ବିରାଟ କୋହଲୀ

ଉଇକିପିଡ଼ିଆ‌ରୁ
ବିରାଟ କୋହଲୀ
ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବିରାଟ କୋହଲୀ,ଜାନୁଆରୀ ୨୦୧୫
ବ୍ୟକ୍ତିଗତ ତଥ୍ୟ
ନାମବିରାଟ କୋହଲୀ
ଜନ୍ମ (1988-11-05) ୫ ନଭେମ୍ବର ୧୯୮୮ (ବୟସ ୩୫)
ଦିଲ୍ଲୀ, ଭାରତ
ଡାକ ନାମଚୀକୁ
ଉଚ୍ଚତା1.75 m (5 ft 9 in)
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ମିଡିଅମ
ଭୂମିକାବ୍ୟାଟ୍ସମ୍ୟାନ, ଭାରତୀୟ ଟେଷ୍ଟ ଅଧିନାୟକ
ୱେବସାଇଟwww.viratkohli.club
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୨୬୯)୨୦ ଜୁନ ୨୦୧୧ v ୱେଷ୍ଟଇଣ୍ଡିଜ
ଶେଷ ଟେଷ୍ଟ୨୪ ଜାନୁଆରି ୨୦୧୮ v ଦକ୍ଷିଣ ଆଫ୍ରିକା
ପ୍ରଥମ ଦିନିକିଆ (cap ୧୭୫)୧୮ ଅଗଷ୍ଟ ୨୦୦୮ v ଶ୍ରୀଲ‍ଙ୍କା
ଶେଷ ଦିନିକିଆ୧୬ ଫେବୃଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା
ଦିନିକିଆ ଜାମା ନମ୍ବର୧୮
ପ୍ରଥମ ଟି୨୦ (cap ୩୧)୧୨ ଜୁନ ୨୦୧୦ v ଜିମ୍ବାୱେ
ଶେଷ ଟି୨୦୭ ନଭେମ୍ବର ୨୦୧୭ v ନ୍ୟୁଜିଲାଣ୍ଡ
ଘରୋଇ ଦଳ ତଥ୍ୟ
YearsTeam
୨୦୦୬–ବର୍ତ୍ତମାନଦିଲ୍ଲୀ
୨୦୦୮–ବର୍ତ୍ତମାନରୟାଲ ଚ୍ୟାଲେ‌‌‍ଞର୍ସ ବାଙ୍ଗାଲୋର
Career statistics
ପ୍ରତିଯୋଗିତା ଟେଷ୍ଟ ଓଡ଼ିଆଇ ଏଫସି ଏଲଏ
ମ୍ୟାଚ ସଂଖ୍ୟା ୬୬ ୨୦୮ ୯୮ ୨୩୮
ମୋଟ ରନ ୫,୫୫୪ ୯,୫୮୮ ୭,୮୦୩ ୧୦,୬୩୦
ବ୍ୟାଟିଂ ହାର ୫୩.୪୦ ୫୮.୧୦ ୫୩.୮୧ ୫୫.୦୭
ଶତକ/ଅର୍ଦ୍ଧଶତକ ୨୧/୧୬ ୩୫/୪୬ ୨୮/୨୪ ୩୭/୫୩
ସର୍ବାଧିକ ରନ ୨୪୩ ୧୮୩ ୨୪୩ ୧୮୩
ବଲ ସଂଖ୍ୟା ୧୬୩ ୬୪୧ ୬୩୧ ୭୦୫
ଉଇକେଟ
ବୋଲିଂ ହାର ୧୬୬.୨୫ ୧୧୦.୦୦ ୧୮୧.୫୦
ଇନିଙ୍ଗସରେ ୫ଟି ଉଇକେଟ 0
ମ୍ୟାଚରେ ୧୦ଟି ଉଇକେଟ n/a n/a
ସବୁଠୁ ଭଲ ବୋଲିଂ n/a ୧/୧୫ ୧/୧୯ ୧/୧୫
କ୍ୟାଚ/ଷ୍ଟମ୍ପିଙ୍ଗ ୬୩/– ୧୦୦/– ୯୪/– ୧୧୩/–
Source: ESPNcricinfo, ୧୭ ଫେବୃଆରୀ ୨୦୧୮

ବିରାଟ କୋହଲୀ (ଉଚ୍ଚାରଣ ; ଜନ୍ମ ୫ ନଭେମ୍ବର ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ଦକ୍ଷ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ । ସେ ମଧ୍ୟମ ଗତିର କାମଚଳା ବୋଲିଂ ମଧ୍ୟ କରନ୍ତି । ସେ ଭାରତୀୟ ଟେଷ୍ଟ ଦଳ, ଦିନିକିଆ ଦଳ ଓ ଟି୨୦ ଦଳର ଅଧିନାୟକ ଥିଲେ । ସେ ଆଇପିଏଲ ଦଳ ରୟାଲ ଚାଲେଞ୍ଜର ବାଙ୍ଗାଲୋରର ଅଧିନାୟକ ଥିଲେ ।[୧]

କ୍ୟାରିୟର[ସମ୍ପାଦନା]

ଉନ୍ନତ ପ୍ରଦର୍ଶନଦ୍ୱାରା ଦିଲ୍ଲୀକୁ ପ୍ରତିନିଧିତ୍ୱ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ଓ ସେ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ । କିଛି ମାସ ପରେ ତାଙ୍କୁ ଶ୍ରୀଲଙ୍କା ସହ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନଦ୍ୱାରା ସେ ୨୦୧୧ ବିଶ୍ୱକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । କିଙ୍ଗଷ୍ଟନଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ବିସିସିଆଇରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି ।

ଆଧାର[ସମ୍ପାଦନା]

  1. Worthidea (2023-10-17). "Virat Kohli Net Worth - Salary, Investments, Income in Rupees". Worth Idea (in ଆମେରିକୀୟ ଇଂରାଜୀ). Archived from the original on 2023-11-22. Retrieved 2023-11-22.

[୧] [୨]

  1. http://www.espncricinfo.com/india/content/player/253802.
  2. https://www.theguardian.com/sport/virat-kohli