"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଫଟୋ
ଟିକେ removed Category:କଟକ using HotCat
୭୮ କ ଧାଡ଼ି: ୭୮ କ ଧାଡ଼ି:
[[ଶ୍ରେଣୀ:ଜୀବନ୍ତ ମଣିଷ]]
[[ଶ୍ରେଣୀ:ଜୀବନ୍ତ ମଣିଷ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:କଟକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ନୟାଗଡ଼ର ଲୋକ]]
[[ଶ୍ରେଣୀ:ନୟାଗଡ଼ର ଲୋକ]]

୧୭:୫୮, ୨୦ ନଭେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଶରତ ପୂଜାରୀ
Born
ଶରତ ପୂଜାରୀ

(1934-08-08)୮ ଅଗଷ୍ଟ ୧୯୩୪



(୭୭ ବର୍ଷ)
Occupationଅଭିନେତା (ଓଡ଼ିଆ)
Years active୬୦ ଦଶକ-ଏବେଯାଏଁ

ଶରତ ପୂଜାରୀ ଜଣେ ଖ୍ୟାତନାମା ଓଡ଼ିଆ ସିନେ ଅଭିନେତା । ତାଙ୍କର ଜନ୍ମ ୮ ଅଗଷ୍ଟ ୧୯୩୪ରେ ଓଡ଼ିଶାର ନୟାଗଡ଼ ଜିଲାରେ ହୋଇଥିଲା ।

ସେ ୬୦ ଦଶକର ଆରମ୍ଭରୁ ଏବେ ଯାଏଁ ଓଡ଼ିଆ ସିନେମା ଜଗତରେ ଜଣେ ସକ୍ରିୟ ଅଭିନେତା ଭାବରେ ଅନେକ ସଫଳ ଚଳଚ୍ଚିତ୍ରର ଅଭିନୟ କରିସାରିଛନ୍ତି ।

ଶିକ୍ଷା ଓ ପ୍ରାରମ୍ଭିକ ଜୀବନ

ତାଙ୍କର ବାଳଶିକ୍ଷା ଓଡ଼ିଶାର ଅନେକ ସ୍କୁଲରେ ସରିଥିଲା । ତାହାପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ ।[୧]

ଅଭିନୀତ ଓଡ଼ିଆ କଥାଚିତ୍ର

ସିନେମା ନାଆଁ ଚରିତ୍ର ଭୂମିକା ବର୍ଷ
ମାଟିର ମଣିଷ ବରଜୁ ଅଭିନେତା ୧୯୬୬
କା ଅଭିନେତା ୧୯୬୬
ଅରୁନ୍ଧତୀ ମନୋଜ ଅଭିନେତା ୧୯୬୭
ତଅପୋଇ ନିର୍ଦ୍ଦେଶକ ୧୯୭୮
ଅଶାନ୍ତ ଗ୍ରହ ଶରତ ଅଭିନେତା-ନିର୍ଦ୍ଦେଶକ ୧୯୮୨
ଅସ୍ତରଙ୍ଗ ନିର୍ଦ୍ଦେଶକ ୧୯୮୨
ଅନ୍ଧ ଦିଗନ୍ତ ଅଭିନେତା ୧୯୮୮
ଭୂଖା ଅଭିନେତା ୧୯୮୯
ଦୃଷ୍ଟି ଅଭିନେତା ୧୯୯୦
ଅରଣ୍ୟ ରୋଦନ ଅଭିନେତା ୧୯୯୨
ଆରଣ୍ୟକ ରାଜା ସାହେବ ଅଭିନେତା ୧୯୯୪
ଶେଷ ଦୃଷ୍ଟି କେଦାର ବାବୁ ଅଭିନେତା ୧୯୯୭
ଶୂନ୍ୟସ୍ୱରୂପ ଅଭିନେତା ୧୯୯୭
ନୂଆ ବୋଉ ପ୍ରଯୋଜକ, ଅଭିନେତା ୧୯୬୨

ପୁରସ୍କାର ଓ ସମ୍ମାନ

ଆଧାର

ବାହାର ଆଧାର