ନିଜାମାବାଦ
ନିଜାମାବାଦ
నిజామాబాద్ نظام آباد ନିଜାମଙ୍କ ସହର | |
---|---|
ସହର | |
ରାଜ୍ୟ | ତେଲେଙ୍ଗାନା |
ଜିଲ୍ଲା | ନିଜାମାବାଦ |
Named for | ନିଜାମ |
Government | |
• Type | ନିଜାମାବାଦ ମହାନଗର ନିଗମ |
Area | |
• ସମୁଦାୟ | 144 km2 (56 sq mi) |
Elevation | 395 m (1,296 ft) |
Population (2011 census)[୧] | |
• Total | ୩,୧୦,୪୬୭ |
• Rank | ତୃତୀୟ |
• Density | 2,200/km2 (5,600/sq mi) |
Demonym | Nizamabadi |
ଭାଷା | |
• ସରକାରୀ | ତେଲୁଗୁ, ଉର୍ଦ୍ଦୁ |
Time zone | UTC+୫.୩୦ (IST) |
ପିନ କୋଡ଼ | 503001,02,03 |
Telephone code | 91-8462 |
ଯାନବାହାନ ପଞ୍ଚୀକରଣ | TS 16 |
Sex ratio | 1001/1000 Females/males ♂/♀ |
Literacy | 80.31% |
Lok Sabha constituency | Nizamabad |
Vidhan Sabha constituency | Nizamabad Urban |
Website | www |
ନିଜାମାବାଦ, ତେଲେଙ୍ଗାନାର ଏକ ସହର ଓ ନିଜାମାବାଦ ଜିଲ୍ଲାର ସଦର ମହକୁମା।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନିଜାମାବାଦ ୧୮.୬୭୧୫ ଉତ୍ତର ଅକ୍ଷାଂଶ ଓ ୭୮.୦୯୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୫୩ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଜାମାବାଦ ସହରର ମୋଟ ଜନସଂଖ୍ୟା ୭୧୩୫୫ ଅଟେ ।[୩] ସେଥି ମଧ୍ୟରୁ ୫୦.୪୬% ଜଣ ପରୁଷ ହୋଇଥିବା ବେଳେ ୪୯.୫୪% ଜଣ ନାରୀ ଅଟନ୍ତି । ନିଜାମାବାଦର ସାକ୍ଷରତା ହାର ୫୯.୯୪% ଅଟେ । ଏହା ଜାତୀୟ ହାରଠାରୁ ୪.୯୦% ପ୍ରତିଶତ କମ ଅଟେ । ସେଥିରୁ ୩୩.୫୦% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୩.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତେଲୁଗୁ ନିଜାମାବାଦର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Nizamabad | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ନିଜାମାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୩୮.୩ mm/inches ହୋଇଥାଏ ।
Climate data for Nizamabad, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 30.6 (87.1) |
33.2 (91.8) |
37.4 (99.3) |
40.3 (104.5) |
41.5 (106.7) |
36.3 (97.3) |
31.9 (89.4) |
30.7 (87.3) |
31.9 (89.4) |
32.3 (90.1) |
30.7 (87.3) |
29.6 (85.3) |
33.8 (92.8) |
ହାରାହାରି ସର୍ବନିମ୍ନ °C (°F) | 14.8 (58.6) |
17.5 (63.5) |
21 (70) |
24.5 (76.1) |
27 (81) |
24.8 (76.6) |
23.5 (74.3) |
22.9 (73.2) |
22.6 (72.7) |
20.6 (69.1) |
17 (63) |
13.7 (56.7) |
20.8 (69.4) |
Average rainfall mm (inches) | 10.2 (0.402) |
6 (0.24) |
9.2 (0.362) |
11.8 (0.465) |
25.9 (1.02) |
158.7 (6.248) |
288.3 (11.35) |
266 (10.47) |
157.9 (6.217) |
80.2 (3.157) |
19.2 (0.756) |
4.9 (0.193) |
୧,୦୩୮.୩ (୪୦.୮୭୮) |
ହାରାହାରି ମେଘାତ୍ସନ ଦିବସ | 0.5 | 0.7 | 0.8 | 1.3 | 1.5 | 9 | 13.7 | 13.2 | 7.8 | 3.8 | 1.1 | 0.5 | 53.8 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.1 | 0.1 | 0.1 | 1.4 | 1.2 | 2.3 | 1.8 | 1.2 | 1.1 | 1.1 | 0.2 | 0 | 10.6
|
ହାରାହାରି କୁହୁଡ଼ି ଘେରା ଦିବସ | 0.4 | 0 | 0 | 0 | 0 | 0 | 0 | 0 | 0 | 0 | 0.5 | 1.6 | 2.5 |
Source: India Meteorological Department (temperatures and precipitation)[୫][୬] |
ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Population 2011" (PDF). The Registrar General & Census Commissioner, India. Retrieved 9 ଜୁଲାଇ 2014.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;coor
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 ଜୁନ 2004. Retrieved 24 ସେପ୍ଟେମ୍ବର 2015.
- ↑ "World Weather Information Service -Nizamabad". Worldweather.wmo.int. 5 ଅକ୍ଟୋବର 2006. Retrieved 28 ଜୁନ 2015.
- ↑ "{{subst:PAGENAME}}- Climatological Information". India Meteorological Department. Retrieved 29 ମଇ 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 ଅଗଷ୍ଟ 2017. Retrieved 29 ମଇ 2014.
ଅଧିକ ତଥ୍ୟ
[ସମ୍ପାଦନା]ଏହି ଲେଖାଟି ତେଲେଙ୍ଗାନାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |