିଳେ । ସେଥି ମଧ୍ୟରୁ ୯ଟି ହେଉଛି ଶିବ ମନ୍ଦିର ଓ ଗୋଟିଏ ହେଉଛି ଜୈନ ମନ୍ଦିର । ୪ ଟି ମନ୍ଦିର ଚାଲୁକ୍ୟ ଓ ଦ୍ରାବିଡ ଶୈଳୀରେ ନିର୍ମିତ ହୋଇଥିବା ବେଳେ ୪ ଟି ନାଗର ଶୈଳୀ ଓ ଅନ୍ୟ ୨ ଟି ମିଶ୍ରିତ ଶୈଳୀରେ ନିର୍ମିତ ହୋଇଛି । ୧୯୮୭ ରେ ଜାତିସଂଘର ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ଵ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିଛି । .[୧] [୨][୩][୪][୫]

Group of Monuments at Pattadakal*
ଇଉନେସ୍କୋ ସ୍ଥଳୀ

Virupaksha Temple, Dravidian style
ରାଜ୍ୟ ଦଳ India
ପ୍ରକାର Cultural
ନିୟମ iii, iv
ଆଧାର 239
ଅଞ୍ଚଳ** Asia-Pacific
ଲେଖ ଇତିହାସ
ଲେଖ 1987  (11th ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଇତିହାସ

ଚାଲୁକ୍ୟ ଶାସକ ମାନେ ଏହି ସ୍ଥାନରେ ରାଜଭିଷେକରେ ଅଭିଷିକ୍ତ ହେଉଥିଲେ । ସେମାନେ କେବଳ ଶାସକ ନଥିଲେ କଳା ଔ ସ୍ଥାପତ୍ୟର ପୃଷ୍ଠପୋଷକ ମଧ୍ୟ ଥିଲେ । ଯାହା କି ସେମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଉକ୍ତ ମନ୍ଦିରରୁ ସ୍ପଷ୍ଟ ଭାବେ ଜଣାଯାଏ । ଏଠାରେ ଥିବା ମନ୍ଦିର ଗୁଡିକ ମଧ୍ୟରେ ରହିଛି ବିରୂପାକ୍ଷ, ସଙ୍ଗମେଶ୍ଵର, ମାଲ୍ଲକାର୍ଜୁନ, କାଶୀବିଶ୍ଵନାଥ,କଦା ସିଦ୍ଧେଶ୍ଵର, ଜମ୍ବୁଲିଙ୍ଗେଶ୍ଵର, ଗଲଗନାଥ, ଚନ୍ଦ୍ରଶେଖର ଓ ମହାମୁକ୍ତେଶ୍ଵର ମନ୍ଦିର । ଏହି ସବୁ ମନ୍ଦିର ଚାଲୁକ୍ୟ ବଂଶର ଶାସକ ମାନେ ନିର୍ମାଣ କରିଥିଲେ । ଗୋଟିଏ ଜୈନ ମନ୍ଦିର ଯାହା କି ,ରାଷ୍ଟ୍ରକୂଟ ବଂଶର ଶାସକ ଦ୍ଵିତୀୟ କ୍ରିଷ୍ଣ ନବମ ଶତାବ୍ଦୀରେ ନିର୍ମାଣ କରିଥିବା ଜଣାଯାଏ । ଏହାକୁ ଜୈନ ନାରାୟଣ ମନ୍ଦିର କୁହାଯାଉଛି । ତେବେ ଏହିସବୁ ମନ୍ଦିର ଭିତରେ ସବୁଠାରୁ ପ୍ରସିଦ୍ଧ ବିରୂପାକ୍ଷ ମନ୍ଦିର ଏବଂ ପ୍ରାଚୀନ ମନ୍ଦିର ହେଉଛି ସଙ୍ଗମେଶ୍ଵର ମନ୍ଦିର । ଚାଲୁକ୍ୟ ଶାସକ ବିକ୍ରମାଦିତ୍ୟଙ୍କ ପତ୍ନୀ ଲୋକମହାଦେବୀ ବିରୂପାକ୍ଷ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରରେ ଥିବା ଶିଳାଲିପିରୁ ଜଣାଯାଏ , ବିକ୍ରମାଦିତ୍ୟ ପଲ୍ଲଭ ଶାସକଙ୍କୁ ପରାଜିତ କରିବା ସହ କାଞ୍ଚି ଜୟ କରିଥିଲେ । ତାଙ୍କର ଏହି ବିଜୟ ଉପଲକ୍ଷେ ଲୋକମହାଦେବୀ ଉକ୍ତ ମନ୍ଦିର ନିର୍ମାଣ କରିଥିଲେ । ଏହା ଅଷ୍ଟମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିର୍ମାଣ କରାଯାଇଥିଲା । ସେହି ପରି ଚାଲୁକ୍ୟ ବଂଶର ଶାସକ ବିଜୟାଦିତ୍ୟ ସତ୍ୟାଶ୍ରୟ ସଙ୍ଗମେଶ୍ଵର ମନ୍ଦିର ନିର୍ମାଣ କରାଇଥିଲେ । ଏହି ମନ୍ଦିରରେ କାନ୍ଥରେ ଉଗ୍ରନରସିଂହ ଓ ନଟରାଜଙ୍କ ଚିତ୍ର ଦେଖିବାକୁ ମିଳେ ।

ଆଧାର

  1. "The Chalukyan magnificence". Retrieved 2009-03-05.
  2. "Pattadakal". Retrieved 2009-03-05.
  3. "World Heritage Sites - Pattadakal, Group of Monuments at Pattadakal (1987), Karnataka". Retrieved 2009-03-06.
  4. "Group of Monuments at Pattadakal" (PDF). Retrieved 2009-03-09.
  5. "SECTION – II, STATE PARTY: INDIA PROPERTY NAME: GROUP OF MONUMENTS AT PATTADAKAL" (PDF). Retrieved 2009-03-09.

ବାହାର ତଥ୍ୟ