ନିଓସ୍ଟିଗମିନ

ଉଇକିପିଡ଼ିଆ‌ରୁ
ନିଓସ୍ଟିଗମିନ
Clinical data
Trade namesProstigmin, Vagostigmin, other
AHFS/Drugs.commonograph
Routes of
administration
IM, IV, sub-Q
ATC code
Legal status
Legal status
  • UK: POM (Prescription only)
Pharmacokinetic data
BioavailabilityUnclear, probably less than 5%
MetabolismSlow hydrolysis by acetylcholinesterase and also by plasma esterases
Onset of actionwithin 30 min (injection), with 4 hrs (by mouth)[୧]
Elimination half-life50–90 minutes
Duration of actionup to 4 hrs[୧]
ExcretionUnchanged drug (up to 70%) and alcoholic metabolite (30%) are excreted in the urine
Identifiers
  • 3-{[(dimethylamino)carbonyl]oxy}-N,N,N-trimethylbenzenaminium
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.305.602 Edit this at Wikidata
Chemical and physical data
FormulaC12H19N2O2
Molar mass223.294 g/mol
3D model (JSmol)
  • O=C(Oc1cccc(c1)[N+](C)(C)C)N(C)C
  • InChI=1S/C12H19N2O2/c1-13(2)12(15)16-11-8-6-7-10(9-11)14(3,4)5/h6-9H,1-5H3/q+1 checkY
  • Key:ALWKGYPQUAPLQC-UHFFFAOYSA-N checkY
 ☒NcheckY (what is this?)  (verify)

ନିଓସ୍ଟିଗମିନ (ଇଂରାଜୀରେ Neostigmine, ବିକ୍ରୟ ନାମ ପ୍ରୋସ୍ଟିଗମିନ, ଏକ ଔଷଧ ଯାହା ମ୍ୟାସ୍ଥେନିଆ ଗ୍ରାଭିସ, ଓଗିଲଭି ସିଣ୍ଡ୍ରୋମ (Ogilvie syndrome) ଓ ଅବରୋଧ ନ ଥାଇ ମୂତ୍ରରୋଧ (urinary retention) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧][୨] ନନ୍ ଡିପୋଲାରାଜିଙ୍ଗ (non-depolarizing) ଟାଇପର ନିଉରୋମସ୍କୁଲାର ବ୍ଲକିଙ୍ଗ ମେଡିକେସନର (neuromuscular blocking medication) ପ୍ରଭାବକୁ ଇତି କରିବା ନିମନ୍ତେ ଏହି ଔଷଧ ଆଟ୍ରୋପିନ (atropine) ସ‌ହିତ ଦିଆଯାଏ । ଏହା ଶିରାଭ୍ୟନ୍ତରରେ (into a vein), ମାଂସପେଶୀରେ (muscle) ବା ଚର୍ମତଳେ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ । ଇଞ୍ଜେକସନ ଦେବାର ୩୦ ମିନିଟ ପରେ ସର୍ବାଧିକ ପ୍ରଭାବ ହୁଏ ଓ ୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ ।[୧]

ନିଓସ୍ଟିଗମିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଅଧିକ ଲାଳ ବୋହିବା, ପେଟରେ କ୍ରାମ୍ପ ହେବା ଓ ଧୀର ହୃଦ୍‌ଗତି (slow heart rate) ଆଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ (low blood pressure), ଦୁର୍ବଳତା ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ଏହାର ପ୍ରତିକ୍ରିୟା ବିଷୟ ସ୍ପଷ୍ଟ ଭାବରେ ଅନୁଶୀଳନ ହୋଇନାହିଁ । ନିଓସ୍ଟିଗମିନ ଏକ କଲିନର୍ଜିକ (cholinergic) ଶ୍ରେଣୀର ଔଷଧ । ଆସେଟାଇଲକଲିନଇସ୍ଟରେଜର acetylcholinesterase ପ୍ରଭାବକୁ ଏହା ଅବରୋଧ କରି ଆସେଟାଇଲକୋଲିନ (acetylcholine) ମାତ୍ରା କମେଇଦିଏ । [୧]

ସନ ୧୯୩୧ରେ ନିଓସ୍ଟିଗମିନ ପେଟେଣ୍ଟ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ୦.୧୮ରୁ ୨.୬ ଆମେରିକୀୟ ଡଲାର ।[୫] ନିଓସ୍ଟିଗମିନ ଶବ୍ଦଟି ଗ୍ରୀକ୍ ଭାଷାର ନିଓ ଶବ୍ଦରୁ (ଅର୍ଥ ନୂଆ) ଓ ସ୍ଟିଗମିନ ଶବ୍ଦଟି ଫାଇସୋସ୍ଟିଗମିନ (physostigmine) ଶବ୍ଦରୁ ନିଆଯାଇଛି ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Neostigmine Bromide". The American Society of Health-System Pharmacists. Retrieved 8 December 2016.
  2. WHO Model Formulary 2008 (PDF). World Health Organization. 2009. p. 428. ISBN 9789241547659. Retrieved 8 December 2016.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 540. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Neostigmine Methylsulfate". International Drug Price Indicator Guide. Archived from the original on 10 May 2017. Retrieved 8 December 2016.
  6. "neostigmine: definition of neostigmine in Oxford dictionary (American English) (US)". www.oxforddictionaries.com. Archived from the original on 2015-12-22. Retrieved 2015-12-17.