ଚିତ୍ରାଳ

ଉଇକିପିଡ଼ିଆ‌ରୁ
ଶୀତ ଋତୁରେ ଚିତ୍ରାଳର ଦୃଶ୍ୟ

ଚିତ୍ରାଳ (ଉର୍ଦ୍ଦୁ: چترال, ଇଂରାଜୀ: Chitral) କିମ୍ବା ଛେତ୍ରାର छेत्रार (ଖୋବାର: چھترار) ଉତ୍ତର-ପଶ୍ଚିମ ପାକିସ୍ତାନର ସବୁଠାରୁ ବଡ଼ ସହର ଅଟେ । ଏହା ହିନ୍ଦୁକୁଶ ପର୍ବତମାଳାର ସବୁଠାରୁ ଉଚ୍ଚ ପହାଡ଼ ତିରିଚ ମୀରର ଚରଣରେ କୁନର ନଦୀର ପଶ୍ଚିମ କୂଳରେସ୍ଥିତ । ଚିତ୍ରାଳ ଜିଲ୍ଲାର ସମ୍ପୂର୍ଣ୍ଣ ତିନି ଲକ୍ଷ ଲୋକଙ୍କ ଜନସଂଖ୍ୟାରେ ପାଖାପାଖି ଦୁଇ ଲକ୍ଷ ଚିତ୍ରାଳ ସହରରେ ବାସ କରିଥାନ୍ତି । ଏହି ସହର ପାଖାପାଖି ୩,୭୦୦ ଫୁଟ (୧,୧୦୦ମିଟର) ଉଚ୍ଚରେସ୍ଥିତ । [୧]

ନାମର ଅର୍ଥ[ସମ୍ପାଦନା]

ଚିତ୍ରାଳ ଖୋବାର ଭାଷାର ଛେତ୍ରାର ଶବ୍ଦରୁ ଆସିଛି । କାରଣ ଖୋବାର ହିନ୍ଦୀ-ଅର୍ଯ୍ୟ-ଭାଷା-ପରିବାରର ଏକ ଦାର୍ଦୀ ଭାଷା ଅଟେ , ସେଥିପାଇଁ ଛେତ୍ରାରର ସଜାତୀୟ ଶବ୍ଦ ହିନ୍ଦୀରେ ମଧ୍ୟ ମିଳିଥାଏ, ଯେପରି "କ୍ଷେତ୍ର", "ଛେତ୍ର" ଏବଂ "ଖେତ" ।

ପାଣିପାଗ[ସମ୍ପାଦନା]

Climate data for ଚିତ୍ରାଳ
Month Jan Feb Mar Apr May Jun Jul Aug Sep Oct Nov Dec Year
Average high °C (°F) 8.3
(46.9)
9.5
(49.1)
14.9
(58.8)
21.0
(69.8)
25.6
(78.1)
31.8
(89.2)
32.8
(91)
32.0
(89.6)
28.7
(83.7)
23.7
(74.7)
17.4
(63.3)
10.9
(51.6)
21.38
(70.48)
Daily mean °C (°F) 4.1
(39.4)
5.0
(41)
9.8
(49.6)
15.3
(59.5)
19.4
(66.9)
24.9
(76.8)
26.1
(79)
25.4
(77.7)
21.9
(71.4)
17.0
(62.6)
11.5
(52.7)
6.5
(43.7)
15.58
(60.03)
Average low °C (°F) 0.0
(32)
0.6
(33.1)
4.8
(40.6)
9.7
(49.5)
13.3
(55.9)
18.0
(64.4)
19.5
(67.1)
18.8
(65.8)
15.2
(59.4)
10.3
(50.5)
5.6
(42.1)
2.1
(35.8)
11.4
(52.5)
Average precipitation mm (inches) 69
(2.72)
99
(3.9)
146
(5.75)
139
(5.47)
69
(2.72)
22
(0.87)
52
(2.05)
56
(2.2)
40
(1.57)
31
(1.22)
26
(1.02)
51
(2.01)
800
(31.5)
Source: ପାଣିପାଗ-Data.org[୨]

ଫଟୋ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. Crisis on the frontier: the Third Afghan War and the campaign in Waziristan 1919-1920, Brian Robson, Spellmount, 2004, ... Chitral is, in essence, a narrow amphitheatre, roughly 180 miles long, surrounded on all sides by mountains, rising in places to over 20000 feet; Tirich Mir, the highest, is over 25000 feet ...
  2. "Climate: Chitral". Climate-Data.org.