ଦାଶରଥି ଦାସ
ଦେଖଣା
ଦାଶରଥି ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅୟତପୁର, କେନ୍ଦ୍ରାପଡ଼ା | ୨୭ ଜୁଲାଇ ୧୯୩୬
ବୃତ୍ତି | ଶିକ୍ଷାବିତ, ପ୍ରାବନ୍ଧିକ ଓ ସମାଲୋଚକ |
ଭାଷା | ଓଡ଼ିଆ, ଇଂରାଜୀ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ବିଦଗ୍ଧ ମନଷା[୧] ଚିହ୍ନା ମାଟି, ଅଚିହ୍ନା ଆକାଶ |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଶାରଳା ପୁରସ୍କାର କେନ୍ଦ୍ରସାହିତ୍ୟ ଏକାଡେମୀ |
ଦାଶରଥି ଦାସ (ଜନ୍ମ: ୨୭ ଜୁଲାଇ ୧୯୩୬), ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ ।[୨] ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।[୪]
ରଚନାବଳୀ
[ସମ୍ପାଦନା]ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ | କଥାବସ୍ତୁ |
---|---|---|---|
କବିସୂର୍ଯ୍ୟ ବଳଦେବ ରଥ[୫] | ୧୯୮୭ | ସାହିତ୍ୟ ଏକାଡେ଼ମୀ | କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଓ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ |
ବିଚିତ୍ର ହରିବଂଶ[୬] | ୧୯୮୧ | ପାଣିଗ୍ରାହୀ | ଭଗବାନ କୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବସିତ ପୁସ୍ତକ |
ମଧୁସୂଦନ ରଥଙ୍କ ଶ୍ରେଷ୍ଠ କବିତା[୭] | ୧୯୯୪ | ଅଗ୍ରଦୂତ | ମଧୁସୂଦନ ରଥଙ୍କ କବିତା ସଙ୍କଳନ |
ଚିହ୍ନା ମାଟି, ଅଚିହ୍ନା ଆକାଶ[୮] | ୧୯୮୭ | ଫ୍ରେଣ୍ଡସ୍ ପବ୍ଳିସରସ୍ | ସୀତାକାନ୍ତ ମହାପାତ୍ରଙ୍କ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ |
ମୃତ୍ୟୁଲୋକରେ ଋତୁ ସପ୍ତମ[୯] | ୧୯୭୯ | ଅଗ୍ରଦୂତ | ରମାକାନ୍ତ ରଥଙ୍କ କବିତା ବିଶ୍ଳେଷଣାତ୍ମକ ପୁସ୍ତକ |
ବୃହତ ଗରୁଡ଼ ପୁରାଣ[୧୦] | ୧୯୬୪ | ଅରକ୍ଷିତ ଦାସ | ହିନ୍ଦୁ ପୌରାଣିକ ଗ୍ରନ୍ଥ |
କବିତା ନୁହଁ ମାନଚିତ୍ର [୧୧] | ୧୯୯୬ | ସଙ୍ଗମ ପବ୍ଳିକେଶନସ୍ | ୧୮୭୬-୧୯୯୫ ମଧ୍ୟରେ ବିଭିନ୍ନ କବିଙ୍କ ଉପରେ ଆଲୋଚନାତ୍ମକ ପୁସ୍ତକ |
ଐତିହ୍ୟ ଓ ଆଧୁନିକତା[୧୨] | ୨୦୦୮ | ଅଗ୍ରଦୂତ | ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ |
କବିସୂର୍ଯ୍ୟ କାବ୍ୟବିଭା[୧୩] | ୧୯୭୮ | ଅଗ୍ରଦୂତ | |
ବିବିଧ ପ୍ରସ୍ତାବ[୧୪] | ୧୯୯୩ | ଫ୍ରେଣ୍ଡସ୍ ପବ୍ଳିସରସ୍ | ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ |
ବିଷ୍ଣୁ ଗର୍ଭ ପୁରାଣ[୧୫] | ୧୯୯୫ | ଦାଶରଥି ପୁସ୍ତକାଳୟ | |
ଆଧୁନିକ କାବ୍ୟ ଜିଜ୍ଞାସା: ଚିତ୍ରକଳ୍ପ[୧୬] | ୧୯୭୪ | ଅଗ୍ରଦୂତ | |
ବାମନ ପୁରାଣ[୧୭] | ୧୯୬୯ | ଦାଶରଥି ପୁସ୍ତକାଳୟ | ବାମନ ହିନ୍ଦୁ ଦେବ ଅବତାର |
କାବ୍ୟ ସମ୍ବାଦ[୧୮] | ୧୯୭୩ | ଫ୍ରେଣ୍ଡସ୍ ପବ୍ଳିସରସ୍ | ଓଡ଼ିଆଏବଂ ସଂସ୍କୃତ କାବ୍ୟ ମଧ୍ୟରେ ଏକ ଆଲୋଚନାଧର୍ମୀ ପୁସ୍ତକ |
ବିଚିତ୍ର ଭାରତ[୧୯] | ୧୯୫୫ | ||
ବିବିଧ ସମାଲୋଚନା | ୧୯୮୨ | --- | |
ନାନା ନିବନ୍ଧ | ୧୯୯୨ | --- | |
ସାହିତ୍ୟ ବିବେକ | ୧୯୯୬ | --- | |
ମହାପାତ୍ର ନୀଳମଣି ସାହୁଙ୍କ ଶ୍ରେଷ୍ଠ ଗଳ୍ପ[୨୦] | ୨୦୧୪ | ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ | ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ରଚନା ମଧ୍ୟରରୁ ନିର୍ବାଚିତ ଅଠରଟି ଗଳ୍ପ |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୮ ('ପ୍ରସଙ୍ଗ ପୁରୁଣା ଭାବନା ନୂଆ'ପାଇଁ)[୨୧] [୨୨]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୯[୨୩][୨୪][୨୫]
- ଶାରଳା ପୁରସ୍କାର, ୨୦୦୭[୨୬][୨୭][୨୮]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସମାଲୋଚନା), ୧୯୭୬ ('କାବ୍ୟସମ୍ବାଦ' ନିମନ୍ତେ )[୨୯]
- ବିଷୁବ ପୁରସ୍କାର, ୨୦୦୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ) [୩୦][୩୧]
- ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଶିଖର ସମ୍ମାନ, ୨୦୧୮ (ଅଖିଳ ମୋହନ ଫାଉଂଡେସନ୍ ପ୍ରଦତ୍ତ)
- ପ୍ରାବନ୍ଧିକ ବୈକୁଣ୍ଠ ନାଥ ରଥ ସ୍ମୃତି ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ http://news.oneindia.in/2007/05/10/dasarathi-das-selected-for-sarala-award-1178795374.html
- ↑ http://www.orissadiary.com/news.asp?id=11932[permanent dead link]
- ↑ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 273–. ISBN 978-81-260-0873-5.
- ↑ "ଆର୍କାଇଭ୍ କପି". Archived from the original on 2015-09-11. Retrieved 2013-07-17.
{{cite web}}
: Cite has empty unknown parameter:|1=
(help) - ↑ Dasarathi Das (1987). Kavisurya Baladeva Rath. Sahitya Akademi. Retrieved 17 July 2013.
- ↑ Lokanātha Pāṇigrāhī; Acyutānanda Dāsa; Dasarathi Das (1981). Bicitra Haribaṃśa: Mahāpurusha Acyutānanda Dāsaṅka bhābānuyāẏī. Pāṇigrāhī. Retrieved 17 July 2013.
- ↑ Madhusūdana Rāta; Dasarathi Das (1994). Madhusūdana Rātaṅka śreshṭha kabitā. Agraduta. Retrieved 17 July 2013.
- ↑ Dasarathi Das (1987). Cihnā māṭi, acihnā ākāśa. Phreṇḍas Pabliśarsa. Retrieved 17 July 2013.
- ↑ Dasarathi Das (1979). Mr̥tyulokare r̥tu saptama. Agradūta. Retrieved 17 July 2013.
- ↑ Dasarathi Das (1964). Br̥hat Garuḍa purāṇa. Arakshita Dāsa. Retrieved 17 July 2013.
- ↑ Kabitāra nūā mānacitra. Saṅgama Pabḷikeśans. 1996. Retrieved 17 July 2013.
- ↑ Dasarathi Das (2008). Aitihya o ādhunikatā. Agradūta. Retrieved 17 July 2013.
- ↑ Dasarathi Das (1978). Kabisūryyakābyabibhā. Agradūta. Retrieved 17 July 2013.
- ↑ Dasarathi Das (1993). Bibidha prastāba. Phreṇḍs Pabliśarsa. Retrieved 17 July 2013.
- ↑ Caitanya Dāsa; Dasarathi Das (1956). Bishṇugarbha purāṇa. Dāśarathi Pustākalaẏa. Retrieved 17 July 2013.
- ↑ Dasarathi Das (1974). Ādhunika kābyajijñāsā: citrakalpa. Agradūta. Retrieved 17 July 2013.
- ↑ Dasarathi Das (1969). Bāmana purāṇa. Dāśarathī Pustakālaẏa. Retrieved 17 July 2013.
- ↑ Dasarathi Das (1973). Kābyasamvāda. Preṇḍas pabliśarsa. Retrieved 17 July 2013.
- ↑ Biśvambhara; Dasarathi Das (1955). Bicitra Bhārata. Dā. Dāsa. Retrieved 17 July 2013.
- ↑ ଦାସ, ଦାଶରଥି (2014). ମହାପାତ୍ର ନୀଳମଣି ସାହୁଙ୍କ ଶ୍ରେଷ୍ଠ ଗଳ୍ପ (ପ୍ରଥମ ed.). ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ. p. vii. ISBN 812377123-1.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved ୧୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.
- ↑ http://orissa.gov.in/e-magazine/orissaannualreference/ORA-2011/pdf/100.pdf
- ↑ http://www.dailypioneer.com/state-editions/bhubaneswar/atibadi-award-declared-for-past-3-yrs.html
- ↑ http://www.naxatranews.com/naxatra/detail.html?detail=5974[permanent dead link]
- ↑ http://www.hindu.com/2007/06/15/stories/2007061554030300.htm
- ↑ http://www.imfa.in/resource-centre/2007/jun15.htm
- ↑ "ଆର୍କାଇଭ୍ କପି". Archived from the original on 2013-02-08. Retrieved 2013-07-17.
{{cite web}}
: Cite has empty unknown parameter:|1=
(help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 12 June 2021.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ ବିଶୋଇ, ମମତା. "ସତ୍ ସମାଲୋଚକ ଦାଶରଥି ଦାସ". ସତ୍ୟବାଦୀ. Retrieved 1 September 2016.