"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°47′50″N 85°1′26″E / 20.79722°N 85.02389°E / 20.79722; 85.02389
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.3) (Robot: Adding ms:Anugul
୪୧ କ ଧାଡ଼ି: ୪୧ କ ଧାଡ଼ି:
== ଇତିହାସ ==
== ଇତିହାସ ==
==ଦର୍ଶନୀୟ ସ୍ଥାନ==
==ଦର୍ଶନୀୟ ସ୍ଥାନ==
=== ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ===
ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ମାଆ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ ୤<ref>{{cite web |url= http://www.odisha360.com/angul/budhi-thakuran/ |title=Budhi Thakurani |work=odisha360.com |year=2012 |quote=The temple of ‘Budhi Thakurani’ is situated on one side of Sunasagad hill, |accessdate=23 May 2012}}</ref>
ମନ୍ଦିରର ବାମ ପାର୍ଶ୍ଵରେ ମଦନମୋହନ, ଦକ୍ଷିଣ ପାର୍ଶ୍ଵରେ ଶିବପାର୍ବତୀ, ଗାୟତ୍ରୀ ଏବଂ ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଅଛି ୤ ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର [[ଜଗନ୍ନାଥ ମନ୍ଦିର, ଅନୁଗୋଳ|ଶୈଳଶ୍ରୀକ୍ଷେତ୍ର]] ୨୦୦୨ରେ ପ୍ରତିଷ୍ଠା କରାଯାଇଅଛି ୤ <ref>{{cite web |url= http://angul.nic.in/sailasrikhetra.htm |title=SAILASHREEKHETRA, ANGUL |work=angul.nic.in |year=2011 |quote= after completion of Pratistha Utsav on Dt.22.02.2002 |accessdate=23 May 2012}}</ref>
କିମ୍ବଦନ୍ତୀ ମତେ ସୁନାଶ ନାମକ ଜଣେ କନ୍ଧ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲା । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲା ୤ <ref>{{cite web |url= http://angul.nic.in/budhi.htm |title=BUDHI THAKURANI, LIVING GODDESS OF ANGUL |work=angul.nic.in |year=2011 |quote=The Kandha ruler placed this Budhi Thakurani and worshipped as his Esta Devi |accessdate=23 May 2012}}</ref>

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: [[ପଞ୍ଚୁପାଣ୍ଡବ]]ଙ୍କ ଅସ୍ତଶସ୍ତ୍ରକୁ ମା [[କୁନ୍ତୀ]] ସୁନାଶଗଡ଼ ପାହାଡ଼ ଭିତରେ ଲୁଚାଇ ନିଜେ ମାଆ ବୁଢ଼ୀ ବେଶରେ ପାହଡ଼ ସାମ୍ନାରେ ଜଗି ରହିଛନ୍ତି ୤
ମାଆ ବୁଢ଼ୀଠାକୁରାଣୀଙ୍କୁ ପ୍ରତିଦିନ ବିଧି ଅନୁସାରେ ଶାବରମତରେ ପୂଜାପାଠ କରାଯାଉଅଛି ୤ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ମାଆଙ୍କର ଜନ୍ମଦିନ ପାଳନ କରାଯାଏ ୤ ନାରାୟଣ ସାଗର ଓ ଚନ୍ଦନ ପୋଖରୀର ଜଳ ଆଣି ମାଆଙ୍କର ସ୍ନାନ ବିଧି ସମ୍ପନ୍ନ କରାଯାଇ ସୁନାବେଶରେ ସଜ୍ଜିତ କରାଯାଏ ୤

== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

୧୩:୪୨, ୧୦ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ


ଅନୁଗୋଳ
—  ସହର  —
ଅନୁଗୋଳ
ଅନୁଗୋଳର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°47′50″N 85°1′26″E / 20.79722°N 85.02389°E / 20.79722; 85.02389
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଅନୁଗୋଳ
ପାଖ ସହର କଟକ, ଭୁବନେଶ୍ଵର
ସଂସଦ ସମ୍ବଲପୁରଢେଙ୍କାନାଳ
ପୁରୁଷ-ନାରୀ ଅନୁପାତ ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା /
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• Coastline


0 kilometres (0 mi)

ପାଣିପାଗ

ତାପମାତ୍ରା
• ଗରମ ଦିନ
• ଶୀତ ଦିନ

ପାଣିପାଗ ଅନୁସାରେ (କୋପିଆନ)

     50 °C (122 °F)
     10 °C (50 °F)

କୋଡ଼

ଜନଗଣନା

୨୦୦୧ ଜଣଗଣନା ଅନୁସାରେ,[୧] ଅନୁଗୋଳର ଲୋକସଂଖ୍ୟା ୩୮,୦୨୨ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୋଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।

ଇତିହାସ

ଦର୍ଶନୀୟ ସ୍ଥାନ

ଆଧାର

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.

ବାହାର ଆଧାର