ନିମାଇଁ ପଟ୍ଟନାୟକ
ଦେଖଣା
ନିମାଇଁ ପଟ୍ଟନାୟକ | |
---|---|
ଜନ୍ମ | ୧୯୩୭ ବଉଳ ସାହି, ନୟାଗଡ |
ମୃତ୍ୟୁ | ୨୦୧୪ |
ଜାତୀୟତା | ଭାରତୀୟ |
ଶିକ୍ଷା | ଓଡ଼ିଆ ସାହିତ୍ୟରେ ଏମ.ଏ. |
ବୃତ୍ତି | ଅଧ୍ୟାପନା |
ପୁରସ୍କାର | ଝଙ୍କାର ପୁରସ୍କାର |
ନିମାଇଁ ପଟ୍ଟନାୟକ (୧୯୩୭-୨୦୧୪) ଜଣେ ଓଡ଼ିଆ ଅଧ୍ୟାପକ, କବି, ଗାଳ୍ପିକ, ସାହିତ୍ୟ ସମାଲୋଚକ ଥିଲେ [୧]।
ପ୍ରକାଶିତ ପୁସ୍ତକ
[ସମ୍ପାଦନା]ଗଳ୍ପ ସଂକଳନ
[ସମ୍ପାଦନା]- ପଦ୍ମ ତୋଳା - ୧୯୬୬ (ଫ୍ରେଣ୍ଡସ ପବ୍ଲିସରସ, କଟକ)
- ଅନ୍ଧାରର ମୁହଁ - ୧୯୬୬ (ଫ୍ରେଣ୍ଡସ ପବ୍ଲିସରସ, କଟକ)
- ନୀଳ ସପନର ଅଭିଷେକ - ୨୦୦୧ (ଫ୍ରେଣ୍ଡସ ପବ୍ଲିସରସ, କଟକ)
- ନିଜ ସହ ନିଜର ସମ୍ପର୍କ - ୨୦୦୨ (ବିଦ୍ୟା ପ୍ରକାଶନ, କଟକ)[୨]
- ନିଧୂନିତ ନିନାଦ - ୨୦୦୬(ଚନ୍ଦ୍ରମଣି ପଟ୍ଟନାୟକ, ଖୋର୍ଦ୍ଧା)
ଅନ୍ୟାନ୍ୟ
[ସମ୍ପାଦନା]- ସମସାମୟିକ କ୍ଷୁଦ୍ରଗଳ୍ପ - ୧୯୭୨ (ଉମା ପ୍ରକାଶିନୀ, କଟକ)
- ଅମୂର୍ତ୍ତ ମନର ମୂର୍ତ୍ତ ଭାସ୍କର - ୨୦୦୭ (ନୟାଗଡ଼ ଦାରୁଭୂତ ସାଂସ୍କୃତିକ ପରିଷଦ)
- ବଂଶୀସ୍ୱନ - ୨୦୦୪(ବାଲେଶ୍ୱର ଅଭିଷେକ ପ୍ରକାଶନୀ)
- ଧରଣୀ ଆଖିରେ ଲୁହ - ୨୦୧୪ (ଜ୍ଞାନଦୀପ ପବ୍ଲିକେଶନ,କଟକ)
- ମହାଦୀପ - ୨୦୦୫ (ପ୍ରତିମା ପଟ୍ଟନାୟକ, କଟକ)[୩]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୪]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ ମିଶ୍ର, ଗଣେଶ୍ୱର (2007). ସ୍ୱାଧୀନତ ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ର ଗଳ୍ପ (ପ୍ରଥମ ed.). ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ, ଇଣ୍ଡିଆ. p. ୨୯୭. ISBN 978-81-237-5143-6.
- ↑ "Search Page". National Library of India. National Library of India. Retrieved 3 October 2018.
- ↑ "opac.nationallibrary.gov.in/cgi-bin/gw/chameleon". National Library. Retrieved 3 October 2018.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)