"ହି‌ଗ୍‌ସ୍‌ ବୋଷନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ r2.7.3rc2) (Robot: Adding se:Higgsa boson
୯୩ କ ଧାଡ଼ି: ୯୩ କ ଧାଡ଼ି:
[[ru:Бозон Хиггса]]
[[ru:Бозон Хиггса]]
[[scn:Bosoni di Higgs]]
[[scn:Bosoni di Higgs]]
[[se:Higgsa boson]]
[[sh:Higgsov bozon]]
[[sh:Higgsov bozon]]
[[simple:Higgs Boson]]
[[simple:Higgs Boson]]

୨୧:୪୩, ୧୭ ନଭେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ


ହି‌ଗ୍‌ସ୍‌ ବୋଷନ
ହି‌ଗ୍‌‌ସ‌୍ ବୋଷନର ଉପସ୍ଥିତିର ଆଭାସ ମିଳୁଛି । ଦୁଇଟି ପ୍ରୋଟୋନ ମଧ୍ୟରେ ଧକ୍କା ପରେ, ଏହା ସାଙ୍ଗେ ସାଙ୍ଗେ ଦୁଇଟି ହଡ୍ରୋନ ଜେଟ୍ ଓ ଦୁଇଟି ଇଲେକ୍‌ଟୋ‌ନ୍ ଭାବେ କ୍ଷୟ ହେଉଛି ।.[୧]
ଗଠନମୌଳିକ କଣିକା (Elementary particle)
ପରିସଂଖ୍ୟାନବୋଷୋନିକ (Bosonic)
ପ୍ରତୀକH0
ଆବିଷ୍କାରଜୁଲାଇ ୪ , ୨୦୧୨ (ଆନୁମାନିକ)

ହି‌ଗ୍‌ସ୍‌ ବୋଷନ ବା ହି‌ଗ୍‌ସ୍‌ କଣିକା ହେଉଛି , କଣିକା-ଭୌତିକ ବିଜ୍ଞାନ (particle physics)ରେ ବ୍ୟବହୃତ ଏକ ମୌଳିକ କଣିକା । ତତ୍ତ୍ଵିକ ଗବେଷଣା ଦ୍ଵାରା ଏହାର ଉପସ୍ଥିତି ଜଣାପଡେ । ବର୍ତ୍ତମାନ ବିଶାଳ ହାର୍ଡୋନ କୋଲାଇଡ଼ର ଦ୍ଵାରା ଏହାର ଉପସ୍ଥିତି ଜାଣିବା ପାଇଁ ଚେଷ୍ଟା ଚାଲିଛି ।

ଇତିହାସ

ତତ୍ତ୍ଵିକ ଧର୍ମ

ଉତ୍ପାଦନ

କ୍ଷୟ

ଆଧାର

  1. Note that such events also occur due to other processes. Detection involves a statistically significant excess of such events at specific energies.

ବାହାର ତଥ୍ୟ


ଅଧିକ ପଢନ୍ତୁ