ଜ୍ୟାକି ଶ୍ରଫ୍

ଉଇକିପିଡ଼ିଆ‌ରୁ
ଜ୍ୟାକି ଶ୍ରଫ୍
ସୋନାଟାର ପ୍ରଦର୍ଶନୀ ସମୟରେ ଜ୍ୟାକି ଶ୍ରଫ୍
ଜନ୍ମ
ଜୟ କ୍ରିଷ୍ଣ କାକୁଭାଇ ଶ୍ରଫ୍

(1957-02-01) ୧ ଫେବୃଆରୀ ୧୯୫୭ (ବୟସ ୬୭)
ଜାତୀୟତାଭାରତୀୟ
ଅନ୍ୟ ନାମଜ୍ୟାକି ଶ୍ରଫ୍
ଜଗ୍ଗୁ ଦାଦା
ବୃତ୍ତି(ସମୂହ)ମଡ଼େଲ୍, ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ
ସକ୍ରିୟ ବର୍ଷ୧୯୭୮-ବର୍ତ୍ତମାନ
ପ୍ରସିଦ୍ଧିହିରୋ
ଯୁଦ୍ଧ
କର୍ମ
ବୈବାହିକ-ସାଥୀ
(m. invalid year)
ସନ୍ତାନଟାଇଗର ଶ୍ରଫ୍
କ୍ରିଷ୍ଣା ଶ୍ରଫ୍
ୱେବସାଇଟwww.jackieshroff.in

ଜୟ କ୍ରିଷ୍ଣ କାକୁଭାଇ ଜ୍ୟାକି ଶ୍ରଫ୍ (ଜନ୍ମ ୧ ଫେବୃଆରୀ ୧୯୫୭) ଜଣେ ଭାରତୀୟ ଅଭିନେତା । ସେ ବିଗତ ୪ ଦଶନ୍ଧି ଧରି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଆସୁଛନ୍ତି ଓ ୧୧ଟି ଭାଷାରେ ୨୨୦ଟି ଚଳଚ୍ଚିତ୍ର କରିଛନ୍ତି, (ହିନ୍ଦୀ, କୋଙ୍କଣୀ, କନ୍ଣ‌ଡ, ମରାଠୀ, ଓଡ଼ିଆ, ପଞ୍ଜାବୀ, ବଙ୍ଗଳା, ମାଲାୟାଲମ, ତାମିଲ, ତେଲୁଗୁ, ଭୋଜପୁରୀଗୁଜରାଟୀ)

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୟାକି ଶ୍ରଫ୍