"ଜବାହରଲାଲ ନେହେରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding as:জৱাহৰলাল নেহৰু
୮୩ କ ଧାଡ଼ି: ୮୩ କ ଧାଡ଼ି:
[[ar:جواهر لال نهرو]]
[[ar:جواهر لال نهرو]]
[[arz:جواهرلال نيهرو]]
[[arz:جواهرلال نيهرو]]
[[as:জৱাহৰলাল নেহৰু]]
[[az:Cəvahirləl Nehru]]
[[az:Cəvahirləl Nehru]]
[[bat-smg:Džavaharlals Neru]]
[[bat-smg:Džavaharlals Neru]]

୦୨:୩୦, ୫ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଜବାହରଲାଲ ନେହେରୁ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୨୭ ମଇ ୧୯୬୪
Monarchକିଙ୍ଗ ଜର୍ଜ ୬ (୨୬ ଜାନୁଆରୀ ୧୯୫୦)
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦସର୍ବପଲ୍ଲୀ ରାଧାକୃଷ୍ଣନ
Governor-GeneralLouis Mountbatten
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ବୈଦେଶିକ ବ୍ୟାପାର ମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ୧୯୪୭ – ୨୭ ମଇ ୧୯୬୪
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ଅର୍ଥମନ୍ତ୍ରି
କାର୍ଯ୍ୟକାଳ
୮ ଅକ୍ଟୋବର ୧୯୫୮ – ୧୭ ନଭେମ୍ବର ୧୯୫୯
ପୂର୍ବ ଅଧିକାରୀଟି. ଟି. କୃଷ୍ଣମଚାରି
ପର ଅଧିକାରୀମୋରାରଜି ଦେଶାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୪ ନଭେମ୍ବର ୧୮୮୯
ଇଲାହାବାଦ, United Provinces, ବ୍ରିଟିଶ ରାଜ
ମୃତ୍ୟୁ୨୭ ମଇ ୧୯୬୪ (ବୟସ ୭୪')
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକମଳା ନେହରୁ
ସନ୍ତାନଇନ୍ଦିରା ଗାନ୍ଧୀ
ଶିକ୍ଷାନୁଷ୍ଠାନଟ୍ରିନିଟି କଲେଜ, କେମ୍ବ୍ରିଜ
ପେଷାବାରିଷ୍ଟର
ସନ୍ତକ

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ୤ ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା ୤ ସେ ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ୤ ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ୤

ଆଧାର

ଅଧିକ ତଥ୍ୟ