ଡେଲିଭରି ବୟ
ଡେଲିଭରି ବୟ | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ତ୍ରିପାଠୀ |
ପ୍ରଯୋଜକ | ଜ୍ୟୋତି ରଞ୍ଜନ ମହାନ୍ତି |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | ଅଶ୍ୱିନୀ ତ୍ରିପାଠୀ |
କାହାଣୀ | ଜ୍ୟୋତି ରଞ୍ଜନ ମହାନ୍ତି |
କଳାକାର | ଶୈଳେନ୍ଦ୍ର ସାମାନ୍ତରାୟ ସୂର୍ଯ୍ୟମୟୀ ମହାପାତ୍ର ବୁଦ୍ଧାଦିତ୍ୟ ମହାନ୍ତି ପୁପୁଲ ଭୂୟାଁ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଦୀପକ କୁମାର |
ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୭ ଅପ୍ରେଲ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଡେଲିଭରି ବୟ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଜ୍ୟୋତି ରଞ୍ଜନ ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ[୨][୩] ଓ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦୀପକ ଜେନା ।[୪][୫] ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬][୭][୮]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ, ପ୍ରିୟମ୍ବଦା ସ୍ୱାଇଁ, ବୁଦ୍ଧାଦିତ୍ୟ ମହାନ୍ତି ଓ ସୂର୍ଯ୍ୟମୟୀ ମହାପାତ୍ର ।[୯] ଚୌଧୁରୀ ବିକାଶ ଦାସ, ଜୀବନ ପଣ୍ଡା, ଶକ୍ତି ବରାଳ, ସରୋଜ ଦାସ, ବିନାୟକ ମିଶ୍ର, ସୁଶାନ୍ତ ଦାଶ ମହାପାତ୍ର, ପୁପୁଲ ଭୂୟାଁ, ଅରମାନ ମହାନ୍ତି, ସାନ୍ତୁ ନିଜେ, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୦] ଏହାର ପ୍ରିମିୟର୍ କଟକସ୍ଥିତ ମହାରାଜା ହଲ୍ରେ ହୋଇଥିଲା, ଯେଉଁଠି ରାଜ୍ୟପାଳ ଗଣେଶୀ ଲାଲ ଉପସ୍ଥିତ ଥିଲେ ।[୧୧] ମୁକ୍ତିଲାଭ କରିବା ପୂର୍ବରୁ ଓଡ଼ିଶା ସରକାର ଏହାକୁ କରମୁକ୍ତ କରିବା କଥା ଘୋଷଣା କରିଥିଲେ ।[୧୨][୧୩] ଏହି କଥାଚିତ୍ରଟିର କାହାଣୀ ଦୁର୍ଗା ପ୍ରସାଦ ନାୟକ ନାମକ ଜଣେ ଡେଲିଭରି ବୟଙ୍କ ଉପରେ ଆଧାରିତ ।[୧୪]
ଅଭିନୟ
[ସମ୍ପାଦନା]- ଶୈଳେନ୍ଦ୍ର ସାମନ୍ତରାୟ[୧୫][୧୬]
- ପ୍ରିୟମ୍ବଦା ସ୍ୱାଇଁ
- ବୁଦ୍ଧାଦିତ୍ୟ ମହାନ୍ତି[୧୭]
- ସୂର୍ଯ୍ୟମୟୀ ମହାପାତ୍ର
- ଚୌଧୁରୀ ବିକାଶ ଦାସ
- ଜୀବନ ପଣ୍ଡା
- ଶକ୍ତି ବରାଳ
- ସରୋଜ ଦାସ
- ବିନାୟକ ମିଶ୍ର
- ସୁଶାନ୍ତ ଦାଶମହାପାତ୍ର
- ପୁପୁଲ ଭୂୟାଁ
- ଅରମାନ ମହାନ୍ତି
- ସାନ୍ତୁ ନିଜେ
- ଗୁଡ୍ଡୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ଏବଂ ନବ୍ସ ଓ ସରୋଜ ।[୧୮] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ସୂର୍ଯ୍ୟ ମହାପାତ୍ର, ଉସ୍ତାଦ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୯] ସତ୍ୟଜିତ ପ୍ରଧାନ, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଋତୁରାଜ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ୧୦ ଜାନୁଆରୀ ୨୦୨୩ରେ ଏହି କଥାଚିତ୍ରଟି ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୨୦]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଡେଲିଭରି ବୟ" | ଉସ୍ତାଦ | ସତ୍ୟଜିତ ପ୍ରଧାନ | |
2. | "ତୁ ଦେଲେ ଥରେ ଚିମୁଟି" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ଅସୀମା ପଣ୍ଡା | |
3. | "ବଚ୍ଚନ ଭାଇ ଏଲ୍.ଏଲ୍.ବି" | ନିର୍ମଳ ନାୟକ | ହ୍ୟୁମାନ ସାଗର | |
4. | "ହାଏରେ ଜୀବନ" | ସୂର୍ଯ୍ୟ ମହାପାତ୍ର | ଋତୁରାଜ ମହାନ୍ତି |
ବିବାଦ
[ସମ୍ପାଦନା]ମୁକ୍ତିଲାଭ କରିଥିବା କିଛିଦିନ ପରେ ଏହି କଥାଚିତ୍ରର ପ୍ରଯୋଜକ ପ୍ରେକ୍ଷାଳୟ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେବାରୁ କଟକ ମହାରାଜ ହଲ୍ରେ ଏହାର ପ୍ରଦର୍ଶନ ବନ୍ଦ କରାଯାଇଥିଲା ।[୨୧][୨୨]
ଆଧାର
[ସମ୍ପାଦନା]- ↑ "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
- ↑ "Odisha Govt Waives Entertainment Tax On Odia Film 'Delivery Boy'". Pragativadi (in English). Bhubaneswar. 3 April 2023. Archived from the original on 17 April 2023. Retrieved 17 April 2023.
{{cite news}}
: CS1 maint: unrecognized language (link)} - ↑ "Odia Naba Barsa celebrated at Panthanivas Bhubaneswar". KalingaTV (in English). Bhubaneswar. 14 April 2023. Archived from the original on 17 April 2023. Retrieved 17 April 2023.
{{cite news}}
: CS1 maint: unrecognized language (link) - ↑ "ଖୁବ୍ଶୀଘ୍ର ବଡ଼ ପରଦାକୁ ଆସୁଛି 'ଡେଲିଭରି ବୟ', ଘରେ ଘରେ ଡେଲିଭରି କରୁଥିବାର ନଜର ଆସିବେ ଶୈଳେନ୍ଦ୍ର". PRAMEYA. ଭୁବନେଶ୍ୱର. 22 March 2023. Archived from the original on 17 April 2023. Retrieved 17 April 2023.
- ↑ ବିଶ୍ୱାଳ, ସ୍ମିତାଲୋକ (7 April 2023). "ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ 'ଡେଲିଭରି ବୟ': ଦେଖିବାକୁ ମିଳିଛି ଡ଼େଲିଭରି ବୟର ସଂଘର୍ଷର କାହାଣୀ". Odisha Sambad. Retrieved 3 July 2023.
- ↑ "Delivery Boy - Official Trailer". The Times of India. ISSN 0971-8257. Retrieved 2023-04-17.
- ↑ "'Delivery Boy' declared tax-free in Odisha". Sambad English (in English). Bhubaneswar. 3 April 2023. Archived from the original on 17 April 2023. Retrieved 17 April 2023.
{{cite news}}
: CS1 maint: unrecognized language (link) - ↑ ଗୌଡ଼, ପବିତ୍ର କୁମାର (11 January 2023). "ସାରା ଭାରତରେ ଓଡ଼ିଆ ଫିଲ୍ମ ରିଲିଜ୍ ମୋର ଲକ୍ଷ୍ୟ: ଅଶ୍ୱିନୀ ତ୍ରିପାଠୀ". PRAMEYA. ଭୁବନେଶ୍ୱର. Archived from the original on 17 April 2023. Retrieved 17 April 2023.
- ↑ Sahoo, Jyoti Prakash (4 April 2023). "CM Naveen Patnaik Makes 'Delivery Boy' Tax Free". My City Links (in English). Archived from the original on 17 April 2023. Retrieved 17 April 2023.
{{cite news}}
: CS1 maint: unrecognized language (link) - ↑ "ଫିଲ୍ମି ଫ୍ରାଇଡେରେ ରିଲିଜ ହେଲା ଡେଲିଭରୀ ବୟ ପ୍ରଥମ ଦିନରେ ହାଉସଫୁଲ". ETV Bharat News. ଭୁବନେଶ୍ୱର. 7 April 2023. Archived from the original on 17 April 2023. Retrieved 17 April 2023.
{{cite news}}
: CS1 maint: bot: original URL status unknown (link) - ↑ "'ଡେଲିଭରି ବୟ' ପ୍ରିମିୟର ଦେଖିବେ ରାଜ୍ୟପାଳ". ପ୍ରମେୟ. ଭୁବନେଶ୍ୱର. 7 April 2023. Archived from the original on 17 April 2023. Retrieved 17 April 2023.
- ↑ "Odisha Govt Waives Entertainment Tax On Odia Film 'Delivery Boy'". odishabytes (in English). Bhubaneswar. 3 April 2023. Archived from the original on 17 April 2023. Retrieved 17 April 2023.
{{cite news}}
: CS1 maint: unrecognized language (link) - ↑ "Sailendra Samantaray starring new Odia movie on road safety made tax-free - OrissaPOST". OrissaPOST (in English). Bhubaneswar. 4 April 2023. Archived from the original on 17 April 2023. Retrieved 17 April 2023.
{{cite news}}
: CS1 maint: unrecognized language (link) - ↑ "ବହୁଚର୍ଚ୍ଚିତ ଦମନ୍ ଫିଲ୍ମର ରେଟିଂକୁ ପଛରେ ପକାଇଲା ଡେଲିଭରୀ ବୟ' । ସାରା ଓଡ଼ିଶାରେ ହାଉସଫୁଲ୍ ଚାଲୁଛି ଫିଲ୍ମ । | Kanak News". Kanak News. 9 April 2023. Archived from the original on 17 April 2023. Retrieved 17 April 2023.
- ↑ "ଶୈଳେନ୍ଦ୍ରଙ୍କ ନାୟିକା". ସକାଳ. 19 June 2022. p. ୨. Archived from the original on 20 June 2022. Retrieved 20 June 2022.
- ↑ "ଶୈଳେନ୍ଦ୍ରଙ୍କ ଭୂମିକା". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.
- ↑ "'ଡେଲିଭରି ବୟ': ଭିନ୍ନ ଧରଣର କାହାଣୀ". ନିର୍ଭୟ. 11 February 2023. p. 10. Archived from the original on 23 March 2023. Retrieved 23 March 2023.
- ↑ "ଡେଲିଭରି ବୟ". ସମାଜ. No. ରବିବାର. 5 February 2023. Archived from the original on 23 March 2023. Retrieved 23 March 2023.
- ↑ "ଆଜି ପରଦାକୁ ଆସୁଛି ଓଡ଼ିଆ ଛବି 'ଡେଲିଭରି ବୟ'". Sambad. ଭୁବନେଶ୍ୱର. 7 April 2023. Archived from the original on 17 April 2023. Retrieved 17 April 2023.
- ↑ "Audio of new Odia movie 'Delivery Boy' launched". KalingaTV (in English). Bhubaneswar. 10 January 2023. Archived from the original on 17 April 2023. Retrieved 17 April 2023.
{{cite news}}
:|first1=
missing|last1=
(help)CS1 maint: unrecognized language (link) - ↑ "ପ୍ରଜଯୋକଙ୍କ ବିବାଦୀୟ ବୟାନ ମହାରାଜା ହଲରୁ ହଟିଲା ଡେଲିଭରି ବୟ". ETV Bharat News. ଭୁବନେଶ୍ୱର. 17 April 2023. Archived from the original on 17 April 2023. Retrieved 17 April 2023.
- ↑ "'ଡେଲିଭରି ବୟ' ଫିଲ୍ମକୁ ନେଇ ହଲ୍ ମାଲିକ ଓ ପ୍ରଯୋଜକ ମୁହାଁମୁହିଁ : ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ପ୍ରଯୋଜକଙ୍କ ଅସନ୍ତୋଷ | Kanak News". Kanak News. 17 April 2023. Archived from the original on 17 April 2023. Retrieved 17 April 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଡେଲିଭରି ବୟ