"ଆଦିଶଙ୍କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ r2.7.3) (Robot: Modifying sk:Áčarja Šankara to sk:Ádi Šankara
୯୫ କ ଧାଡ଼ି: ୯୫ କ ଧାଡ଼ି:
[[sh:Adi Shankara]]
[[sh:Adi Shankara]]
[[simple:Adi Shankara]]
[[simple:Adi Shankara]]
[[sk:Áčarja Šankara]]
[[sk:Ádi Šankara]]
[[sv:Adi Shankara]]
[[sv:Adi Shankara]]
[[ta:ஆதி சங்கரர்]]
[[ta:ஆதி சங்கரர்]]

୧୧:୪୫, ୭ ନଭେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଆଦି ଶଙ୍କରାଚାର୍ଯ୍ୟ
आदिशङ्कराचार्यः
ଆଦି ଶଙ୍କର ଶିଷ୍ୟମାନଙ୍କ ସହିତ
ଜନ୍ମଶଙ୍କର
୭୮୮ ଖ୍ରୀଷ୍ଟାବ୍ଦ
କାଲାଡି ଗ୍ରାମ,ଚେର ସାମ୍ରାଜ୍ୟ
(ବର୍ତମାନର କେରଳ,ଭାରତ)
ମୃତ୍ୟୁ୮୨୦ ଖ୍ରୀଷ୍ଟାବ୍ଦ[୧]
କେଦାରନାଥ,ପାଳ ସାମ୍ରାଜ୍ୟ
(ବର୍ତମାନର ଉତ୍ତରାଖଣ୍ଡ ,ଭାରତ)
ଉପାଧି/ ସମ୍ମାନହିନ୍ଦୁ ଧର୍ମର ପୁନଃ ସ୍ଥାପନା,ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା,ବେଦାନ୍ତ ପ୍ରଚାର
ଗୁରୁଗୋବିନ୍ଦ ଭଗବଦ୍ ପାଦ
ଦର୍ଶନଅଦୈତ୍ଵ ବେଦାନ୍ତ
ବାଣୀବ୍ରହ୍ମ ସତ୍ୟ ,ଜଗତ୍ ମିଥ୍ୟା ଓ ଜୀବ-ବ୍ରହ୍ମ ଅଭେଦ


ଆଦି ଶଙ୍କର (ସଂସ୍କୃତ : आदिशङ्करः) (୭୮୮- ୮୨୦ ଖ୍ରୀଷ୍ଟାବ୍ଦ) ଏକାଧାରରେ ଜଗତର ଅନ୍ୟତମ ଧର୍ମଗୁରୁ ,ଦାର୍ଶନିକ,ସମାଜ ସଂସ୍କାରକ ଓ ବେଦାନ୍ତର ମୂଖ୍ୟ ପ୍ରବକ୍ତା । ସେ ଆଦି ଶଙ୍କର ଓ ଶଙ୍କର ଭଗବତ୍ ପାଦ ନାମରେ ମଧ୍ୟ ପରିଚିତ । ଅଦ୍ମୈତ ବେଦାନ୍ତ ର ଶେଷ୍ଠ ପ୍ରବକ୍ତା ରୂପରେ ସେ ବିଶ୍ଵର ଦାର୍ଶନିକ ମଣ୍ଡଳୀରେ ସ୍ଵୀକୃତ ଓ ସମାଦୃତ । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଧର୍ମର ପୁନଃ ସ୍ଥାପନା ଏବଂ ସମାଜ ସଂସ୍କାରରେ ତାଙ୍କର ଦାନ ଅତୂଳନୀୟ [୨]

ଜୀବନୀ

ଆଧାର

  1. Sharma, Chandradhar (1962). "Chronological Summary of History of Indian Philosophy". Indian Philosophy: A Critical Survey. New York: Barnes & Noble. p. vi.
  2. ଆଚାର୍ଯ୍ୟ ଶଙ୍କର,ସ୍ଵାମୀ

ଅଧିକ ତଥ୍ୟ