ପି. ଭି. ସିନ୍ଧୁ
ପି. ଭି. ସିନ୍ଧୁ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ ନାମ | ପୁସାରଳା ଭେଙ୍କଟ ସିନ୍ଧୁ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | [୧] ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ, ଭାରତ (ଅଧୁନା ତେଲଙ୍ଗାନା), ଭାରତ[୨] | ୫ ଜୁଲାଇ ୧୯୯୫||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | ୧.୭୯ ମି.[୩] | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଓଜନ | ୬୫ କିଗ୍ରା[୩] | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ସକ୍ରିୟ କାଳ | ୨୦୧୧–ବର୍ତ୍ତମାନ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | ଡାହାଣ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ମହିଳା ସିଙ୍ଗଲ୍ସ | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ସର୍ବୋଚ୍ଚ ରାଙ୍କ | ୨ (7 April 2017[୫]) | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
ବର୍ତ୍ତମାନ ରାଙ୍କ | 7 (23 March 2021[୬]) | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
Title(s) | ୧୫ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
Medal record
| |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
BWF Profile |
ପୁସାରଳା ଭେଙ୍କଟ ସିନ୍ଧୁ (ଜନ୍ମ ୫ ଜୁଲାଇ ୧୯୯୫) ଜଣେ ଭାରତୀୟ ପେଶାଦାର ବ୍ୟାଡମିଣ୍ଟନ ଖେଳାଳୀ । ନିଜ କ୍ୟାରିୟରରେ ସିନ୍ଧୁ ଅଲିମ୍ପିକ୍ସ ସମେତ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଏବଂ ୨୦୧୯ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ସମେତ ବିଡବ୍ଲୁଏଫ ସର୍କିଟରେ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନ ହେବାରେ ସେ ପ୍ରଥମ ଭାରତୀୟ ଏବଂ ଅଲିମ୍ପିକ୍ ଗେମ୍ସରେ କ୍ରମାଗତ ଦୁଇଟି ପଦକ ଜିତିବାରେ ଭାରତର ଦ୍ୱିତୀୟ କ୍ରୀଡ଼ାବ୍ୟକ୍ତିତ୍ୱ ।[୭] ସେ ୨୦୧୭ ଏପ୍ରିଲରେ ବିଶ୍ୱସ୍ତରରେ ୨ୟ ସ୍ଥାନକୁ ଯାଇ ନିଜ କ୍ୟାରିୟରର ଉଚ୍ଚତମ ସୋପାନରେ ପହଞ୍ଚିଥିଲେ ।[୮]
ସିନ୍ଧୁ ୨୦୧୨ ସେପ୍ଟେମ୍ବରରେ ୧୭ ବର୍ଷ ବୟସରେ ବିଡବ୍ଲୁଏଫ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୨୦ ସ୍ତରରେ ପ୍ରବେଶ କରିଥିଲେ ।[୯] ୨୦୧୩ରୁ ଆରମ୍ଭ କରି ସେ ୨୦୧୫କୁ ବାଦ ଦେଲେ ପ୍ରତ୍ୟେକ ବିଶ୍ୱ ଚାମ୍ପିଅନସିପରେ ସେ ପଦକ ଜିଣିଥିଲେ । ବିଶ୍ୱ ଚାମ୍ପିଅନସିପରେ ପାଞ୍ଚ କିମ୍ବା ଅଧିକ ପଦକ ଜିତିବାରେ ସେ ଜାଙ୍ଗ ନିଙ୍ଗଙ୍କ ପରେ ସେ ଦ୍ୱିତୀୟ ମହିଳା । ସେ ୨୦୧୬ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ (ରିଓ) ଭାରତର ପ୍ରତିନିଧିତ୍ୱ କରି ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇଥିଲେ । ସ୍ପେନର କାରୋଲିନା ମାରିନଙ୍କୁ ହରାଇ ସେ ରୌପ୍ୟ ପଦକ ଜିତିଥିଲେ ।[୧୦] ସେ ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ (ଟୋକିଓ) କ୍ରମାଗତ ଭାବେ ଦ୍ୱିତୀୟ ଥର ଅଲିମ୍ପିକରେ ଯୋଗଦେଇ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ଦୁଇଟି ଅଲିମ୍ପିକ୍ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ।[୧୧][୧୨]
ପ୍ରାରମ୍ଭିକ ଜୀବନ ଓ ଅଭ୍ୟାସ
[ସମ୍ପାଦନା]ପୁସାରଳା ଭେଙ୍କଟ ସିନ୍ଧୁ[୧୩] ଭାରତର ହାଇଦ୍ରାବାଦଠାରେ ପି ଭି ରମଣ ଏବଂ ପି ବିଜୟାଙ୍କ କନ୍ୟା ଭାବେ ଜନ୍ମଗ୍ରହଣ କରିଥିଲେ ।[୧୪] ରମଣ ଭାରତୀୟ ରେଳବାଇର ଜଣେ କର୍ମଚାରୀ ଥିଲେ ଓ ତେଲେଙ୍ଗାନାର ନିର୍ମଳାଠାରେ ଜନ୍ମଗ୍ରହଣ କରିଥିବାବେଳେ ବିଜୟା ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜନ୍ମଗ୍ରହଣ କରିଥିଲେ ।[୧୫] ତାଙ୍କ ପିତାମାତା ଉଭୟ ଜାତୀୟ ସ୍ତରର ଭଲିବଲ ଖେଳାଳି ଥିଲେ । ତାଙ୍କ ପିତା ରମଣ ୧୯୮୬ ସିଓଲ ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଭଲିବଲ ଦଳର ସଦସ୍ୟା ଥିଲେ । ୨୦୦୦ ମସିହାରେ କ୍ରୀଡ଼ାରେ ତାଙ୍କର ଅବଦାନ ପାଇଁ ସେ ଅର୍ଜୁନ ପୁରସ୍କାର ପାଇଥିଲେ ।[୧୬]
ଆଧାର
[ସମ୍ପାଦନା]- ↑ "PUSARLA V. Sindhu | Profile". bwfbadminton.com.
- ↑ "PV Sindhu Profile, Stats, Record: PV Sindhu goes after converting bronze medal to gold". 29 March 2018.
- ↑ ୩.୦ ୩.୧ "P. V. Sindhu Bio, Stats, and Results". Olympics at Sports-Reference.com (in ଇଂରାଜୀ). Archived from the original on 18 April 2020. Retrieved 10 April 2020.
- ↑ "I don't have any differences with Gopichand, says PV Sindhu". The Times of India. 15 February 2021. Retrieved 27 June 2021.
- ↑ "World No 2 on 7th April 2017 -". www. bwflive.tournamentsoftware.com.
- ↑ "Current Ranking -". www. bwflive.tournamentsoftware.com.
- ↑ "PV Sindhu joins select group of repeat medalists with Tokyo 2020 bronze". Olympic Games. August 1, 2021. Retrieved August 1, 2021.
{{cite news}}
: CS1 maint: url-status (link) - ↑ "WHO IS PV SINDHU". Business Standard India. Retrieved 3 August 2020.
- ↑ "Sindhu breaks into world top 20 ranking". The Hindu. Chennai, India. 21 September 2012. Retrieved 21 September 2012.
- ↑ "PV Sindhu Scripts History, Becomes First Indian Woman To Win Olympic Silver Medal". indiatimes.com. Retrieved 20 August 2016.
- ↑ "PV Sindhu joins select group of repeat medalists with Tokyo 2020 bronze". Olympic Games. August 1, 2021. Retrieved August 1, 2021.
{{cite news}}
: CS1 maint: url-status (link) - ↑ "PV Sindhu wins bronze medal to create history for India at Tokyo Olympics". Hindustan Times (in ଇଂରାଜୀ). 2021-08-01. Retrieved 2021-08-01.
- ↑ "P. V. Sindhu -". www. bwflive.tournamentsoftware.com.
- ↑ "P. V. Sindhu -". www. bwflive.tournamentsoftware.com.
- ↑ P, Ashish (20 August 2016). "Who does PV Sindhu belong to? Telangana and Andhra Pradesh in bitter fight". India Today (in ଇଂରାଜୀ). Retrieved 2021-07-31.
{{cite web}}
: CS1 maint: url-status (link) - ↑ "Boys and girls with golden dreams". Deccan Chronicle. 30 December 2009. Archived from the original on 14 December 2018. Retrieved 20 October 2010.