ଜଙ୍ଗଲ (ଓଡ଼ିଆ କଥାଚିତ୍ର)
ଜଙ୍ଗଲ | |
---|---|
ନିର୍ଦ୍ଦେଶକ | ଟି. ଗଣେଶ |
ସଂଳାପ | ନିର୍ମଳା ପଣ୍ଡା |
ଚିତ୍ରନାଟ୍ୟ | ଟି. ଗଣେଶ |
କାହାଣୀ | ଟି. ଗଣେଶ |
କଳାକାର | ସୁରଜ ଆହାନା ବରାଳ ଇଲୁ ବାନାର୍ଜୀ ସରୋଜ ଦାସ ରବି ମିଶ୍ର |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ଚିତ୍ରଗ୍ରହଣ | ପ୍ରିୟରଞ୍ଜନ ପରିଜା |
ସମ୍ପାଦକ | ଜୟନ୍ତ କୁମାର ପଣ୍ଡା |
ମୁକ୍ତିଲାଭ ତାରିଖ | ୯ ଅପ୍ରେଲ ୨୦୨୧[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଜଙ୍ଗଲ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପାୟଲ୍ ଫିଲ୍ମ ଏଣ୍ଟରଟେନ୍ମେଣ୍ଟ ପ୍ରଡକ୍ସନ ଓ କ୍ରିଷ୍ଣା ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ମଳା ପଣ୍ଡା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଟି. ଗଣେଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁରଜ ଓ ଆହାନା ବରାଳ ।[୩] ଇଲୁ ବାନାର୍ଜୀ, ସରୋଜ ଦାସ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ । ନିର୍ମଳା ପଣ୍ଡା, ଏନ୍. ଗୁରୁ ଦତ୍ତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜ୍ୟୋତିର୍ମୟୀ, ଅମ୍ରିତା ନାୟକଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପାହାଡ଼ି ଝରଣା କୋଇଲି କୁହୁ" | ନିର୍ମଳା ପଣ୍ଡା | ଜ୍ୟୋତିର୍ମୟୀ, ପିକେ | |
2. | "ଏଇ ମାଟି ଆମର ମାଆ" | ଏନ୍. ଗୁରୁ ଦତ୍ତ | ଅମ୍ରିତା ନାୟକ |
ଆଧାର
[ସମ୍ପାଦନା]- ↑ "Jungle Movie: Showtimes, Review, Trailer, Posters, News & Videos | eTimes". Times of India. Retrieved 11 November 2021.
- ↑ "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ "Friday Release: Ollywood Movie 'Jungle' Hits Theatres". Odisha Bytes (in English). Bhubaneswar. 9 April 2021. Archived from the original on 11 November 2021. Retrieved 11 November 2021.
{{cite news}}
: CS1 maint: unrecognized language (link) - ↑ "ଅଭିନେତ୍ରୀ ଆହାନାଙ୍କ ହାତ ଧରିଲେ ରାକେଶ,ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ବିବାହ ଫଟୋ". Prameya. ଭୁବନେଶ୍ୱର. 14 March 2021. Archived from the original on 14 March 2021. Retrieved 17 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜଙ୍ଗଲ