ଚିଲିକା (କବିତା)

ଉଇକିପିଡ଼ିଆ‌ରୁ

ଏହା ରାଧାନାଥ ରାୟଙ୍କଦ୍ୱାରା ଲେଖା ଯାଇଥିବା ଏକ ଖଣ୍ଡ କାବ୍ୟ ।[୧] ୧୮୯୨ ମସିହାରେ ଏହି କାବ୍ୟ ଉତ୍କଳ ପ୍ରଭାରେ ପ୍ରକାଶ ପାଇଥିଲା । ଏହାର ରଚନା କାଳ ହେଉଛି ୧୮୯୧ ।।

ବିବାଦ[ସମ୍ପାଦନା]

ଏହି କାବ୍ୟ ରଚନା ପୂର୍ବରୁ, ରାଧାନାଥ ବିଦେଶୀ ସାହିତ୍ୟର କଥାବସ୍ତୁକୁ ଗ୍ରହଣ କରି ତାହାକୁ ନିଜ ଦେଶ ପରମ୍ପରା ସହ ମିଶାଇ ଲେଖୁଥିବା କୁହାଯାଇଥାଏ । କିନ୍ତୁ ଚିଲିକା କାବ୍ୟ ରଚନା ସମୟରେ କବି ନିଜର ସୃଷ୍ଟି କୌଶଳର ଆଭିମୁଖ୍ୟ ପରିବର୍ତ୍ତନ କରିଥିବାର ଜଣାଯାଏ । ତଥାପି ଏହି କାବ୍ୟ ସଂପୂର୍ଣ୍ଣ ରୂପେ ବିଦେଶୀ ସାହିତ୍ୟ ପ୍ରଭାବରୁ ମୁକ୍ତ ନଥିଲା ।

ସୌନ୍ଦର୍ଯ୍ୟ ବର୍ଣ୍ଣନା[ସମ୍ପାଦନା]

== କିଛି ପଦ == hiii ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା।

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. "ସାରସ୍ୱତ ସାଧକ ପ୍ରକୃତି ପ୍ରେମିକ ରାଧାନାଥ" (PDF). ଉତ୍କଳ ପ୍ରସଙ୍ଗ: 11. 1 December 2013. Retrieved 12 September 2020.

ଆଧାର[ସମ୍ପାଦନା]

  • ରାଧାନାଥ (1892). ଚିଲିକା. ଫ୍ରେଣ୍ଡସ ପବ୍ଲିଶର୍ସ. p. ୧୬. ସମ୍ପାଦନା-ପ୍ରିୟଦର୍ଶୀ

ବାହାର ଲିଙ୍କ[ସମ୍ପାଦନା]