"ଚାଣକ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Infobox settlement, ବାହାର ତଥ୍ୟ, ସଜାଣି
୮୧ କ ଧାଡ଼ି: ୮୧ କ ଧାଡ଼ି:
[[nn:Kautilya]]
[[nn:Kautilya]]
[[oc:Chanakya]]
[[oc:Chanakya]]
[[or:ଚାଣକ୍ୟ]]
[[pnb:کوٹلیہ چانکیہ]]
[[pnb:کوٹلیہ چانکیہ]]
[[pl:Ćanakja Kautilja]]
[[pl:Ćanakja Kautilja]]

୧୬:୦୭, ୧୧ ଡିସେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଚାଣକ୍ୟ
An artist's imagination of Chanakya
ଜନ୍ମc. 370 BCE
ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ
ମୃତ୍ୟୁc. 283 BCE
ପାଟଳୀପୁତ୍ର
ଅନ୍ୟ ନାମକୈଟିଲ୍ୟ, ବିଷ୍ଣୁଗୁପ୍ତ
ଶିକ୍ଷାନୁଷ୍ଠାନତକ୍ଷଶିଳା
ବୃତ୍ତି(ସମୂହ)Professor and royal advisor
ପ୍ରସିଦ୍ଧିFoundation of the ମୌର୍ଯ୍ୟ ସାମ୍ରାଜ୍ୟ
ଉଲ୍ଲେଖନୀୟ କୃତିଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି

ଚାଣକ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831) ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।

ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସ ର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।

ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।

ଜନ୍ମ

କୃତିତ୍ତ୍ଵ

ଆଧାର

ବାହାର ତଥ୍ୟ

  • [୧] Chanakya (Kautilya): Arthashastra, Chanakya Niti, Chanakya Sutras: Full text Sanskrit, and translations