"ବଣି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Makecat-bot (ଆଲୋଚନା | ଅବଦାନ) ଟିକେ r2.7.3) (Robot: Adding id:Kerak ungu |
LaaknorBot (ଆଲୋଚନା | ଅବଦାନ) ଟିକେ r2.7.3rc2) (Robot: Adding nn:Hyrdestare |
||
୫୪ କ ଧାଡ଼ି: | ୫୪ କ ଧାଡ଼ି: | ||
[[my:ဆက်ရက်]] |
[[my:ဆက်ရက်]] |
||
[[nl:Treurmaina]] |
[[nl:Treurmaina]] |
||
[[nn:Hyrdestare]] |
|||
[[pl:Majna brunatna]] |
[[pl:Majna brunatna]] |
||
[[pt:Acridotheres tristis]] |
[[pt:Acridotheres tristis]] |
୦୫:୧୩, ୫ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ବଣି | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordate |
ବର୍ଗ: | bird |
ଗଣ: | Passeriformes |
କୁଳ: | Sturnidae |
ପ୍ରଜାତି: | Acridotheres |
ଜାତି: | A. tristis |
ବାଇନୋମିଆଲ ନାମ | |
Acridotheres tristis Carolus Linnaeus
|
ସମଗ୍ର ଓଡ଼ିଶାରେ ବଣି ଦେଖାଯାଆନ୍ତି । ବଣି ଜଙ୍ଗଲରେ ବାସ କରିବାକୁ ଭଲପାଆନ୍ତିନାହିଁ । ସାଧାରଣତଃ ଜନବସତି ଅଞ୍ଚଳରେ ଥିବା ଗଛମାନଙ୍କରେ ନୀଡ଼ ବାନ୍ଧନ୍ତି । ବିଦ୍ୟୁତ୍ ଖୁଣ୍ଟ, ଘରର ପାରାପେଟି ଆଦିରେ ମଧ୍ୟ ବଣିମାନେ ରହୁଥିବା ଦେଖାଯାଏ । ପୋକଜୋକ, ଫଳ, ମଣିଷର ଖାଦ୍ୟର ଅବଶେଷ, ଶସ୍ୟ କଣିକା ଉପରେ ବଣିମାନେ ନିର୍ଭରଶୀଳ । ରଙ୍ଗ ଓ ଆକାର ଦୃଷ୍ଟିରୁ ମାଈ ଓ ଅଣ୍ଡିରା ବଣି ଉଭୟ ସମାନ । ବଣିମାନେ ସାଧାରଣତଃ ଗ୍ରୀଷ୍ମ ଋତୁରେ ବସା ବାନ୍ଧନ୍ତି । ମାଈବଣି ଥରକେ ୪-୫ଟି ଗାଢ଼ ନୀଳରଙ୍ଗର ଡିମ୍ବ ପାରିଥାଏ । 'କିକ୍-କିକ୍-କିକ୍' ଶବ୍ଦରୁ ବଣିଙ୍କ ଉପସ୍ଥିତି ବାରିହୋଇପଡେ । ବଣିମାନେ ଯୋଡ଼ି ଯୋଡ଼ି ବୁଲିବାକୁ ପସନ୍ଦ କରନ୍ତି । ଯୋଡ଼ିବଣି ଦେଖିବା ଶୁଭ ବୋଲି ଓଡ଼ିଆଙ୍କ ବିଶ୍ଵାସ । [୧]
ଆଧାର
ଅଧିକ ତଥ୍ୟ
ବଣି ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିଜାତିରେ ଜାତି ସୂଚି Acridotheres tristis |
- ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଣି ସମ୍ପର୍କିତ ତଥ୍ୟ
- Common Myna videos, photos & sounds on the Internet Bird Collection
- (Indian Myna =) Common Myna - Species text in The Atlas of Southern African Birds.
- Indian Myna Control Handbook
- "Acridotheres tristis". Integrated Taxonomic Information System. Retrieved 23 February 2009.
- Common Myna video on Wild Sri Lanka
- ANU Indian Common Myna page about Mynas as an invasive species in Australia and what can be done to control them